ଝାରବନ୍ଧ ପୋଲିସ କୁ ବଡ଼ ଧରଣର ସଫଳତା 

ଉଦ୍ଧାର ହେଲେ ଅପହୃତ ସ୍ୱାମୀ ସ୍ତ୍ରୀ , ଛଅ ଅଭିଯୁକ୍ତ ଗିରଫ ବରଗଡ :- ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକ ଗତ କିଛିଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ରେ ରହି ଆସୁଛି । କେତେବେଳେ ତହସିଲଦାର ଙ୍କର ଲାଞ୍ଚ କାରବାର ତ କେତେବେଳେ ବ୍ଲକରେ ହେଉଥିବା ବିଭିନ୍ନ ଘଟଣା । ଆଜି କିନ୍ତୁ ଝାରବନ୍ଧ ପୋଲିସର…

ତୈଳ ଓ ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧିକୁ ବିରୋଧ 

ଆସନ୍ତା ୧୫ ତାରିଖ ଦିନ ପେଟ୍ରୋଲ ,ଡିଜେଲ ଏବଂ ରନ୍ଧନ ଗ୍ୟାସ ନ କିଣିବା ପାଇଁ  ରାଜ୍ୟବାସୀଙ୍କୁ ନିବେଦନ କଲେ ପିସିସି ସଭାପତି   ଭୁବନେଶ୍ୱର-କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ | ତା ସାଙ୍ଗକୁ  ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ…

ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ନିଜ ଦଳକୁ ଅଡୁଆରେ ପକାଇଦେଲେ ବିଜେପି ସଭାପତି: ବିଜେଡି

ଭୁବନେଶ୍ୱର, : ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଦୁର୍ଭାଗ୍ୟବଶତଃ ନିଜ ଦଳକୁ ଅଡୁଆରେ ପକାଇ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ବୃଦ୍ଧି ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ…

“କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର୍ସ”ରେ ଧର୍ମେନ୍ଦ୍ର 

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ଭାବରେ ଜଣାଶୁଣା “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର୍ସ”ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ମିଳିଛି।  ଏହି କମିଟି ଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି…

‘ସେବା କମ୍ ଟିକସ ଅଧିକା’ନୀତି ଆପଣାଇଛନ୍ତି ରାଜ୍ୟ ସରକାର:ସମୀର ମହାନ୍ତି

ବିଦ୍ୟୁତ ଶୁଳ୍କ ହ୍ରାସ ଏବଂ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବିରେ କାଲିଠୁ ୭ ଦିନବ୍ୟାପୀ ପ୍ରତିବାଦ ଭୁବନେଶ୍ୱର :କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ । ଓଇଆରସିର ବିଦ୍ୟୁତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏପ୍ରିଲ…

ଘରୋଇ ସ୍କୁଲ ଦ୍ଵାରା ବିଦ୍ୟାର୍ଥୀ ଓ ଅଭିଭାବକ ଶୋଷଣର ଶିକାର ; ସରକାର ସେମାନଙ୍କୁ ସୁଯୋଗ ଦେଉଛନ୍ତି । 

ଭଦ୍ରକ:  ରାଜ୍ୟରେ ଯେପରି ଛତୁ ଫୁଟିଲା ପରି ସ୍କୁଲ,କଲେଜ ଖୋଲୁଛି ଏହା ପଛରେ ସରକାରଙ୍କ ଲାଭଜନକ ଉଦ୍ଦେଶ୍ୟ  ଥିବାପରି ମନେ ହେଉଛି। ଯାହା ଦ୍ଵାରା ଏବେ ଶିକ୍ଷାର ବ୍ୟବସାୟୀକରଣ ହେବାଯୋଗୁଁ ପିଲା ମାନଙ୍କର ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି  କଲାଣି। ଏହାକୁ ନେଇ ଓଡ଼ିଶା ରାଜ୍ୟ ଅଭିଭାବକ ମହାସଂଘ…

ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତା;୧୬ରେ  ବ୍ଲକ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚାର  ଧାରଣା 

ପଦ୍ମପୁର: କେନ୍ଦ୍ର ଓ ରାଜ୍ୟ  ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ  ପାଇଁ ଝାରବନ୍ଧ ବ୍ଲକ କୁ ଆସୁଥିବା କୋଟି କୋଟି ଟଙ୍କା ବାଟ ମାରଣା ହେଉଥିବା ଓ ବିଧାୟକ,ବ୍ଲକ ଅଧ୍ୟକ୍ଷ ,ପିଡି,ଡିଆରଡିଏ,ବିଡିଓ,ଆସିଷ୍ଟାଣ୍ଟ  ଇଂଜିନିୟର,ଜୁନିୟର ଇଞ୍ଜିନିୟର ଆଦିଙ୍କ ନାମରେ ୨୪ %…

ଆମ୍ରି ହସ୍ପିଟାଲସରେ ବିରଳ ଅପରେସନ୍

୧୦ ବର୍ଷ ଧରି ଦୁର୍ବିସହ ଜୀବନ ବିତାଉଥିବା ୬୯ ବର୍ଷୀୟ ରୋଗୀଙ୍କୁ ମିଳିଲା ନୂଆ ଜୀବନ ଭୁବନେଶ୍ୱର (ଶାସକ ପ୍ରଶାସକ) : ଜୀବନ ଥିଲେ ରୋଗ ଥାଏ, କିନ୍ତୁ ଯେଉଁ ରୋଗ ପାଇଁ ଜୀବନ ଦୁର୍ବିସହ ହୋଇପଡେ ସେହି ରୋଗରୁ ମୁକ୍ତି ପାଇଁ ରୋଗୀଟିଏ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରେ|  ଏକ ୬୯…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ ହୋଇ ଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

ମାଲକାନଗିରି : ଗତକାଲି  ଏମ ଭି ୭୯ ଥାନା ଅନ୍ତର୍ଗତ ୩୨୬ ନମ୍ବର  ଜାତୀୟ ରାଜପଥ ଉପରେ  ଏମ ଭି ୭୨ ବିଏସ ଏଫ ବାଟାଲିୟନ  କ୍ଯାମ୍ପ ନିକଟରେ ଖରାପ ହୋଇ  ପଡି ରହିଥିବା ଗୋଟିଏ ଟ୍ରାକ୍ଟର ଡାଲାରେ  ଦୃତଗତି ରେ ନିଜର ମଟରସାଇକେଲ ସେହି ବାଟ ଦେଇ ଯାଉଥିବା ଏମ ଭି ୧୨୬ ଗ୍ରାମ ର ଜଣେ  ବ୍ୟକ୍ତି …

ଆଡପମଣ୍ଡପ ବିଜେର ସିଧା ପ୍ରସାରଣ ଦିନ ୪ଟା ରୁ

ପୁରୀ(ଶାସକ ପ୍ରଶାସକ) :  ସରଧାବାଲିରେ ଛିଡା ହୋଇଥିବା ତିନି ରଥରେ ବିଜେ ତିନିଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ଆହି ଅପରାହ୍ନରେ ଅନୁଷ୍ଠିତ ହେବ | ଦିନ ୪ ଟାରୁ ଏହାର ହେବ ସିଧା ପ୍ରସାରଣ | ଦିବ୍ୟ ଦର୍ଶନ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ | https://youtu.be/0tNAy0q8ewo