ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ୫-ଖାରବେଳ ନଗର ଶାଖା ହରିପୁରରୋଡର କର୍ମକର୍ତ୍ତାଗଣ ନୂତନ ଯୋଗଦାନ କରିଥିବା ଜିଲ୍ଲାଶିକ୍ଷାଅଧିକାରୀ ମହୋଦୟାଙ୍କୁ ସ୍ବାଗତ ସମର୍ଦ୍ଧନା ଜଣାଇଥିଲେ ଓ ନୂଆପଡା ଜିଲ୍ଲାର ଶିକ୍ଷାର ବିକାଶ ଦିଗରେ ବିଶେଷ ଦ୍ରୁଷ୍ଟି ଦେବା ସାଙ୍ଗକୁ ଶିକ୍ଷକ ପଦୋନ୍ନତିକୁ ତ୍ବରାନ୍ବିତ କରିବା ଏବଂ ଶିକ୍ଷକ ବଦଳି ଉପରେ ଆଲୋଚନା କରିଥିଲେ ଉକ୍ତ ସମୟରେ ଜିଲ୍ଲା ସଭାପତି ଯଶୋବନ୍ତ ନାରାୟଣ ପଣ୍ଡା ଜିଲ୍ଲା ସାଧାରଣ ସମ୍ପାଦକ ଧନୁବାଗ, ଚନ୍ଦ୍ର କୈବର୍ତ୍ତ, ରୂପା ବାଗ ଦେବରାଜ ମହାନ୍ତି, ଚୁରନଲାଲ ସାହୁ ଓ ସନ୍ତୋଷ ସିଂ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post