ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜେଡ଼ି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ସାଢେ଼ ୪ କୋଟି ଓଡ଼ିଆଙ୍କ ସେବାରେ ହେବ ସମର୍ପିତ: ପ୍ରଣବ ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେଡି ରାଜ୍ୟ କାର୍ଯ୍ୟାଳୟ (ମୁଖ୍ୟାଳୟ) ରୂପରେଖ ବଦଳିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବ ଦଳର ନୂତନ ମୁଖ୍ୟାଳୟ । ପ୍ରସ୍ତାବିତ କୋଠା ୪ ମହଲା (ବେସ୍ମେଣ୍ଟ୍+ଗ୍ରାଉଣ୍ଡ୍ ଫ୍ଲୋର୍+ପ୍ରଥମ,…

ପଦ୍ମପୁର ଆଦର୍ଶ ଥାନା ପରିସରରେ ପୁଲିସ ଅତିଥି ଭବନ ଉଦଘାଟିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦପୁର ଆଦର୍ଶ ଥାନା ପରିସରରେ କେବଳ ପୁଲିସ ଅଧିକାରୀମାନଂକ ପାଇଁ ଉଦ୍ଦିଷ୍ଟ ପୁଲିସ ଅତିଥି ଭବନକୁ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ଉଦଘାଟନ କରିଛନ୍ତି ।ଉଦଘାଟନ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ ମିଶ୍ର,ଉପ ଖଣ୍ତ ପୁଲିସ ଅଧିକାରୀ…

ଜଣେ ମହିଳା ନିଖୋଜ ନେଇ ପଡିଆ ଥାନାରେ ଏତଲା ।

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ କତାଗୁଡା ଗ୍ରାମର ଜଣେ ମହିଳା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ମହିଳା ହେଉଛନ୍ତି ସ୍ଵପ୍ନା ବାୟା, ସେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତାଗୁଡା ଗ୍ରାମରେ ଆଶା କର୍ମୀ ଭାବେ କାର୍ଯ୍ୟରତ ଥିଲେ ।…

ଗୋପାଳକୃଷ୍ଣ ଥିଲେ ଓଡ଼ିଶାର ଶେଷ ଓ ଶ୍ରେଷ୍ଠ ବୈଷ୍ଣବ କବି , ଓଡ଼ିଆ କାବ୍ୟଯୁଗର ଅସ୍ତରାଗ ଓ ଆଧୁନିକତାର ଉଦୟରଶ୍ମି। 

ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଉତ୍ସବ ଭର୍ଚୁଆଲ୍ ମାଧ୍ୟମରେ ପାଳିତ   ଗୋପାଳକୃଷ୍ଣ  ପଦାବଳୀ ଓଡ଼ିଆ ସାରସ୍ୱତ ସାଗର ପାଇଁ ଏକ ଅନନ୍ୟ ଉପହାର  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ସର୍ବ ପୁରାତନ ଅନୁଷ୍ଠାନ ଗୋପାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ପାରଳାର…

ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ-୨୦୨୧ ଅବସରରେ ସ୍ଥିରତା ପକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ  ଜୁଲାଇ ୧୧ ତାରିଖ  ବିଶ୍ୱ ଜନସଂଖ୍ୟା ଦିବସ-୨୦୨୧ ପାଳନ  ଅବସରରେ ଜନସଂଖ୍ୟା…

କିନ୍ନରମାନଙ୍କ ସସମ୍ମାନେ ବଞ୍ଚିବାର ଅଧିକାର ଅଛି – ନରସିଂହ

ଜୁହାର ପରିବାର ପକ୍ଷରୁ କିନ୍ନରଙ୍କୁ ସାହାୟତା ଚାକିରିରୁ ବାହାର କରାଯାଇଥିବା ନେଇ ଅଭିଯୋଗ କଲେ କିନ୍ନର ବଲାଙ୍ଗିର/ ନିରୋଜ ମିଶ୍ର :- ସମ୍ବିଧାନ କିନ୍ନରମାନଙ୍କୁ ସସମ୍ମାନେ ବଞ୍ଚିବାର ଅଧିକାର ଦେଇଛି । ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ କିନ୍ନରମାନେ ତାଙ୍କ ଅଧିକାର ପାଇବାରୁ ବଞ୍ଚିତ…

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ମା ମଙ୍ଗଳା ମନ୍ଦିର ଉଦ୍ଘାଟିତ 

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କେଣା ଗ୍ରାମରେ ମା ମଙ୍ଗଳା ମନ୍ଦିର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ମଙ୍ଗଳା…

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ  ଦେବଦର୍ହା ଠାରେ ବୃକ୍ଷରୋପଣ 

ପଦ୍ମପୁର(ଶାସକପ୍ରଶାସକ) - ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପବିତ୍ର ସ୍ଥଳ ଦେବଦର୍ହା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜାବ ର ସଭାପତି ରବି ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବରେ…