ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ…

ନବୀନଙ୍କ ଐତିହାସିକ ନିଷ୍ପତ୍ତି: ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ୨୭% ଆସନ

 ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭% ପଛୁଆ ବର୍ଗ ପ୍ରାର୍ଥୀ ଦେବ ବିଜେଡି ସୂଚନା ଦେଲେ ଦଳର ଦୁଇ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ ସାହୁ ଅନ୍ୟ ଦଳଗୁଡିକ ମଧ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ କରିବାକୁ ଆହ୍ୱାନ ଭୁବନେଶ୍ୱର: ବିଜୁ ଜନତା ଦଳର…

ଗିରିପୂଜା କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମୀ ଗ୍ରାମର ଆରାଧ୍ୟ ଠାକୁରାଣୀ ମା ଡୁକୁ ଡୁଲୁ ଙ୍କ ପୀଠରେ ଗିରିପୂଜା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା…

ଅସହାୟ ଶ୍ରମିକଙ୍କ ଚିକିତ୍ସା ପାଇଁ ହାତ ବଢାଇଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ଦମାଦୁଆ ଗ୍ରାମର ସାଫିନି ମଳିକ  ନିଜ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ନିଜ ଗ୍ରାମରୁ ବାହାରି କେରଳ ଯାଉଥିଲେ । ହେଲେ ଦୁର୍ଭାଗ୍ୟର କଥା ସେ ଟ୍ରେନରୁ ତଳକୁ ଓହ୍ଲାଇବାବେଳେ…

ବିଜେପୁର ପୋଲିସର ସଫଳତା: ୯୦ କିଲୋଗ୍ରାମ ଗଂଜେଇ ଜବତ ସହ ବିଦେଶୀ ମଦ କାରଖାନା ଠାବ

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲା ବିଜେପୁର ପୋଲିସର ବଡ ସଫଳତା । ଆଜି ବିଜେପୁର ଥାନାଧିକାରୀ ସନୟ ନାୟକଙ୍କ ତତ୍ୱାବଧାନରେ ଚୋରା ଚାଲାଣ ହେଉଥିବା ୯୦ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି । ବିଜେପୁର ଥାନା ଅନ୍ତର୍ଗତ ମାନପୁର ନିକଟରେ ମହିନ୍ଦ୍ରା ମିନିଟ୍ରକ ଯାହାର ନଂ ସିଜି ୧୦ ଏଭି ୪୮୯୧ ରେ…

ଇନଡୋର ଷ୍ଟାଡିଅମ ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରସ୍ତାବିତ ଇନଡୋର ଷ୍ଟାଡିଅମ ନିର୍ମାଣ ନିମନ୍ତେ ଅନୁଦାନ ମଂଜୁର କରିଥିବାରୁ ନଗର ବିଜୁ ଜନତା ଦଳ ତରଫରୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି ଘୁ.ଉଦୟଗିରି ବାସୀ I ଯୁବବର୍ଗଙ୍କ ବ୍ୟକ୍ତିତ୍ୱର ବିକାଶ,…

ସମ୍ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର କର୍ଣ୍ଣ, ନାସା ଓ ଗଳା (ଇଏନ୍ଟି) ତଥା ମୁଣ୍ଡ ଓ ବେକ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ୨୦୨୧ ନିମନ୍ତେ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡ…

ଖପ୍ରାଖୋଲ ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ତହସିଲଦାର ପଦବୀ ଖାଲି ପଡିଥିବା ବେଳେ ଇତିମଧ୍ୟରେ ନୂତନ ତହସିଲଦାର ଶ୍ରୀ ଆଦିତ୍ୟ କୁମାର ମିଶ୍ର ଯୋଗ ଦେଇଛନ୍ତି | ତେବେ ନୂତନ ଭାବେ ଯୋଗ ଦେଇଥିବା ଆଦିତ୍ୟ କୁମାର ମିଶ୍ର…

ପଦ୍ମପୁର ଅଞ୍ଚଳରେ କୋରାନା କଟକଣା ଫୁ !

ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ପଦ୍ମପୁର ସହରରେ ମଧ୍ୟ ଦ୍ଵିତୀୟ ଲହରର ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ରାଜ୍ୟ ସରକାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆଜି ମଧ୍ୟ ଅନେକ ଗୁଡାଏ କଟକଣା ବଳବତ୍ତର ରଖିଛନ୍ତି । ରାତ୍ରି ୮ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ…

୪୧୦ ଲିଟର ଦେଶୀ ରନ୍ଧା ମଦ , ୨୨୫୦ କୋଚ ସହ ୧ ବାଇକ ଜବତ , ୭ ଆସାମୀ ଗିରଫ.

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ) : ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ସ୍ଵାତି ପଟ୍ଟନାୟକ, ଭଦ୍ରକ ଅବକାରୀ ନିରୀକ୍ଷକ କ୍ରିତିଶ ଦାସ ,ରେଞ୍ଜ (2) ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ…