Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ପରିଚାଳନା କମିଟି ପୂନର୍ଗଠିତ; ୧୦ ନାମକୁ ସରକାରଙ୍କ ମୋହର
ପୁରୀ(ଅନିମେଶ ପଟ୍ଟନାୟକ) : ପୁନର୍ଗଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ନୂଆ କମିଟି ପାଇଁ ସରକାର ୧୦ ଜଣଙ୍କ ନାଁକୁ ମୋହର ମାରିଛନ୍ତି ।ସୂଚନା ଅନୁଯାଇ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମୁକ୍ତିମଣ୍ଡପର ପ୍ରତିନିଧିତ୍ୱ କରିବେ। ମାଧବ ଚନ୍ଦ୍ର ପୂଜାପଣ୍ଡା…
ବରଗଡ଼ରେ ନିର୍ମାଣ ହେବ କ୍ୟାନ୍ସର କେୟାର ହସ୍ପିଟାଲ
ନିର୍ମାଣ ବାବଦକୁ ବ୍ୟୟ ହେବ ପ୍ରାୟ ନବେ କୋଟି ଟଙ୍କା
ବରଗଡ :- ବରଗଡ଼ ଜିଲ୍ଲା ବାସୀ ଙ୍କର ବରଗଡ଼ ଠାରେ ଏକ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ବହୁଦିନରୁ ଦାବି ରହି ଆସୁଥିଲା । କାରଣ ବରଗଡ଼ ଅଂଚଳରେ ରହିଛନ୍ତି ବହୁ କେଂସର ରୋଗୀ । ଯେଉଁମାନେ କି ଉପଯୁକ୍ତ ଚିକିତ୍ସା ପାଇଁ ସୁଦୂର…
ସଂରକ୍ଷଣ ସୀମା ୫୦%ରୁ ଉର୍ଦ୍ଧ୍ବ କରିବା ପାଇଁ ଚାପ ପକାଉ ବିଜେପି: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ): ବିଜେପି ମୁଖପାତ୍ର ସୋନାଲି ସାହୁ ବୋଧହୁଏ ଜାଣିନାହାନ୍ତି ଯେ ଗତକାଲି ବିଜେଡି ସାଂସଦମାନେ ଭାରତର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ଏକ କେନ୍ଦ୍ରୀୟ ଆଇନ୍ ଦାବି କରିଛନ୍ତି ଯେଉଁଥିରେ ସଂରକ୍ଷଣ ସୀମାକୁ ୫୦%ରୁ ଉର୍ଧ୍ଵ କରାଗଲେ ଓଡିଶା ସରକାର ଓବିସି…
ଓଡିଶା ବନ ଉନ୍ନୟନ ନିଗମ ରାଜ୍ୟ ସରକାରଙ୍କୁ ଦେଲା ୧.୫୮ କୋଟି ଟଙ୍କାର ଲାଭାଂଶ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ…
ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍ ଓ ବସ୍ ଟର୍ମିନାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଜିନିଙ୍ଗ ମିଲ୍ ଦ୍ବାରା କୃଷକମାନେ ଫସଲର ବିବିଧକରଣ ପାଇଁ ପ୍ରୋତ୍ସାହିତ ହେବେ
ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି – ମୁଖ୍ୟମନ୍ତ୍ରୀ
ଦିଗପହଣ୍ଡିରେ ହେବ ଇନ୍ଡୋର ଷ୍ଟାଡିଅମ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ…
ଜେନ ୨® ପ୍ରାଇମଲିଫ୍ଟ ପାଇଁ ଅନଲାଇନ ଅର୍ଡର-ବୁକିଙ୍ଗ ପ୍ରଦାନ କରିବ ଓଟିସ ଇଣ୍ଡିିଆ
- ସଂପୂର୍ଣ୍ଣ ଅଲାଇନରେ ଅର୍ଡର-ବୁକିଙ୍ଗ ସକ୍ଷମ କରିବାକୁ ଭୁଲମ୍ବ ପରିବହନ ଉଦ୍ୟୋଗରେ ପ୍ରଥମ ପ୍ରମୁଖମୂଳ ଯନ୍ତ୍ରପାତି ନିର୍ମାତା ହୋଇଛନ୍ତି
- ଗୋଟିଏଓଟିସ ଜେନ୨® ପ୍ରାଇମଲିଫ୍ଟ ଅନୁକୂଳିତ ଏବଂ ଅର୍ଡର କରିବାକୁ ଗ୍ରାହକମାନେ ପ୍ଲାଟଫର୍ମ ବ୍ୟବହାର କରିପାରିବେ ଏବଂ କମ୍ପାନୀର ଡିଜିଟଲ ପୋର୍ଟଲ…
ବିଜୁ ଜନତା ଦଳର ସଂକଳ୍ପ ସମାବେଶ
ବରଗଡ :- ଆଜି ବିଜେପୁର ବ୍ଲକ ଅନ୍ତର୍ଗତ ପଡ଼ା ପଞ୍ଚାୟତର ଖେଳ ପଡିଆ ଠାରେ , ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ସଂକଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବରଗଡ଼ ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ…
ତେଲିଆ ମୁଣ୍ଡରେ ତେଲ, ଏଠି ଗରିବଙ୍କ ମୁଣ୍ଡ ନୁଖୁରା
କନସିଂହା ପଂଚାୟତରେ ଆବାସ ଯୋଜନା ଦୁର୍ନିତିର ନଗ୍ନଚିତ୍ର
ଆବାସ ହାତେଇ ଥିଲାବାଲା ତିଆରି କରୁଛନ୍ତି କୋଠା, ଚିରା ପଲିଥିନ ତଲେ ଦିନ କାଟୁଛନ୍ତି ବାସହରା ।
ଗୋଟିଏ ପରିବାରର ତିନି ଜଣଙ୍କ ନାମରେ ତିନୋଟି ପ୍ରଧାନମନ୍ତ୍ରୀ ଆବାସ ହାତେଇ ଚାଲିଛି କୋଠା ଘର ତିଆରି…
ଇଣ୍ଟର ନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କାଉନସିଲ ସଙ୍ଗଠନର ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ
ଗଜପତି ଜିଲ୍ଲାରେ ଇଣ୍ଟର ନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କାଉନସିଲ ସଙ୍ଗଠନର ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଦେଓ ସାହି ଠାରେ ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ଜିଲ୍ଲା କାର୍ଯ୍ୟାଳୟ…
ବ୍ଲକ ସ୍ତରୀୟ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବରଗଡ଼(ଶାସକପ୍ରଶାସକ)-ବର୍ତ୍ତମାନ ର କରୋନା ମହାମାରୀ ପରିସ୍ଥିତି ରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ର ଉନ୍ନତି କଳ୍ପେ ଜିଲ୍ଲା ଶିକ୍ଷା ଅଧିକାରୀ ,ବରଗଡ଼ ଓ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ, ବରଗଡ଼ ର ମିଳିତ ଉଦ୍ୟମ କ୍ରମେ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀ…