ଭୁବନେଶ୍ୱର; ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ୍. ମୂରଲୀଧର ଆଜି ଭର୍ଚୁଆଲ ମାଧ୍ୟମରେ ମାଲକାନଗିରି ଜିଲ୍ଲାର ମାଥିଲିଠାରେ ପ୍ରଥମ ଶ୍ରେଣୀ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ (ଜେ.ଏମ୍.ଏଫ୍.ସି) ଉଦ୍ଘାଟନ କରିଛନ୍ତିା ଏହି ଭର୍ଚୁଆଲ ଉଦ୍ଘାଟନ ଅବସରରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ବି.ଆର୍. ଷଡଙ୍ଗୀ, ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏବଂ ମାଲକାନଗିରି ଜଜସିପର ପ୍ରଶାସନିକ ଜଜ ଉପସ୍ଥିତ ଥିଲୋ ଆହୁରି ମଧ୍ୟ ଏହି ଭର୍ଚୁଆଲ ଉଦ୍ଘାଟନ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ଏସ୍. ପୂଜାହାରୀ ଏବଂ ମାନ୍ୟବର ଜଷ୍ଟିସ୍ ସାବିତ୍ରୀ ରଥୋ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.