Sign in
Sign in
Recover your password.
A password will be e-mailed to you.
ଦୀପାଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ହୁଇଲ ଚେୟାର
ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ନଥିପତ୍ର ସଂଗ୍ରହ
ପଦ୍ମପୁର : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଜଣେ ଦିବ୍ୟାଙ୍ଗ ଶିଶୁ "ହୁଇଲ ଚେୟାର" ପାଇଛନ୍ତି | ଏହାସହ ଆଶୀର୍ବାଦ ଯୋଜନାରେ ସାମିଲ ହୋଇ ଆର୍ଥିକ ସହାୟତା ସହିତ ଅନ୍ୟାନ୍ୟ…
ଅଶ୍ୱିନୀଙ୍କ ରାତିଅଧିଆ ସମୀକ୍ଷା : ଓଡିଶା ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ
ନୂଆଦିଲ୍ଲୀ : କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ୱ ନେବା ପରେ ଚର୍ଚ୍ଚାରେ ଥିବା ଓଡିଶାରୁ ନିର୍ବାଚିତ ଅଶ୍ୱିନୀ ବୈଷ୍ଣବ ଓଡିଶା ପ୍ରକଳ୍ପ ଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଶ୍ରୀ ବୈଷ୍ଣବ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଓଡ଼ିଶାରେ ଚାଲିଥିବା…
ଆମାଜନ ସ୍ପଟଲାଇଟ ନର୍ଥ ଇଷ୍ଟ ଷ୍ଟୋରଫ୍ରଣ୍ଟର ଶୁଭାରମ୍ଭ
ଷ୍ଟୋରଫ୍ରଣ୍ଟ ସ୍ଥାନୀୟ ସ୍ୱତନ୍ତ୍ର ଉତ୍ପାଦ ଏବଂ ଲୁକ୍କାୟିତ ପ୍ରତିଭାମାନଙ୍କର ଦୃଶ୍ୟମାନ ସ୍ଥିତିରେ ଉନ୍ନତି ଆଣିବ ସମଗ୍ର ଭାରତରେ କୋଟି କୋଟି ଆମାଜନ୍ ଗ୍ରାହକଙ୍କ ନିକଟରେ ତାହାକୁ ପ୍ରଦର୍ଶିତ କରିବ
ଗ୍ରାହକମାନେ ନାଗାଲାଣ୍ଡର ଚାକ୍ୟସେଶାଙ୍ଗ ଶଲ୍ ଆସାମର ମୁର୍ଗା ରେଶମ, ମଣିପୁରର…
ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା କମିଟିରେ ଲଷ୍ମୀକାନ୍ତ ଓ ମଣ୍ଟୁ
ପଦ୍ମପୁର : ବରଗଡ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ଜିଲ୍ଲା କମିଟି ଗଠନ ହୋଇ ଯାଇଛି | ଏହି କମିଟିରେ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ର ଯୁବନେତା ଲଷ୍ମୀକାନ୍ତ ବରିହା social organization co-ordinator ଓ ଯୁବ ନେତା ମଣ୍ଟୁ ପାଣ୍ଡେ ଙ୍କୁ information technology…
ନିଲାମ ହେଲା ବହୁଚର୍ଚ୍ଚିତ ଲଉଡିଦରହା ପଥର କ୍ୱାରି
ବରଗଡ :- ଗତ ଜାନୁଆରୀ ମାସ କୋଡିଏ ତାରିଖରେ ତତ୍କାଳୀନ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ତହସିଲଦାର ସୀମା ସବିତା କୁଲୁ ଓ ତତ୍କାଳୀନ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ବାର୍ଳା ଙ୍କର ଉପସ୍ଥିତ ରେ ଅତ୍ୟଧିକ ଖନନ କାରଣରୁ ଲଉଡିଦରହା ପଥର କ୍ୱାରିକୁ ବନ୍ଦ କରାଯାଇଥିଲା ।…
କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ସଂଗୃହିତ ହେଲା ୮୫ ୟୁନିଟ୍ ରକ୍ତ
କଟକ (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ମହାମାରୀ କରୋନ ସମୟରେ ରକ୍ତର ଅଭାବ କୁ ଦୂର କରିବା…
ଭୁବନେଶ୍ୱର ମଧ୍ୟମ ବିଧାୟକଙ୍କ ନେତୃତ୍ୱରେ “ଓଡ଼ିଶା ମୋ ପରିବାର” ଆନୁକୂଲ୍ୟରେ ଜୀବନ ବିନ୍ଦୁ…
୪ ଟି ମେଗା ରକ୍ତଦାନ ଶିବିରରୁ ରେକର୍ଡ ପରିମାଣର ୧୧୧୬ ୟୁନିଟ୍ ରକ୍ତ ସଂଗୃହିତ
ଭୁବନେଶ୍ୱର / ଶାସକ ପ୍ରଶାସକ : କୋଭିଡ ମହାମାରୀ ଯୋଗୁଁ ରାଜ୍ୟର ରକ୍ତ ଭଣ୍ଡାର ମାନଙ୍କରେ ହ୍ରାସ ପାଇଥିବା ରକ୍ତର ପରିମାଣକୁ ଭରଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ "ଓଡ଼ିଶା ମୋ ପରିବାର"…
ସିସିଇଏ ଏବଂ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
ସ୍ୱତନ୍ତ୍ର ପଶୁସମ୍ପଦ ପ୍ୟାକେଜ ଫଳରେ ଓଡିଶା ଲାଭବାନ ହେବ- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କମିଟି(ସିସିଇଏ)ରେ ପଶୁ ପାଳନ କ୍ଷେତ୍ର ସହ ଜଡ଼ିତ ଥିବା ଓଡିଶା ସମେତ ଦେଶର ୧୦ କୋଟି ଚାଷୀଙ୍କ…
ମାଲକାନଗିରି ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ମାଲକାନଗିରି,: ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ଓ ଜାତୀୟ ସମର ଶିକ୍ଷାର୍ଥି ବାହିନୀର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ.ରଞ୍ଜନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ…
୪ଦଫା ଦାବି ପୂରଣ କୁ ନେଇ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଧାରଣା ।
ମାଲକାନଗିରି : ସାରା ରାଜ୍ୟରେ ଫାର୍ମାସିଷ୍ଟ ସଂଘ ତରଫରୁ ବିଭିନ୍ନ ଦାବି ସରକାରଙ୍କୁ ଜଣାଇ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ୩୫ ଦିନ ଧରି କଳାବ୍ୟାଚ ପିନ୍ଧି ଫାର୍ମାସିଷ୍ଟ ମାନେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି ।…