Sign in
Sign in
Recover your password.
A password will be e-mailed to you.
ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ବରଗଡ : କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ତତ୍ବାବଧାନ ରେ ଆଜି ବରଗାଁ ଠାରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୫୭ୟୁନିଟ ରକ୍ତ ସଂଗୃହୀତ…
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ।
ଟିଟିଲାଗଡ଼, ( ଗୌରବ ଦର୍ଜୀ ) -ଆଜି ଟିଟିଲାଗଡ ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ଟିଟିଲାଗଡ ର ଭାଜପା କାର୍ଯ୍ୟକର୍ତ୍ତା, ଟିଟିଲାଗଡ ବ୍ଲକ ର ବିଭିନ୍ନ ଅଙ୍ଗନୱାଡି କର୍ମୀ…
ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ବେଳେ ଚଢାଉ।
ଟିଟିଲାଗଡ/ ଗୌରବ ଦର୍ଜୀ : ଜଙ୍ଗଲ ଭିତରେ ଚାଲିଛି ମଦ ପ୍ରସ୍ତୁତ। ବେଆଇନ ଭାବରେ ଚାଲିଛି ମଦ ତିଆରି । କେଉଁଠି ଇଟା ଭାଟି ପାଖରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ମଦ ତିଆରି। ପାଖରେ ବସ୍ତା ବସ୍ତା ମହୁଲ ଫୁଲ ବି ରହିଛି। ପ୍ରସ୍ତୁତ ମଦ କୁ ରଖିବା ପାଇଁ ଜାର, ଡ୍ରମ, ଡବା, ଗଞ୍ଜ ବି…
ଶ୍ରୀଜିଉମାନଙ୍କ ଅପେକ୍ଷାରେ ତିନି ରଥ
ପୁରୀ/ଅନିମେଶ ପଟ୍ଟନାୟକ: ରାତି ପାହିଲେ ବିଶ୍ଵ ନିୟନ୍ତାଙ୍କ ରଥଯାତ୍ରା । ସେଥିପାଇଁ ରଥ ପଥ ସମସ୍ତେ ପ୍ରସ୍ତୁତ। କେଇ ଘଣ୍ଟା ପରେ ଝୁଲି ଝୁଲି, ଟାହିଆ ହଲାଇ ରତ୍ନ ସିଂହାସନ ଛାଡି ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ ।
ପରମ୍ପରା ଅନୁଯାଇ ରବିବାର ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ…
କିସର ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷର ପାଠ୍ୟ ପୁସ୍ତକ ବଣ୍ଟନ।
କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କୁ ଆଦିବାସୀ ମାନେ ଜଣାଇଲେ କୃତଜ୍ଞତା
ଟିଟିଲାଗଡ଼ ( ଗୌରବ ଦର୍ଜୀ)-ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟ ରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ କିସ କିଟ…
ହୀରାକୁଦ ରୁ ବର୍ଷର ପ୍ରଥମ ବନ୍ୟାଜଳ ନିସ୍କାସନ
https://www.youtube.com/watch?v=wG5GQb1pXiA
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ - ହୀରାକୁଦ ଜଳଭଣ୍ଡାର ରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିସ୍କାସନ କରାଯାଇଛି । ଆଜି ଜଳଭଣ୍ଡାର ର ୭ ନମ୍ବର ସୁଇଚ ଗେଟ ଯୋଗେ ଦିନ ୧୧ ଟା ସମୟରେ ଜଳଭଣ୍ଡାର ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ…
ରଞ୍ଜନା ସୁରକ୍ଷା ମଞ୍ଚ ଓ ୟାରୀୟନ ଫାଉଣ୍ଡେସନ ରେଢ଼ାଖୋଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ
ରେଢାଖୋଲ : ରଞ୍ଜନା ସୁରକ୍ଷା ମଞ୍ଚ ଓ ୟାରୀୟନ ଫାଉଣ୍ଡେସନ ରେଢ଼ାଖୋଲ ର ମିଳିତ ଆନୁକୁଲ୍ୟରେ ରଞ୍ଜନା ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୫୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାମପୁର ରେଞ୍ଜର ମୈତ୍ରୀମୟୀ ବିଶ୍ଵାଳ ମୁଖ୍ୟ…
ନେହୁରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରନା ସଚେତନତା , ଚାରାରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକରେ କରୋନା ସଚେତନତା , ଚାରାରୋପଣ ସହ ରାସ୍ତାଘାଟ ସଫେଇ କାର୍ଯ୍ୟକ୍ରମ ଗୁଡିକ କରାଯାଇଥିଲା।
ନେହୁରୁ…
ଗଜପତି ଜିଲ୍ଲାରେ ୨ୟ ରାଷ୍ଟ୍ରୀୟ ଲୋକ-ଅଦାଲତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନୂତନ ଜିଲ୍ଲା କୋର୍ଟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଓ…
ମଦ ବିକ୍ରି ବନ୍ଦ ଦାବିକଲେ ମହିଳା
ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଚାର ମାଳ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଅବାଧରେ ମଦ ବିକ୍ରି ହେଉଥିବାନେଇ ଶନିବାର ଝାଙ୍କରପଡ଼ା, ନୂଆପଡ଼ା ଓ କ୍ଷେତିନାଳୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଥାନାରେ ଅଭିଯୋଗ କରିଛନ୍ତି। ଗାଁ ମାନଙ୍କରେ ଅବାଧରେ ଦେଶୀ ଓ ବିଦେଶୀ…