Sign in
Sign in
Recover your password.
A password will be e-mailed to you.
ଏସକଫ ଜବତ,୧ ଗିରଫ
ପଦ୍ମପୁର (ଶାସକ ପ୍ରଶାସକ):ପଦ୍ମପୁର ଅଂଚଳରେ ନିଶା ବ୍ୟବସାୟକୁ ବନ୍ଦ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଚଢଉ ଜାରୀ ରହିଛି।କଚେରୀ ରାସ୍ତାରେ ଏସକଫ ସିରଫ ବିକ୍ରି ହେଉଥିବା ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲଂକ ନିର୍ଦ୍ଦେଶ କ୍ରମେ ପୁଲିସ ଟିମ ପହଂଚି…
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବରପୁତ୍ରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ।
ପଦ୍ମପୁର(ଶାସକପ୍ରଶାସକ)- ବରପୁତ୍ର ମାନେ ଆମ ସମାଜ ର ସମ୍ପତ୍ତି ଅଟନ୍ତି।ସେ ମାନଙ୍କର ଦର୍ଶନ ହିଁ ସମାଜ କୁ ସତପଥ ରେ ଚାଲିବା ପାଇଁ ପ୍ରେରଣା ଯୋଗାଇ ଦେଇଥାଏ। ଏହି ଉକ୍ତି ର ସତ୍ୟତା ପ୍ରତିପାଦନ କରିବା ପାଇଁ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ତଥା ବର୍ତମାନ ବରଗଡ ର ବରିଷ୍ଠ ଗୋଷ୍ଠୀ ଶିକ୍ଷା…
ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ
ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ…
ସାସ୍ୱତଙ୍କ ଦିଆସିଲିର ତାଳଧ୍ଵଜ
ପୁରୀ/ଅନିମେଷ ପଟ୍ଟନାୟକ : ଦିଆସିଲିର କୁନି ତାଳଧ୍ଵଜ । ସେଥିରେ ବିରାଜମାନ ବଡ ଠାକୁର । ଏହି ତାଳଧ୍ଵଜରେ ଲାଗିଛି ୧୦୨୨୦ଟି ଦିଆସିଲି କାଠି । ୩୨ ଇଞ୍ଚ ଲମ୍ବା ୧୪ ଇଞ୍ଚ ଚଉଡା ଏହି କୁନି ତାଳଧ୍ଵଜକୁ ତିଆରି କରିଛନ୍ତି ପୁରୀର ଶାଶ୍ୱତ ରଞ୍ଜନ ସାହୁ । ଏହି କଳାକୃତିକୁ କରିବାକୁ ସାସ୍ୱତଙ୍କୁ…
ବିଜେପି-ବିଜେପି ହାତାହାତି : ପଦାରେ ପଡିଲା ବିଜେପିର ଫାଟ
https://www.youtube.com/watch?v=Zto-PU0nlHE
ବଲାଙ୍ଗୀର (ନିରୋଜ ମିଶ୍ର): ବିଜେପି ଦଳର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ ନେଇ ଚର୍ଚ୍ଚା । ତେବେ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଯୋଗସୂତ୍ରରେ ଚାଲିଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ।
ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ); କେନ୍ଦ୍ର ସରକାରଙ୍କ ଲଗାତାର ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଏବେ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ପେଟ୍ରୋଲ ଓ ଡିଜେଲ ଦର ୧୦୦ ପାର ହୋଇ ଯାଇଥିବାବେଳେ ଖାଇବା ତେଲ ଦର ବୃଦ୍ଧି ସାଙ୍ଗକୁ ଦୈନିକ ରନ୍ଧନ ଗ୍ୟାସର ମୂଲ୍ୟ ମଧ୍ୟ ବୃଦ୍ଧି ପାଇ…
ଦେବଦାସୀ ପରଶମଣିଙ୍କ ପରଲୋକ
ପୁରୀ: ମହାପ୍ରଭୁଙ୍କ ଦେବଦାସୀ ପରଶମଣି ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶୁକ୍ରବାର ରାତିରେ ଶୋଇଥିବା ଅବସ୍ଥାରେ ପ୍ରାଣବାୟୁ ଉଡିଯାଇଥିବା ଜଣାପଡିଛି । ଅନେକ ଦିନ ହେଲା ସେ ମହାପ୍ରଭୁଙ୍କ ସେବା କରୁ ନଥିଲେ । ହେଲେ ମାଜଣା ମଣ୍ଡପରେ ବସି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ…
କୋଭିଡ ନିୟମ ପାଳନ କରି ରାୟଗଡରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକଅଦାଲତ
ଜିଲ୍ଲାରେ ୬୬ଟି ମାମଲା ଫୋଇସଲା କରି ଟ ୬୯,୬୮,୮୮୫/- ଙ୍କl ଜରିମାନା ଆଦାୟ କରାଯାଇଛି
ରାୟଗଡରୁ ସରୋଜ କୁମାର ସାହୁ : ଆଜି କୋଭିଡ ନିୟମକୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ରାୟଗଡ ତତ୍ୱାବଧାନରେ ରାୟଗଡ ସିଭିଲ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l…
ମିଳୁନି ଭତ୍ତା କି ଇନ୍ଦିରା ଆବାସ : କେମିତି ବଂଚିବେ ଆଦିବାସୀ ମହିଳା କଇଳାସ !!!
ନୂଆଗାଁ/ସୁବ୍ରତ ପରିଡ଼ା : ରାଜ୍ୟସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ଲୋକମାନେ ଭତ୍ତା ଓ ଇନ୍ଦିରା ଆବାସ…
କିଛିଦିନର ନୀରବତା ପରେ ମୁଣ୍ଡ ଟେକୁଛନ୍ତି ମାଓବାଦୀ : କନ୍ଧମାଳରେ ଗୁଳି ବିନିମୟ
ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ : ୨ କମାଣ୍ଡୋ ଆହତ
କନ୍ଧମାଳ/ ବୌଦ୍ଧ (ଶାସକ ପ୍ରଶାସକ) : କନ୍ଧମାଳ ଜିଲ୍ଲା ଗୋଛପଡ଼ା ଥାନା ଅଂଚଳରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ସ୍ୱତବ ଅଭିଯାନ ଚାଲିଥିଲା । ଏହି ଅପରେସନ୍ ଚାଲିଥିବାବେଳେ ଆଜି ସକାଳୁ…