ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ଚଢ଼ାଉ କରି ବିପୁଳ ପରିମାଣ ର କଫ ସିରଫ ଓ ନିଶା ଟ୍ୟାବଲେଟ ଜବତ କରିଛନ୍ତି।ଏକ ଟିମ ଗଠନ କରି ଏହି ଚଢ଼ାଉ କରିଥିଲେ।ଚଢ଼ଉ ସମୟ ରେ ୫୦ ବୋତଲ କଫ ସିରଫ, ୨୦ ଲିଟର ମିଶ୍ରିତ କଫ ସିରଫ,୬ ଷ୍ଟ୍ରିପ ନିଶା ଟ୍ୟାବଲେଟ ଓ କିଛି ପରିମାଣ ର ପ୍ଲାଷ୍ଟିକ ଗ୍ଲାସ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ କୁମିର ଗ୍ରାମର ଟିକେଶ ରଞ୍ଜନ ମିର୍ଦ୍ଧା(୨୬)ପି-ଶଶିକୁମାର ମିର୍ଦ୍ଧା କେସ ନଂ-୧୪୪/୨୧ ,ଦଫା-୨୭୪/୨୭୫ ରେ କୋର୍ଟ ଚାଲାଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
୧୫୩ ଜଣ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ : ପ୍ରଥମ-ଅଶ୍ବିନୀ କୁମାର ପଣ୍ଡା, ୯୧ ରେ ବୁଗୁଡାର ଉମାକାନ୍ତ
Next Post