Sign in
Sign in
Recover your password.
A password will be e-mailed to you.
ରାୟଗଡ ଗାନ୍ଧୀନଗର ଶିକ୍ଷା କ୍ଲଷ୍ଟର ତରଫରୁ ବୁଦୁରାବାଲାସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ
ରାୟଗଡ(ସରୋଜ ସାହୁ) : ରାୟଗଡ ଗାନ୍ଧୀନଗର ଶିକ୍ଷା କ୍ଲଷ୍ଟର ତରଫରୁ ବୁଦୁରାବାଲାସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ରାୟଗଡ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ ମୁଖ୍ୟ ଅତିଥି…
ରାୟଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୯
ରାୟଗଡ(ସରୋଜ ସାହୁ) : ଗତ କାଲି ରାୟଗଡ ଜିଲ୍ଲାରେ କରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଜଣ ରହିଥିବା ବେଳେ ଆଜି ସେହି ସଂଖ୍ୟା ବଢି ୨୯ ଜଣରେ ପହଂଚିଛି । ଜିଲ୍ଲାରେ ବର୍ତମାନ ସରକାରୀ ଭାବେ ୧୯୪୫୮ ଜଣ କୋରନା ଭୂତାଣୁରେ ଆକ୍ରନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯୦୨୦ ଜଣ ରେଗୀ ସୁସ୍ଥ…
ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଳକ ସଭାପତି ବଢ଼ାଇଲେ ସହଯୋଗର ହାତ
ହ୍ବିଲ ଚେୟାର ପାଇଲେ ଦିବ୍ୟାଙ୍ଗ ବାଳକ ଉମେଶ
ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଛେତଗାଁ ପଞ୍ଚାୟତ ଛେତଗାଁ ଗ୍ରାମର ୧୩ ବର୍ଷୀୟ ଦିବ୍ୟାଙ୍ଗ ବାଳକ ଉମେଶ ପଟେଲ , ଜନ୍ମରୁ ଦିବ୍ୟାଙ୍ଗ । ସେ ଠିକ ଭାବରେ ଚଲାବୁଲା କରି ପାରନ୍ତି ନାହିଁ କିନ୍ତୁ ପାଠ ପଢିବା ପାଇଁ…
ରଣପୁରରେ ସି ପି ଆଇ(ଏମ )ଓଡିଶା ବନ୍ଦକୁ ବିପୁଳ ସମର୍ଥନ
ରଣପୁରରୁ ପ୍ରସନ୍ନ କୁମାର ସାମନ୍ତରାୟ : ଦେଶରେ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ,ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନୀତି ବିରୋଧରେ ସି ପି ଆଇ (ଏମ) ସମେତ ବାମପନ୍ଥୀ ଦଳମାନ ଙ୍କ ଆହ୍ବାନକ୍ରମେ ଯଥା କଂଗ୍ରେସ,ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ଏବଂ ବିଭିନ୍ନ ଗଣସଙ୍ଗଠନ ସମର୍ଥନ ରେ…
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ୨ଟି ସଚେତନତା ଅଭିଯାନ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଖରିଫ-୨୦୨୧ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ୨ଟି ସଚେତନତା ଅଭିଯାନ ରଥର କୃଷି ପତାକା ଦେଖାଇ…
ଆଂଶିକ ଲକଡାଉନ ଆଉ ଦୁଇ ସପ୍ତାହ ବଢ଼ିଲା
ଖୋଲିବ ସାଲୁନ, ବିୟୁଟି ପାର୍ଲର, ସ୍ପା
ରାଜ୍ୟ ସାରା ଚାଲିବ ବସ, ୨୫ ପର୍ଯ୍ୟନ୍ତ ପୁରୀକୁ ବସ ମନା
ଭୁବନେଶ୍ୱର : ଆଂଶିକ ଲକଡାଉନ ଆଉ ଦୁଇ ସପ୍ତାହ ବଢ଼ିଲା | ପୂର୍ବଭଳି ଦୁଇଟି କାଟାଗୋରିରେ ରହିବ ସବୁ ଜିଲ୍ଲା | କାଟାଗୋରି ଏ ରେ ୨୦ ଜିଲ୍ଲା ଓ କାଟାଗୋରି ବିରେ ୧୦ ଜିଲ୍ଲା |…
ସରକାରଙ୍କ ଦର ବୃଦ୍ଧି ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲାରେ ଅଧା ବନ୍ଦ
ବଲାଙ୍ଗୀର/ ନିରୋଜ ମିଶ୍ର: ବଲାଙ୍ଗିର ସରକାରଙ୍କ ଦରଦାମ ବୃଦ୍ଧି କୁ ନେଇ ୧୫ ଜୁଲାଇ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିଲା। ଫଲରେ ଆଜି ବଲାଙ୍ଗୀର ଜିଲ୍ଲା ର ସ୍ଥାନେ ସ୍ଥାନେ ଦୋକାନ ବଜାର ବନ୍ଦ ଥିବା ବେଳେ କେତେକ ସ୍ଥାନରେ ଖୋଲା ରହିଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ…
ଆଦିବାସୀ ମହିଳାଙ୍କୁ ମାଡମାରି ହାତ ଭାଙ୍ଗିବା ଘଟଣା : ଓଡିଶା ସରକାରଙ୍କୁ ଏନଏଚଆରସିର କାରଣଦର୍ଶାଅ ନୋଟିସ
ବାରିପଦା / ଦିଲ୍ଲୀପ ମହାନ୍ତି : ୨୦ ଫେବୃଆରୀ ୨୦୨୦ ରେ ମୟୁରଭଞ୍ଜ ଜିଲ୍ଲା ବର୍ହାପାନପୋଷୀ ଗ୍ରାମର ଆଦିବାସୀ ମହିଳା ସୁକମତି ଗୁରିଆଙ୍କୁ ଜଙ୍ଗଲ ବିଭାଗ କର୍ମଚାରୀମାନେ ମାଡ ମାରି ହାତ ଭାଙ୍ଗିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ | ଏହି ଘଟଣାରେ କମିଶନ…
ପାର୍ଲିଆମେଣ୍ଟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବୀରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଥିବା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଜପତି ଜିଲ୍ଲାଶାଖା ପକ୍ଷରୁ ଦେଶରେ ହୁହୁ ବଢି ଚାଲିଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ ରଖିବା ପାଇଁ ପାର୍ଲିଆମେଣ୍ଟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରାଯିବା ଦାବୀରେ ଏକ…
ପଦ୍ମପୁର ସହରର ମେଜେରକଟାକୁ ବେଆଇନଭାବେ କବଜା କରିଥିବା ନେଇ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରର ମଧ୍ୟରେ ରହିଥିବା ଜଳାଶୟ ମାନେ ଏବେ ଅସୁରକ୍ଷିତ ଭାବରେ ପଡି ରହିଛି । ଏହାର ପୁନରୁଦ୍ଧାର କରାଯାଉନାହିଁ | ଫଳରେ ଅଜଣା ଲୋକମାନେ କବଜା କରୁଥିବା ଅଭିଯୋଗ ସାମନାକୁ ଆସୁଛି । ପଦ୍ମପୁର ଏନଏସି ଏକ ନମ୍ବର ଓ୍ବାର୍ଡରେ ମେଜେରକଟା ଜଳାଶୟ ରହିଛି । ଏହା…