ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟରେ ତିନି ଛକ ଠାରେ ଏକ ନଳକୂପ ରହିଅଛି। ଦୀର୍ଘ ୧୦ ଦିନ ହେବ ନଳକୂପ ଅଚଳ ହେବା କାରଣ ରୁ ଗ୍ରାମବାସୀ ମାନେ ନାହଁ ନ ଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ନଳକୂପ ମରାମତି ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି। ତୁରନ୍ତ ନଳକୂପ ମରାମତି ପାଇଁ ପ୍ରଶାସନକୁ ଅନୁରୋଧ।
Sign in
Sign in
Recover your password.
A password will be e-mailed to you.