Sign in
Sign in
Recover your password.
A password will be e-mailed to you.
ହିଙ୍ଗୁଳା ମନ୍ଦିରରେ ନିର୍ମିତ ହେବ ବିବିଧ ଉଦ୍ଦେଶ୍ୟ ସାଧନକାରୀ ସାଂସ୍କୃତିକ କଂପ୍ଲେକ୍ସ
ସୋହେଲା-ଭଟଲି ରାସ୍ତା ଭାୟା ସୁଲସୁଲିଆର ଉନ୍ନତିକରଣ ନିମନ୍ତେ ୩୯.୧୩ କୋଟି ଟଙ୍କା
ଭୁବନେଶ୍ୱର (ଶାସକ ପ୍ରଶାସକ) ତାଳଚେରରେ ମା ହିଙ୍ଗୁଳା ମନ୍ଦିରରେ ବିବିଧ ଉଦ୍ଦେଶ୍ୟ ସାଧନକାରୀ ସାଂସ୍କୃତିକ କଂପ୍ଲେକ୍ସ ନିର୍ମାଣ ପାଇଁ ୧୪.୧୭ କୋଟି ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ…
ମନ୍ତ୍ରୀଙ୍କର ଲୋକପ୍ରିୟତା ବିରୋଧୀଙ୍କୁ ଛାନିଆ କରୁଛି – ପ୍ରଦ୍ୟୁମ୍ନ ତ୍ରିପାଠୀ
କେବଳ ଭାଷଣବାଜିରେ ବିଶ୍ୱାସ କରୁଥିବା ବିରୋଧୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି :- ନୀଳ କୁମାରୀ ନାୟକ
ବରଗଡ :-ବିରୋଧୀ ଦଳ ଯେଉଁ ଅସ୍ତ୍ର ପ୍ରୟୋଗ କଲେ ବା ଯେତେ ବଦନାମ କରିବାକୁ ଉଦ୍ୟମ କଲେ ବି ପଶ୍ଚିମ ଓଡ଼ିଶାର ଟାଣୁଆ ଯୁବନେତା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାରେ…
ଅସରାଏ ବର୍ଷାରେ ପ୍ରସିଦ୍ଧ ବୌଦ୍ଧ ମନ୍ଦିର ସମ୍ମୁଖରେ ଜଳାଶୟର ଭ୍ରମ
ବରଗଡ଼ : ଘଣ୍ଟାଏ ବର୍ଷାରେ ଦିନ ଦିନ ଧରି ପାଣି ଘେର ରେ ରହୁଛି ବୌଦ୍ଧ ମନ୍ଦିର । ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଗନିଆଁପାଲି ସ୍ଥିତ ପ୍ରସିଦ୍ଧ ବୌଦ୍ଧ ମନ୍ଦିର କୁ ନେଇ ସମଗ୍ର ବରଗଡ଼ ଜିଲ୍ଲାବାସୀ ଗର୍ବ କରିଥାନ୍ତି । ହେଲେ ଜିଲ୍ଲାପ୍ରଶାସନ ର ଅବହେଲା ଯୋଗୁଁ ପ୍ରସିଦ୍ଧ ବୌଦ୍ଧ ମନ୍ଦିର…
ସିଙ୍ଗାରପଲ୍ଲୀ ଠାରୁ କାପ୍ତାପଲ୍ଲୀ ରାସ୍ତା ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ଅଧିନରେ ଥିବା ସେନ୍ତେରି ଗ୍ରାମରେ ସିଙ୍ଗାର ପଲ୍ଲୀ ଠାରୁ କାପ୍ତା ପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଙ୍ଗାର…
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ
ମୟୂରଭଞ୍ଜର ସୁଯୋଗ୍ୟ ସନ୍ତାନ ପ୍ରଫେସର ଅଜିତ କୁମାର ମହାନ୍ତି ଏବଂ ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ "ଭୂମିପୁତ୍ର" ସମ୍ମାନ
ବାରିପଦା,(ଦିଲ୍ଲୀପ ମହାନ୍ତି): ଭଞ୍ଜମାଟିର ଐତିହ୍ୟ ଓ ସଂସ୍କୃତିକୁ ବହନ କରି ବାରିପଦାରେ ପ୍ରତିଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୪ତମ…
ଛେଳି ଉଦ୍ଧାର କରିବାକୁ ଯାଇ ନିଜେ ଫସିଗଲେ
ବାରିପଦା(ଦିଲ୍ଲୀପ ମହାନ୍ତି) : କୂଅରେ ଗଲିପଡ଼ିଥିବା ଏକ ଛେଳିକୁ ଉଦ୍ଧାର କରିବାକୁ ଯାଇ ଫସିଲେ ଯୁବକ। ଗଭୀର କୂଅରୁ ବାହାରି ନପାରିବା ଫଳରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହେଲେ। ଏପରି ଘଟଣା ଘଟିଛି ବାରିପଦା ଟାଉନଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୧୮, ଯମୁନାଦେଇପୁର…
ବିପୁଲ ମାତ୍ରାରେ ଦେଶୀ ମଦ ସହିତ ପାଞ୍ଚ ଗିରଫ
ବରଗଡ :- କ୍ରମାଗତ ଭାବରେ ପଦ୍ମପୁର ଉପଖଣ୍ଡରେ ବଢ଼ିବାରେ ଲାଗିଛି ଦେଶୀ ମଦର ଚୋରା ବ୍ୟବସାୟ । ପ୍ରଶାସନ ର ସତ ଚେଷ୍ଠା ସତ୍ତ୍ୱେ ଚୋରା ବ୍ୟବସାୟୀ ମାନଙ୍କର ପ୍ରାଦୁର୍ଭାବ କମୁ ନାହିଁ । ଅବକାରୀ ବିଭାଗର ଅଧିକାରୀ ମାନେ କ୍ରମାଗତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ଚୋରା ବ୍ୟବସାୟୀ…
ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବନ ଜିବୀକା ଓ ଭିତ୍ତିଭୂମି ବିକାଶକୁ ସର୍ବଦା ପ୍ରାଥମିକତା ଦେଇଆସୁଛି ଜେକେ କାଗଜ କଳ
ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ରାୟଗଡ ସଦର ମହକୁମା ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଦଶ ଦଶନ୍ଧି ଧରି ଜେକେ କାଗଜ କଳ ସ୍ଥାପିତ ହୋଇ କାର୍ଯ୍ୟକରି ଆସୁଛି । ଏହି ଅଂଚଳର ଜନ ସାଧାରଣଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ,…
ରଥଯାତ୍ରା ସମୟରେ ସରକାରୀ ନିୟମ ସହ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବେଖାତିର କରାଯାଇଛି: ପୁରୀ ଜିଲ୍ଲା ଯୁବ…
ପୁରୀ/ଅନିମେଶ ପଟ୍ଟନାୟକ : ଅଣଓଡିଆ, ସଙ୍ଗିତକାର, ୟୁଟ୍ୟୁବର, ବଙ୍ଗାଳି ଆଦି ଅନେକ ଲୋକ ମହାପ୍ରଭୁଙ୍କ ଦର୍ଶନ କଲେ । ରଥ ଭିଡିଲେ, ଭିଡିଓ ସୁଟ କଲେ । ହେଲେ ପୁରୀବାସୀ ନିଜ ଆରାଧ୍ଯଙ୍କୁ କେବଳ ଟିଭିରେ ଦେଖି ଝୁରିଲେ । ପ୍ରଶାସନିକ ଅବହେଳାର ଯୋଗୁଁ ସମସ୍ତ ସରକାରୀ ନିୟମ ଓ ସର୍ବୋଚ୍ଚ…