ରାୟଗଡ ଜିଲ୍ଳାରେ ୨,୪୯,୪୫୧ଜଣଙ୍କ ହୋଇଛି ଟୀକାକରଣ 

ରାୟଗଡ/ସରୋଜ କୁମାର ସାହୁ : -ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ହେଲେ ଟୀକାକରଣ ହିଁ ଏକମାତ୍ର ଅମୋଘ ଅସ୍ତ୍ର । ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାୟଗଡ ଜିଲ୍ଳାରେ ଚଳିତ ମାସ ୮ତାରିଖ ସୁଦ୍ଧା ସମୁଦାୟ ୨ଲକ୍ଷ ୪୯ହଜାର ୪୫ଜଣଙ୍କୁ ଟୀକାକରଣ…

ବେଆଇନ ଲଟେରୀ ଟିକଟ ବିକ୍ରିରେ ସମ୍ପୃକ୍ତ ୪ ଅଭିଯୁକ୍ତ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରେ  ବେଆଇନ ଭାବେ ବିଭିନ୍ନ ରାଜ୍ୟରେ ହେଉଥିବା ଲଟେରୀର ଟିକଟ ବିକ୍ରିକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ସଚେତନ ହୋଇ ଉଠିଥିଲା । ଉକ୍ତ ବେଆଇନ ଲଟେରୀ ବ୍ୟବସାୟରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ଜାଲ ବିଛେଇ…

ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକ ଓ କନ୍ଧମାଳ ଗଣମାଧ୍ୟମ ସଙ୍ଘର ମିଳିତ ଆନୁକୂଲ୍ୟରେ ଵୃକ୍ଷ ରୋପଣ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବୃକ୍ଷ ହିଁ ଜୀବନ I ବୃକ୍ଷ ରୋପଣ କରି ଏହି ସଚେତନତାର ବାର୍ତ୍ତା ଦେଇଛନ୍ତି ଘୁ.ଉଦୟଗିରିର କାର୍ଯ୍ୟରତ ସାମ୍ବାଦିକ I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା କଳିଙ୍ଗ ମହାବିଦ୍ୟାଳୟ ସମେତ ବିଭିନ୍ନ ଅଞ୍ଚଳରେ ଆଜି…

ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର: ସାଂସଦ

 ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକରେ ଶୁକ୍ରବାର ବରଗଡ ଲୋକସଭା ସାଂସଦ ସୁରେଶ ପୁଜାରୀ ସ୍ଥାନିୟ ରାଜିବ ଭବନ ଠାରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ଉପସ୍ଥିତ ଅଧିକାରିଙ୍କୁ ସେ ଗୁଡିକ ର  ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲିଗ୍ରାମ ପଂଚାୟତରେ …

ଯୁବ ସମାଜ ସେବୀଙ୍କ ଉଦ୍ୟମରେ କଟକକୁ ସ୍ଥାନାନ୍ତରିତ ହେଲେ କର୍କଟ ରୋଗୀ

ପଦ୍ମପୁର (ଶାସକ ପ୍ରଶାସକ) : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁ ର ଜଣେ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥିଲେ |  ଉକ୍ତ ରୋଗୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରୁ ଡାକ୍ତର କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ…

ନୀରବତା ଭାଙ୍ଗି ମାଓବାଦୀ ସକ୍ରିୟ : ପୋଲିସ-ମାଓ ଗୁଳି ବିନିମୟ 

ବୌଦ୍ଧ: କିଛି ଦିନର ନିରବତା ପରେ ପୁଣି ମୁଣ୍ଡ ଟେକିଲେଣି ମାଓବାଦୀ |ସଂଘବଦ୍ଧ ହୋଇ ପୁଣି ସେମାନଙ୍କ ଗତିବିଧି ସକ୍ରିୟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଆଣି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ଦୁଇ ଯବାନ ଆହତ ହୋଇଥିବା ଜଣାପଡିଛି |   ବୌଦ୍ଧ ଓ…

ପେଟ୍ରୋଲ ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ ନଗର କଂଗ୍ରେସ ପକ୍ଷରୁ…

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )-କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅହେତୁକ ଦାର ବୃଦ୍ଧି ପ୍ରତ୍ୟାହାର ଦାବୀରେ ଆଜି ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ କଂଗ୍ରେସ କମିଟି ସଭାପତି ପତିତପାବନ ପ୍ରଧାନଙ୍କ…

ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ” ବୈଠକ ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ "ମୋ ସ୍କୁଲ ଅଭିଯାନ" ର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଛାତ୍ର ସଂସଦ ସଭାପତି ଶ୍ରୀଯୁକ୍ତ ରାଜେଶ୍ କୁମାର ପାଢ଼ୀ , ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୀବ ପାଢ଼ୀ, ବିଦ୍ୟାଳୟର (ଏସ ଏମ ଡି ସି)…

ବଲାଙ୍ଗିର ସାଂସଦ ଙ୍କ ଦ୍ୱାରା ଯାଦବ ଭବନଠାରେ ଭିତ୍ତିପ୍ରସ୍ଥର ସାପନ 

ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଯାଦବ ଭବନଠାରେ  ଲୋକସଭା ସଦସ୍ୟା ସଂଗୀତା କୁମାରୀ ସିଂହଦେଓଙ୍କ କର କମଲରେ ବଲାଙ୍ଗିର ଯାଦବ ଭବନର ପ୍ରଥମ ମହଲା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଯାଦବ ଭବନ ଅନେକ ସାମାଜିକ ଓ ଜନ ହିତକାରୀ କାର୍ଯ୍ୟପାଇଁ ରିହାତି ମୂଲ୍ୟରେ…

ଭଦ୍ରକ ଧୁସୁରି ଅଞ୍ଚଳରେ ଚୋରା କୋଇଲା ଚାଲାଣ ମାମଲା ; କୋଇଲା ମାଫିଆ ସମେତ ୩ ଗିରଫ  

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) ; ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତ ରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ…