ମୋବାଇଲ ଟାୱାର ପାଇଁ ପାଣିମୁରା ପଞ୍ଚାୟତ ବାସୀଙ୍କ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ପାଣିମୁରା ପଞ୍ଚାୟତରେ ମୋବାଇଲ ଟାୱାର ପାଇଁ ଶୁକ୍ରବାର ପଞ୍ଚାୟତ ବାସୀ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ପଞ୍ଚାୟତଟି ରେଢ଼ାଖୋଲ ସଦର ମହକୁମା ଠାରୁ ମାତ୍ର ୨୫ କିମି ଦୁର…

୩୬ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହ ଗାଡ଼ି ଜବତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡ଼ବା ପୁଲିସ ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ଶୁକ୍ରବାର ଦିନ ସକାଳେ ଗୁଲୁବା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରାସ୍ତା କଡରେ ଏକ କାର ନଂ- ଡିଏଲ୫ସିଡି୫୭୩୭କୁ ଦେଖି ଅଟକିଥିଲେ। ଏହି ସମୟରେ ପୁଲିସକୁ ଦେଖି…

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟିଲା କାର , ୪ ଆହତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମାଣ୍ଡିମେରା ନିକଟରେ ଏକ ସ୍ୱିପଟ କାର କୋରାପୁଟ ଅଞ୍ଚଳରୁ ଭୁବନେଶ୍ବରକୁ ଶୁକ୍ରବାର ଭୋର ସମୟରେ ଯାଉଥିବା ବେଳେ ହଠାତ କୌଣସି କାରଣରୁ ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ  ଓଲଟି ପଡିଥିଲା। ଯାହା ଫଳରେ…

ବିବାହ ପ୍ରୋତ୍ସାହନ ରାଶି ଦେଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ ଅଟେ। ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନରୁ ଘରକୁ ଫେରି ଥିବା ୧୮ ବର୍ଷରୁ ଉର୍ଦ୍ଧ୍ବ ଝିଅ ମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ।…

ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ

ଜଗତସିଂହପୁରରେ ୨୧୫ କୋଟି ଟଙ୍କା ପ୍ରକଳ୍ପ :ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ ଜଗତସିଂହପୁର ଓଡିଶା ବିକାଶର ମୁଖ୍ୟଦ୍ୱାର – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) : ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର…

ଅତାବିରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କର୍ମୀ ସମାବେଶ

ବରଗଡ :- ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ନିଜର ନିଜର ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏହି କ୍ରମରେ ଆଜି ଅତାବିରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ସ୍ଥାନୟ ବିଧାୟିକା ତଥା ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆଙ୍କ…

ବିଶ୍ଵ ଅଙ୍ଗ ଦାନ ଦିବସ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରୁ ୩୭ୟୁନିଟ୍ ରକ୍ତ ସଂଗୃହୀତ

ଭଟଲି ଜୀବନବିନ୍ଦୁ କାର୍ଯକ୍ରମ ରୁ ୩୩ ୟୁନିଟ ରକ୍ତ ସଂଗ୍ରହ ବରଗଡ :-ବରଗଡ଼ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାର ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ର ଆଶା କିରଣ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

  ଅଚ୍ୟୁତ ସାମନ୍ତ ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ…

ବିଶ୍ଵ ଅଙ୍ଗ ଦାନ ଦିବସ ରେ ସ୍ବର୍ଗତ ଚମ୍ପାବତି ପ୍ରଧାନଙ୍କ ଅଙ୍ଗଦାନ

ବରଗଡ଼ :- ସ୍ବର୍ଗତ ଗଙ୍ଗାଧର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଘର ଟିହିଁକି ପାଲି, ଭେଡେନ,ବରଗଡ ଗତ ୩୦-୧୨-୨୦୧୮ ରେ ଇହ ଧାମ ତ୍ୟାଗ କରିଥିଲେ। ମୁତ୍ୟୁ ପୂର୍ବରୁ ନିଜର ଅଙ୍ଗଦାନ ପାଇଁ ସ୍ଵୀକୃତି ପତ୍ର ଦେଇଥିଲେ। ୮୩ବର୍ଷ ରେ ତାଙ୍କର ମୁତ୍ୟୁ ହୁଏ ତାଙ୍କ ପରିବାର ବର୍ଗ ଙ୍କ…

ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ…