ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର : ଇଣ୍ଟରନ୍ୟାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୨୫…

ପୂର୍ବତନ ଓଡିଶା ୱେର ହାଉସ ସୁପରିଣ୍ଟେଣ୍ଡେଣ୍ଟ ଗଣେଷ ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର/ ନିରୋଜ ମିଶ୍ର : ଭିଜିଲାନ୍ସ ଜାଲରେ ପଡିଲେ ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସ୍ଥାନୀୟ ପ୍ୟାଲେସ ଲାଇନ୍‌…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗଙ୍କ  ତତ୍ଵାବଧାରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  କରାଯାଇ ବିଭିନ୍ନ…

ଓଡ଼ଗାଁ ବ୍ଳକ ଗସ୍ତରେ ଜିଲ୍ଲାପାଳ ଓ ଡ଼ିଆରଡ଼ିଏ ପିଡି 

ନିର୍ମାଣାଧିନ ପ୍ରକଳ୍ପର ପରିଦର୍ଶନ ସହିତ ନୂତନ ବସଷ୍ଟାଣ୍ଡ ଓ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସାରିିବାକୁ ନିର୍ଦ୍ଦେଶ  ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ  ସୁବାଷ ଚନ୍ଦ୍ର ରାୟ, ଓଡ଼ିଶା ମିଶନ…

ଦୁଇ ବନ୍ଧୁଙ୍କୁ ଶିକ୍ଷା 

 ଭୁବନେଶ୍ୱର( ଶାସକ ପ୍ରଶାସକ): ଦୁଇ ବନ୍ଧୁ । ବାଣୀବିହାରର ସଭାପତି ପଦ ପାଇଁ ଦୁଇ ପ୍ରତିଦ୍ବନ୍ଦ୍ବୀ । ଜଣେ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଉ ଜଣେ ରାଜ୍ୟରେ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ । ଉତ୍କଳ ବିଶ୍ୱ ବିଦ୍ୟାଳୟର ଗୋଟିଏ ବ୍ୟାଚ | ଛାତ୍ର ସଂସଦ…

ନାକଟିଦେଉଳ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କଂଗ୍ରେସ ପକ୍ଷରୁ ତୈଳ ଦର , ରନ୍ଧନ ଗ୍ୟାସ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୁଲ୍ୟ ବୄଦ୍ଧି ପ୍ରତିବାଦରେ ବୁଧୁବାର ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଦଳୀୟ…

ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ କମ୍ପୁଟର ଶିକ୍ଷକ ମାନଙ୍କୁ ଯଥାଶୀଘ୍ର ପୁନଃ ନିର୍ଯୁକ୍ତି ନିମନ୍ତେ…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ ସଙ୍ଘର ସଭାପତି ସବିତା କୁମାରୀ ପଣ୍ଡିତଙ୍କ ନେତୃତ୍ୱରେ ଚାରି ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ ଜରିଆରେ  ଶିକ୍ଷା ବିଭାଗର ପ୍ରିନ୍ସିପାଲ…

ମୋଦିଙ୍କ ଟିମରେ ମୟୂରଭଞ୍ଜରୁ ଟୁଡୁ-ତିନୋଟି ଲକ୍ଷ୍ୟ, ଗୋଟିଏ ତୀର 

ବବିଙ୍କ ଗତିରୋଧ କରି ବିଜେପିର ସ୍ଥିତି ସଜାଡିବାରେ ସକ୍ଷମ ହେବେ କି ବିଶ୍ୱେଶ୍ୱର!!!  ବାରିପଦା (ଦିଲ୍ଲୀପ ମହାନ୍ତି ) : କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିଭାଗ ଅଦଳବଦଳରେ  ନୂଆକରି ଓଡିଶାରୁ ସାମିଲ ହୋଇଥିବା  ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ସଂସଦ ଇଂ  ବିଶ୍ୱେଶ୍ୱର ଟୁଡୁ | ତାଙ୍କୁ…

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ ଘେରାଉ

https://www.youtube.com/watch?v=ha35OkLbpJk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ  ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ  ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ପ୍ରତିବାଦରେ ବୁଧବାର…

ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଉଦ୍ୟମରେ ପଦ୍ମପୁରକୁ ମିଳିଲା ଅତ୍ୟାଧୁନିକ ଆମ୍ବୁଲାନ୍ସ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଏକ ଅତ୍ୟାଧୁନିକ ଅମ୍ଭୁଲାନ୍ସ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ଙ୍କର ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଅନୁରୋଧ କ୍ରମେ ଏହି ଅମ୍ଭୁଲାନ୍ସ ଯୋଗେଇ ଦିଆ…