କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ଵାଗତ : ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା 

ସମସ୍ତଙ୍କ ସହଯୋଗ ରହିଲେ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହୋଇପାରିବ – ମୁଖ୍ୟମନ୍ତ୍ରୀ  କେଉଁଝରରେ  ନର୍ସିଙ୍ଗ କଲେଜ ହେବ  ଭୁବନେଶ୍ୱର(ଶାସକ ପ୍ରଶାସକ) :କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ…

ବଦଳିଲେ ଏସପି : ରାହୁଲଙ୍କୁ ବରଗଡ଼, ଦ୍ୟାନଦେଓଙ୍କୁ  ମୟୁରଭଞ୍ଜ ଓ  ମିନାଙ୍କୁ ମାଲକାନଗିରି 

ବରଗଡ :- ଆଜି ରାଜ୍ୟ ସରକାର ଆଇପିଏସ  ସ୍ତରରେ ଅଦଳ ବଦଳ କରିଛନ୍ତି ।  କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଦେବଦତ୍ତ ସିଂଙ୍କୁ ଆଇଜିପି ମୁଖ୍ୟାଳୟ ଭାବେ ନିଃଉକ୍ତି ଦିଆଯାଇଛି |  ସେହିପରି  ବରଗଡ଼ ଏସ ପି ପଦ୍ମିନୀ ସାହୁଙ୍କର ସ୍ଥାନରେ ନୂଆପଡା ଏସପି ଶ୍ରୀ ରାହୁଲ ଜୈନ ଜିଲ୍ଲାର ନୂତନ ଏସ ପି…

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଲେ ସୋମନାଥ ପ୍ରଧାନ

ରାୟଗଡରୁ ସରୋଜ କୁମାର ସାହୁ:  ଆଜି ରାୟଗଡରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଶ୍ରୀ ସୋମନାଥ ପ୍ରଧାନ, ଓ. ପ୍ର. ସେ(ଏସ ) କାର୍ଯ୍ୟରେ ଯୋଗ ଦେଇଛନ୍ତି l ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡାଙ୍କ ପଦନ୍ୱତୀ ପାଇ ରାଜସ୍ବ ବିଭାଗକୁ ବଦଳି ହୋଇ ଗତକାଲି ତା ୩୦/୦୬/୨୦୨୧…

ଝାରବନ୍ଧ ତହସିଲଦାରଙ୍କ ଘନ ଘନ ଚଢ଼ାଉ।

ବେଆଇନ ଗାଡିମାନଙ୍କରୁ ହଜାର ହଜାର ଟଙ୍କା ଜରିମାନା ଆଦାୟ। ଝାରବନ୍ଧ-ମନୋହରଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଦରହା, ଡ଼ଭା, ବଡ଼କନଜାରି ଆଦି ସ୍ଥାନ ମାନଙ୍କରେ ବେଆଇନ ଭାବେ ବାଲି ଚିପସ ମେଟାଲ ଟ୍ରାକ୍ଟର ଯୋଗେ ଚୋରା କାରବାର କରୁଥିବା ଟ୍ରାକ୍ଟର…

କୁଚିଣ୍ଡା ଏନ୍ଏସି ପରିଦର୍ଶନ କଲେ ନୂତନ ଉପଜିଲ୍ଲାପାଳ

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲ କୁଚିଣ୍ଡା ଏନ୍ଏସି ପରିଦର୍ଶନ କରିବା ସହିତ ଏନ୍ଏସିରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ  କୁଚିଣ୍ଡା ବସଷ୍ଟାଣ୍ଡ, ସଇଡ଼ା ଟୁଙ୍ଗରୁପଡ଼ା,ବଡ଼କିସାନପଡ଼ା, ନୂତନ ଜଳ ଅମଳ ପ୍ରକଳ୍ପ,…

ଉତ୍କଳମଣି ଗୋପବନ୍ଧୁ ଙ୍କ ୯୩ତମ ଶ୍ରାଦ୍ଧ ଦିବସ ପାଳନ

ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବରିକେଲ ସ୍ଥିତ ଗୋପବନ୍ଧୁ ଜନକଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି ପୂର୍ବାହ୍ନ ସମୟରେ ଦୈନିକ ଖବରକାଗଜ ର ପ୍ରାଣପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି lଗୋପବନ୍ଧୁ ଜନକଲ୍ୟାଣ ସମିତି ବରିକେଲ ର ଆବାହକ…

ସୋଆରେ ୭୨ତମ ବନମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର : କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି । ସୋଆ ଏନଏସଏସ ବ୍ୟୁରୋ  ପକ୍ଷରୁ "ଇଚ ୱାନ, ପ୍ଲାଂଟ ୱାନ' (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ…

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ବ୍ଲକ ଅଫିସ ଘେରାଉ କଲା ବିଜେପି l

ରଣପୁର/ ପ୍ରସନ୍ନ ସାମନ୍ତରାୟ  -ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରଣପୁର ବ୍ଲକ ଘେରାଉ କଲା ରଣପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି l ରଣପୁର ବ୍ଲକରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ସରକାରୀ ଦଳ ର  ରାଜନୈତିକ ଚାପ ପ୍ରୟୋଗ କରାଯାଇ ଯୋଗ୍ୟ…

ପ୍ରେମ ସମ୍ପର୍କ କୁ ନେଇ ଯୁବକଙ୍କ ଆତ୍ମହତ୍ୟା। 

ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ ଥାନା ଅନ୍ତର୍ଗତ ସିହିନୀ ପଞ୍ଚାୟତ ର ବଛାଯୁଝା ଗାଁ ରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୁଚନା ରହିଛି। ଯୁବକ ଜଣକ ବଛାଯୁଝା ଗାଁ ର ବିଭୀଷଣ ନାଗ ଙ୍କ ୧୯ ବର୍ଷୀୟ ପୁଅ ରଞ୍ଜିତ ନାଗ ବୋଲି ଜଣାପଡିଛି। ବଛାଯୁଝା ଗାଁ ରୁ ଅତର୍ଲା ଗାଁ କୁ ଯିବା ରାସ୍ତା ରେ…

ନିଜ କଲେଜ ପାଇଁ ୩୦ ଲକ୍ଷ ଦେଲେ ପୁରାତନ ଛାତ୍ରୀ  

ମୋ’ କଲେଜ ଅଭିଯାନରେ ସାମିଲ ହୋଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଏହି ଅର୍ଥ ରାଶି ଦେଲେ ଡାକ୍ତର ନାରାୟଣୀ ପଣ୍ଡା ସମ୍ବଲପୁର/ରମାକାନ୍ତ ବିଶ୍ୱାଳ: “ଦିନେ ମୁଁ ଏହି ଶିକ୍ଷାନୁଷ୍ଠାନରେ ପାଠପଢ଼ି ମଣିଷ ହୋଇଛି । ସେତେବେଳେ ମତେ ମାସିକ ୨୫ ଟଙ୍କା ବୃତ୍ତି ଆକାରରେ ମିଳୁଥିଲା ।…