Sign in
Sign in
Recover your password.
A password will be e-mailed to you.
ଦରଦାମ ବୄଦ୍ଧି ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ କଂଗ୍ରେସ ପକ୍ଷରୁ ବ୍ଳକ ଘେରାଉ ।
ପଦ୍ମପୁର(ଶାସକପ୍ରଶାସକ)- ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ପଦ୍ମପୁର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଚମ୍ପକେଶ୍ୱର ପୁରୋହିତ ତଥା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ ଙ୍କ ନେତୃତ୍ବରେ ହଜାର ସଂଖ୍ୟାରେ ଲୋକେ…
ପଞ୍ଚମ ଶ୍ରେଣୀ ଛାତ୍ର ସ୍ମୁତି ରଂଜନଙ୍କ ମୁହଁ ରେ ହସ ଫୁଟେଇବା ପାଇଁ ଏକ ଛୋଟ ପ୍ରୟାସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତାର ଆହ୍ବାନରେ ଅନୁପ୍ରାଣିତ ହୋଇ ପଞ୍ଚମ ଶ୍ରେଣୀ ଛାତ୍ର ଦିବ୍ୟାଙ୍ଗ ସ୍ମୁତି ରଞ୍ଜନ ଦାସଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି…
ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ
୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍ କରାଯିବ – ମୁଖ୍ୟମନ୍ତ୍ରୀ
ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବ
ଭୁବନେଶ୍ବର(ଶାସକ ପ୍ରଶାସକ) : ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ…
ଜୁଲାଇ ୧୯ରୁ କାର୍ଯ୍ୟକାରୀ ହେବ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ଟେଲିଗ୍ରାମ୍ ଚାନେଲ
କଟକ/ଭୁବନେଶ୍ୱର : ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ୍ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ ସହଜ ଓ ସୁବିଧାଜନକ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ତତକ୍ଷଣାତ ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ଅତିରିକ୍ତ…
ମାଲକାନଗିରି ଜିଲ୍ଲା ଗସ୍ତରେ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା
କ୍ରୀଡ଼ା ଓ ଆଇଟି ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା
ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନେଟ୍ ଏବଂ ମୋବାଇଲ୍ ନେଟ୍ଓ୍ୱାର୍କ ସହଜ ଉପଲବ୍ଧତା ଉପରେ ଦେଲେ ଗୁରୁତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଚାରି ଦିନିଆ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗସ୍ତରେ ଆସି…
ପବିତ୍ର ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ବୃକ୍ଷ ରୋପଣ
ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ମନଲୋଭା ପ୍ରାକୃତିକ ପରିବେଶ ରେ ରହିଛି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପିଠ । ଏହି ପୀଠରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ମାର୍ଜର କେଶରୀ ରୂପରେ ପୂଜା ପାଇଥାନ୍ତି…
ଜିଲ୍ଲାର ନୂତନ ଏସ ପି ଭାବରେ ଯୋଗଦେଲେ ରାହୁଲ ଜୈନ
ବରଗଡ :- ଆଜି ବରଗଡ଼ ଜିଲ୍ଲାର ନୂତନ ଏସ ପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ରାହୁଲ ଜୈନ । ଏହାପୂର୍ବରୁ ଶ୍ରୀ ଜୈନ ନୂଆପଡା ଏସପି ଭାବରେ କାର୍ଯ୍ୟ କରିଥିଲେ । ଆଜି ସେ ବିଦାୟୀ ଏସପି ଶ୍ରୀମତୀ ପଦ୍ମିନୀ ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।
ଅର୍ପିତା ବିଜେପି ଯୁବମୋର୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ନିଯୁକ୍ତ
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବମୋର୍ଚାର ଜାତୀୟ ପଦାଧିକାରୀ ନିଯୁକ୍ତ ହୋଇଛନ୍ତି | ଆଜି ଦଳ ପକ୍ଷରୁ ଜାରି ହୋଇଥିବା ସୂଚୀରେ ୭ ଉପାଧ୍ୟକ୍ଷ, ତିନି ମହାମନ୍ତ୍ରୀ , ୭ ରାଷ୍ଟ୍ରୀୟ ମନ୍ତ୍ରୀ, ଜଣେ ଲେଖାଏ କୋଷାଧ୍ୟକ୍ଷ, କାର୍ଯ୍ୟାଳୟ ପ୍ରଭାରୀ , ମିଡ଼ିଆ ପ୍ରଭାରୀ, ସୋସିଆଲ…
ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର
ବରଗଡ :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ରେ କରୋନା ସମୟରେ ରକ୍ତାଭାବକୁ ଦୁର କରିବା ପାଇଁ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ତତ୍ବାବଧାନ ରେ ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡ ଠାରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…
ଅଗ୍ନି ବିପନ୍ନ ପରିବାରକୁ ଦଶପଲ୍ଲା ବିଧାୟକଙ୍କ ସହାୟତା
ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ଅଧିନରେ ଥିବା କଣ୍ଟି ଆମ୍ବା ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଵିଚିକା ମଳିକ ଏବଂ ମୀନକେତନ ମଳିକ ଙ୍କ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଥିଲା।ଖବର ପାଇ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା…