ରଣପୁର ରେ ବିଜୁଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରଣପୁର (ପ୍ରସନ୍ନ ସାମନ୍ତରାୟ):ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳର ସଂଘଠନକୁ ବୃଦ୍ଧି କରିବା ସହ ସଂଘଠନକୁ ମଜବୁତ କରି ବହୁ ସଂଖ୍ୟାକ ଯୁବଛାତ୍ର ମାନଙ୍କୁ ଦଳରେ ସାମିଲ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ସହ ରୋଜଗାର କ୍ଷମ କରିବା ଏବଂ କୁଶଳୀ ଯୁବକ ମାନଙ୍କୁ…

ଗୋପାଲଜୀ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ସହରର ପୁରାତନ ମନ୍ଦିର  ଗୋପାଲଜୀ ମନ୍ଦିରରେ  ବିନା ଭକ୍ତମାନଙ୍କ ଉପସ୍ଥିତିରେ କୋଭିଡ କଟକଣା ମଧ୍ୟରେ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ସିଂହାସନରୁ ମହାପ୍ରଭୁ  ଓହ୍ଲାଇ  ମନ୍ଦିର  ସାମନା…

ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ପ୍ରଦାନ

ଭୁବନେଶ୍ୱର : ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତୁ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମ୍ବଲପୁର ଜିଲାର ହୀରାକୁଦ ଆଖପାଖ ଗ୍ରାମଗୁଡିକରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । କମ୍ପାନୀର ଭ୍ରାମ୍ୟମାଣ…

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିର ରଥଯାତ୍ରା କୋଭିଡ୍ କଟକଣାର ୧୪୪ ଧାରା ଜାରୀ ଯୋଗୁଁ ବିନା ଭକ୍ତରେ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ-ଓଡିଶା ତଥା ପଡୋଶୀ ଆନ୍ଧ୍ର ଅଞ୍ଚଳରେ ପ୍ରସିଦ୍ଧି ଅର୍ଜନ କରିଥିବା ପାରଳାଖେମୁଣ୍ଡିର "ଉପାନ୍ତ ଶ୍ରୀକ୍ଷେତ୍ରର ରଥଯାତ୍ରା ଆଜି କୋଭିଡ୍ କଟକଣା ଯୋଗୁଁ  ଜିଲ୍ଲା ପ୍ରଶାସନ ଓ  ପୋଲିସର ନିର୍ଦ୍ଦେଶ କ୍ରମେ ୧୪୪ ଜାରି ମଧ୍ୟରେ ବିନା ଶ୍ରଦ୍ଧାଳୁ…

ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଶାନ୍ତି ପୂର୍ଣ୍ଣଭାବେ କୋଭିଡ୍ କଟକଣା ମଧ୍ୟରେ  ରଥଯାତ୍ରା ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଶାନ୍ତି ପୂର୍ଣ୍ଣଭାବେ କୋଭିଡ୍ କଟକଣା ମଧ୍ୟରେ ଗୁଣ୍ଡିଚା ଯାତ୍ରା ସମାପନ ହୋଇଛି।  ମୋହନା ସ୍ଥିତ ଜଗନ୍ନାଥ ମନ୍ଦିର ସାହି ମଧ୍ୟରେ ରହିଥିବା ଜଗନ୍ନାଥ ମହାପ୍ରଭୂଙ୍କୁ ମଲମ ଲାଗି , ସକାଳଧୂପ ,…

କରୋନା କଟକଣା  ରଥଟଣା ଓ ଜଗନ୍ନାଥଙ୍କ ଦର୍ଶନରେ  ବାଧକ ସାଜିଲା : ଭକ୍ତ ନିରାଶ ।

ମାଲକାନଗିରି, : ଗତ ଦୁଇବର୍ଷ ଧରି କରୋନା ସଂକ୍ରମଣ ଯୋଗୁଁ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏଥିସହ ଲକଡାଉନ ଓ ସଟଡାଉନ ଲୋକଙ୍କ ପାଇଁ ଅଧିକ ବୋଝ ହୋଇପଡିଛି । ତେବେ ବର୍ତମାନ ରାଜ୍ୟର କିଛି ଜିଲ୍ଲାରେ କଟକଣାକୁ କୋହଳ କରାଯାଇଥିବା ବେଳେ ସଂକ୍ରମଣକୁ ଦୃ‌ଷ୍ଟିରେ ରଖି ରଥଯାତ୍ରା ଉପରେ କଟକଣା…

୫୦ ହଜାର ଟଙ୍କା ସହ ଗଞ୍ଜେଇ ଜବତ : ଦୁଇଜଣ ମହିଳାଙ୍କ ସମେତ ୩ ଗିରଫ

ରାୟଗଡ଼ା ଜିଲ୍ଲା:- ଗତ କାଲି ଟିକିରି ପୋଲିସ ପକ୍ଷରୁ ବଡଧରଣର ସଫଳତା। ରାଜ୍ୟ ବାହାରକୁ ଚାଲାଣ ହେଉଥିବା  ୩୯ କେଜିର ଗଞ୍ଜେଇ ଜବତ । ଏହି କାରବାରରେ ତିନିଜଣ କୁ ଗିରଫ କରାଯାଇଛି। ସେମାନେ  ହେଲେ ବିହାର ଅଞ୍ଚଳ ର ବୋଲି ପୋଲିସ ପକ୍ଷରୁ ଜାଣିବାକୁ ପାଇଛି। ଜବତ ଗଞ୍ଜେଇ ର ମୁଲ୍ୟ ଷାଠିଏ ହାଜର…

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ମାସିକ କବିତା ଆସର ଅନୁଷ୍ଠିତ

 ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଜୁଲାଇ ମାସ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇସାରିଛି।  ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସମ୍ୟକ ସୂଚନା ଦେଇ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ  ତଥା ବିଭାଗୀୟ…

କରୋନା କଟକଣା ମଧ୍ୟରେ ଶେଷ ହେଲା ରାୟଗଡର ରଥଯାତ୍ରା

ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତି ରାୟଗଡ/ସରୋଜ ସାହୁ: ଓଡିଆଙ୍କ ଆରଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ…

ସୁଭାଷିନୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ମନୋନୀତ 

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପାଇକମାଲ  ଗ୍ରାମର ବିଶିଷ୍ଟ ବିଜେପି ନେତ୍ରୀ ଶ୍ରମତୀ ସୁଭାଷିନୀ ପ୍ରାଧାନ  ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ପଦବୀ ପାଇଥିବାରୁ ନିଜେ…