Sign in
Sign in
Recover your password.
A password will be e-mailed to you.
ସେପ୍ଟେମ୍ବର ୧୨ରେ ନିଟ୍(ୟୁଜି) ପରୀକ୍ଷା – ଧର୍ମେନ୍ଦ୍ର ପ୍ରଧାନ
ପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା
ଆସନ୍ତାକାଲି ଅପରାହ୍ଣ ୫ଟାରୁ ଏନଟିଏ ୱେବସାଇଟରେ ଆବେଦନ
ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି
ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ମଧ୍ୟ ବୃଦ୍ଧି…
ଦାସିଆ ଅଜାଙ୍କ ୧୧୪ ତମ ଜୟନ୍ତୀ ପାଳିତ
ନୂଆଗାଁ (ସୁବ୍ରତ ପରିଡ଼ା): ଓଡ଼ିଶା ପାଠାଗାର ,ସଂଗ୍ରହାଳୟ ଆନ୍ଦୋଳନ ର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ ,ପ୍ରସିଦ୍ଧ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ ( ଦାସିଆ ଅଜାଙ୍କ) ୧୧୪ ତମ ଜୟନ୍ତୀ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି।ଦାସିଆ ଅଜାଙ୍କ ନାତି ଦୀପକ୍ ପଟ୍ଟନାୟକ ଙ୍କ…
ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ: ଦୁଇ ଗିରଫ
ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ ନୂଆଗାଁ ପୁଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ୨ ଜଣ ବାଇକ୍ ଆରୋହୀ କୁ ଅଟକାଇ ଜାଞ୍ଜ କରିବାରୁ ୧୦…
ଶୁଣିଲାନି ପ୍ରଶାସନ : ସାହାଯ୍ୟ ର ହାତ ବଢେଇଲେ ୟୁଥ ଫର ଆକ୍ସନ ଟିମ ।
ମାଲକାନଗିରି : ପିଡ଼ିଏସ ସାମଗ୍ରୀର ସୁଷମ ବଣ୍ଟନ ବ୍ୟବସ୍ଥା ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ । ସଦର ମହକୁମା ତଳସାହି ର ବାସିନ୍ଦା ଶ୍ରୀମତୀ ଜେମାମଣି ଚିକିଟି ବୟସ ପ୍ରାୟ ୭୦ପାଖାପାଖି ସ୍ୱାମୀଙ୍କ ବିୟୋଗ ପରେ ଏକାକୀ ରହୁଥିଲେ । କିନ୍ତୁ ବାର୍ଦ୍ଧକ୍ୟ ଯୋଗୁଁ…
100 ଲିଟର ଦେଶୀମଦ ଜବତ : ସ୍କୁଟି ସହ ଦୁଇ ଗିରଫ।
ଭଦ୍ରକ ବ୍ଲକ୍ ,(ସୀତାକାନ୍ତ ପାଢ଼ୀ ):ପ୍ରତେକ ଦିନକୁ ଦିନ ଚୋରାମଦ ବିକ୍ରି ହେବାର ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ 11 ଘଟିକା ସମୟରେ…
ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ରକ୍ତଦାନ ଭଳି ମହତ କାର୍ଯ୍ୟରେ ଯୁବସମାଜର ଭୂମିକା ପ୍ରଶଂସନୀୟ :- ମନ୍ତ୍ରୀ ସୁଶାନ୍ତ ସିଂ
ଉଲ୍ଲେଖନୀୟ ସମାଜସେବା ପାଇଁ ସାମ୍ମାନୀତ ହେଲେ ସାମାଜିକ କର୍ମୀ ଦୀପା ବାରିକ
ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିରିପାଲି ଠାରେ ଯୁବସ୍ୱେଚ୍ଛାସେବୀ ମିନିକେତନ ଭୋଇ ଙ୍କ…
କଂସାରିଗୁଡା ଠାରେ ହିଣ୍ଡାଲ କୋ କମ୍ପାନୀ ଦ୍ୱାରା ବିସ୍ଥାପିତଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ
କାଶୀପୁରରୁ ବୈକୁଣ୍ଠ ନାଥ ଦୁରିଆ: କାଶୀପୁର ବ୍ଲକର ପୋଡାପାଡି ପଞ୍ଚାୟତ ଅନ୍ତର୍ଗତ କଂସାରୀଗୁଡା ଗ୍ରାମ ଛକ ଠାରେ ଆଦିତ୍ୟ ବିର୍ଲ୍ଲା (ହିଣ୍ଡାଲ କୋ) ରିଫାଇନାରୀ କମ୍ପାନୀ ଦ୍ୱାରା ହୋଇଥିବା ବିସ୍ଥାପିତଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚଳିତ ମାସ ୧୭ ତାରିଖରେ…
ନୃସିଂହନାଥ ପୀଠରେ ପବିତ୍ର ରଥ ଯାତ୍ରା ଅବସରରେ କେବଳ ନୀତି ପାଳନ କରାଗଲା
ଖାଁ ଖାଁ ଲାଗୁଛି ପ୍ରସିଦ୍ଧ ଦଧିବାମନ ପୀଠ
ମନ୍ଦିର ବେଢା ବାହାରୁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଲେ ମନ୍ତ୍ରୀ ସୁଶାନ୍ତ
ବରଗଡ :- ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ…
ପାଲିଏଟିଭ୍ କେୟାର ସେଣ୍ଟର ଏବଂ କର୍କଟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ବାଗଚି-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ବାଗଚି-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |
ଏହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି "…
ରଥଯାତ୍ରାର ଉପଲକ୍ଷେ ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ତାଙ୍କ ବାର୍ତ୍ତାରେ କହିଛନ୍ତି " ପବିତ୍ର ରଥଯାତ୍ରାର ଶୁଭ ଅବସରରେ ମହାପ୍ରଭୁଙ୍କୁ ମୋର କୋଟି କୋଟି ପ୍ରଣାମ ଏବଂ…