ଧର୍ମେଦ୍ରଙ୍କୁ ମିଳିଲା ଶିକ୍ଷା, ଦକ୍ଷତା ବିକାଶ-ଉଦ୍ୟମିତା 

ବୈଷ୍ଣବଙ୍କୁ ରେଳମନ୍ତ୍ରୀ ପଦ ସହ ଯୋଗାଯୋଗ  ବିଶ୍ୱେଶ୍ୱରଙ୍କୁ ଆଦିବାସୀ ଓ  ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ   ନୂଆଦିଲ୍ଲୀ (ଶାସକ ପ୍ରଶାସକ)  ମନ୍ତ୍ରୀମଣ୍ଡଳ ବିଭାଗ ଅଦଳବଦଳ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଯାଇଛି ପେଟ୍ରୋଲିଅମ ମନ୍ତ୍ରଣାଳୟ | ତୈଳ ମନ୍ତ୍ରଣାଳୟ ମିଳିଛି ହାରଦୀପ ସିଂ…

ତୈଳ-ଜାଳେଣି ଗ୍ୟାସ ଓ ଅତ୍ୟାଵଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ବାଲିଗୁଡ଼ା ବ୍ଲକ କଂଗ୍ରେସର ବିକ୍ଷୋଭ 

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ସାରା ଦେଶ ଦୀର୍ଘ ୧୭ ମାସ ଧରି କରୋନା ମହାମାରୀ ସହିତ ଲଢୁଛି I ଏହି ୧୭ ମାସ ଭିତରେ ସାଧାରଣ ନିଜର ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କୁ ହରାଇ ସାରିଛୁ I ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିଲା ବେଳେ ଆଜି ବହୁ ଲୋକ ଜୀବିକା ହରାଇ…

ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ : ତୈଳ-ଜାଳେଣି ଗ୍ୟାସ ଓ ଅତ୍ୟାଵଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ 

ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି I ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୨ଟଙ୍କା ପାର ହୋଇଛି I ଫଳରେ ଜନସାଧାରଣଙ୍କ…

ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବନାଞ୍ଚଳ କୁର୍ତମଗଡ କ୍ଷେତ୍ର ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୭୨ତମ ବନ ମହୋତ୍ସବ ପାଳିତ ହୋଇଛି I ଏହି ଅବସରରେ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି I କୁର୍ତ୍ତମଗଡ଼ ସ୍ଵାସ୍ଥ୍ୟ କେନ୍ଦ୍ରର…

ପୂରେନା ହାଇସ୍କୁଲରେ ବନମହୋତ୍ସବ ।

ପଦ୍ମପୁର- ଦିନକୁ ଦିନ ଯାନବାହନ ତଥା କଳକାରଖାନା ବଢିବାରେ ଲାଗିଛି । ଯାନବାହନ ଓ କଳକାରଖାନା ରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ଦ୍ୱାରା ପରିବେଶ ଦୂଷିତ ହେବାରେ ଲାଗିଛି ।  ଜୁଲାଇ ପ୍ରଥମ ସପ୍ତାହ କୁ ଆମେ ବନମହୋତ୍ସବ ସପ୍ତାହ ଭାବରେ ପାଳନ କରୁଛୁ ।ବୄକ୍ଷ ରୋପଣ କରି ପରିବେଶକୁ ସୁରକ୍ଷିତ…

ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ବଲାଙ୍ଗୀର/ ନିରୋଜ ମିଶ୍ର : ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ଆଇନଜୀବୀ ତଥା ବିଦ୍ୟାଳୟର ପୃଷ୍ଠପୋଶକ ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ବର୍ତ୍ତମାନ ବୈଶ୍ୱିକ ପର୍ଯ୍ୟାବରଣ…

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ

ରେଢ଼ାଖୋଲ: ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ମାଆଙ୍କୁ ବଞ୍ଚାଇବାକୁ ଆସିଥିଲେ ଭିନ୍ନକ୍ଷମ ପୁଅ। ସମ୍ଭବ ହେଲା ନାହିଁ। ଦୁହେଁ ହାତ ଧରାଧରି ହୋଇ ଚାଲିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ବ୍ଲକ ଅଞ୍ଚଳରେ। ଆଜି ସନ୍ଧ୍ୟା ବେଳେ ରେଢ଼ାଖୋଲ ବ୍ଲକ ବାରବାଙ୍କ ଗାଁ ଯଶୋଦା…

ପ୍ରତାପ ବାଦ : ଅଶ୍ୱିନୀ କ୍ୟାବିନେଟ, ବିଶ୍ୱେଶ୍ୱର ରାଷ୍ଟ୍ର 

ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଯାଇଛି ପେଟ୍ରୋଲିଅମ ମନ୍ତ୍ରଣାଳୟ  ଅଶ୍ୱିନୀ ବୈଷ୍ଣବଙ୍କ ମିଳିଛି ଗୁରୁତ୍ୱପୂର୍ଣ୍ଣ ରେଳମନ୍ତ୍ରୀ ପଦ ସହ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ  ବିଶ୍ୱେଶ୍ୱର ଆଦିବାସୀ  ବ୍ୟାପାର  ସହ ଜଳଶକ୍ତି ମନ୍ତ୍ରଣାଳୟର  ରାଷ୍ଟ୍ରମନ୍ତ୍ରୀ ୪୩ ମନ୍ତ୍ରୀ…

ତୈଳଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ 

ଘୁ.ଉଦୟଗିରି(ଶାସକ ପ୍ରଶାସକ) : ସାରା ରାଜ୍ୟ ଦୀର୍ଘ ୧୭ ମାସ ଧରି କରୋନା ମହାମାରୀ ସହିତ ଲଢୁଛି I ଏହି ୧୭ ମାସ ଭିତରେ ଜନସାଧାରଣ ନିଜର ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କୁ ହରାଇ ସାରିଛନ୍ତି I ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିଲା ବେଳେ ଆଜି ବହୁ ଲୋକ ଜୀବିକା ହରାଇ…

ଗୁଦେରପାଲି ହାଇସ୍କୁଲ ରେ ବନମହୋତ୍ସବ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ବାବଧାନରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ସମାଜସେବୀ କିଶୋର ଚନ୍ଦ୍ର ଦେବତା ଯୋଗଦେଇଥିବା ବେଳେ,…