ଆବାସ କେଲେଙ୍କାରୀ ନେଇ ବିଜେପିର ଆରଡିସି ଅଫିସ ଘେରାଉ

https://www.youtube.com/watch?v=pEegjDVF1Ac ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ;  ବିଜେପି ଗର୍ଜିଲା ପଶ୍ଚିମ ଓଡିଶାରେ। ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ଅବହେଲା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ କରିଛନ୍ତି । ଏହାକୁ ନେଇ ସମ୍ବଲପୁର ଆରଡିସି ଅଫିସ ସମ୍ମୁଖରେ ବିଜେପି…

ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, ( ଗୌରବ ଦର୍ଜୀ): ଟିଟିଲାଗଡ଼ ବ୍ଲକ ଅଧିନସ୍ଥ କତରକେଲା ଗାଁ ରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସମଗ୍ର ଟିଟିଲାଗଡ଼ ବ୍ଲକ ରେ ଏକ ମାତ୍ର ଗାଁ ଭାବରେ କତରକେଲା ଗାଁ ରେ ଏହି ସୋଭାଗ୍ୟ ଆଜି ଦେଖିବାକୁ ମିଳିଛି।  ଗାଁ ରେ…

କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ: ଦୁଇ ବିଭାଗ ମଧ୍ୟରେ ଏକାଭିମୁଖିତା ଉପରେ ଗୁରୁତ୍ୱ 

 ନିୟମିତ ଭାବେ ପ୍ରତିମାସରେ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ସ୍ତରରେ ହେବ ମିଳିତ ବୈଠକ ଉପରେ ଗୁରୁତ୍ୱ  ତ୍ୱରିତ ସମାଧାନ ପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟମିତ ଯୁଗ୍ମ ବୈଠକ ନିଷ୍ପତ୍ତି   ଖରିଫ ଧାନ ସଂଗ୍ରହ ନମନ୍ତେ ନିର୍ଭୁଲ ନାମ ପଂଜୀକରଣ ଦିଗରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି ଓ…

ଅର୍ପିତା ଅପରାଜିତାଙ୍କୁୁ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ନିଯୁକ୍ତି ପାଇଁ କୃତଜ୍ଞତା

ଓଡିଶାର ଏକ ପ୍ରତିଭାବାନ ଯୁବ ନେତ୍ରୀଙ୍କୁ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଘୋଷଣା କରିବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ: ଇରାସିସ୍ ଆଚାର୍ଯ୍ୟ ଭୂବନେଶ୍ୱର,:ଭାରତୀୟ ଜନତା ପାର୍ଟୀ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ…

ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକ

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର / ଭୁବନେଶ୍ୱର,(ଶାସକ ପ୍ରଶାସକ ):ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଇ ଜିଲ୍ଲାର…

ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ସେବା ସାତ ସପନ

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳ ବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ସେବା ସାତ ସପନ ହୋଇ ଥିବା ଦେଖିବାକୁ ମିଳିଛି I ନିଜର ସ୍ୱପ୍ନ ଏବଂ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବା ପାଇଁ ଡି ଅଞ୍ଚଳର…

ଅକ୍ଷୟପାତ୍ର ଫାଉଣ୍ଡେସନ ଅଫିସ ସିଲ୍, ପ୍ରଥମ ଦଫାରେ ୧୦ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ପୁରୀ/ଅନିମେଶ ପଟ୍ଟନାୟକ: ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନର ପୁରୀ ଅଫିସ । ରଥଯାତ୍ରା ସମୟରେ କିଛି ଇସ୍କନ ଭକ୍ତଙ୍କୁ ଛାତ ଉପରେ ରଖି ରଥଯାତ୍ରା ଦର୍ଶନ କରାଇବା ଅଭିଯୋଗରେ ସିଲ୍ କରିଛି ପ୍ରଶାସନ। ଏଥିସହ ୧୦ ଜଣଙ୍କ ନାଁରେ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।…

ବାଧ୍ୟତାମୂଳକ ଶିକ୍ଷା ଅଧିକାର ଉପରେ ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣଙ୍କ ଆନୁକୂଲ୍ୟରେ ମୌଳିକ ଶିକ୍ଷାଗତ ଅଧିକାର ଓ juvenile justice act ଉପରେ ଏକ ଆଇନ ସଚେତନତା ଶିବିର ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ଶ୍ରୀ ବ୍ୟମୋକେଶ…

ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ ଥିବା ସମସ୍ୟା ତଥା ପ୍ରକଳ୍ପର ଅଗ୍ରଗତିକୁ  ଉପରେ ସମୀକ୍ଷା କଲେ ନରସିଂହ

ବଲାଙ୍ଗୀର/ ନିରୋଜ ମିଶ୍ର :  ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନଃର୍ବାସ, ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ ଙ୍କ ସହିତ ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ ଥିବା ସମସ୍ୟା ତଥା ପ୍ରକଳ୍ପର…

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା: ୨୬ ଲକ୍ଷ ଶ୍ରମିକଙ୍କୁ ୩୮୫ କୋଟି

ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା : ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଆପଣଙ୍କ ସହାୟତା ଆମକୁ ବଞ୍ଚିବାର ରାହା ଦେଇଛି – ନିର୍ମାଣ ଶ୍ରମିକ ଭୁବନେଶ୍ବର(ଶାସକ ପ୍ରଶାସକ ) :ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ।…