ନୂଆପଡ଼ା ରୁ ଯଶୋବନ୍ତ କୁମାର: ଲତାବାଞ୍ଜି ଜଙ୍ଗଲରେ ବଣୁଆ ହାତୀ ପଲ ଦେଖିବାକୁ ମିଳିଛି | ଏହି ହାତୀ ଦଳରେ ୧୬ ଜଣ ଛୋଟ ଏବଂ ବଡ଼ ହାତୀ ଥିବା ବେଳେ ୩୫୩ ନଂମ୍ବର ରାଜପଥ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା | ବର୍ତ୍ତମାନ ଝିଙ୍କରୀପାଳିରେ ହାତୀ ପଲ ରହିଥିବା ଅନୁମାନ କରାଯାଉଛି | ବନ ବିଭାଗ କର୍ମଚାରୀ ପହଂଚି ଗ୍ରାମବାସୀଙ୍କୁ ସଚେତନ କରାଇଛନ୍ତି । ବର୍ତ୍ତମାନ ଝିକିଡୁଙ୍ଗରି ଠାରେ ହାତୀ ପଲ ଥିବା ଜଣାପଡିଅଛି।
Sign in
Sign in
Recover your password.
A password will be e-mailed to you.