ସୋଆ ମୁଖ୍ୟ ଲାଇବ୍ରେରିଆନ୍ ସମ୍ମାନିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମୁଖ୍ୟ ଲାଇବ୍ରେରିଆନ ଡ. ଡ଼ି.ବି.ରମେଶ ନିଜ କାର୍ଯ୍ୟକ୍ଷେତ୍ରରେ ଉକ୍ରର୍ଷତା ଓ ଦକ୍ଷତା ନିମନ୍ତେ ""ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧'' ନିମନ୍ତେ ମନୋନୀତ ହୋଇଛନ୍ତି ।ଚଳିତ ବର୍ଷ ନିମ୍ବସ ଅନଲାଇନ ପ୍ରାଇଭେଟ ଲିମିଟେଡ ଏବଂ…

‘ସୂନ୍ ସିଜିନ୍’ ଅଚେତ ଋତୁ ପୁସ୍ତକ ଉନ୍ମୋଚିତ

" ସବୁଜ ଗ୍ୟାସ ଉତ୍ସର୍ଜ୍ଜନ ନିୟନ୍ତ୍ରଣ କରିବାକୁ ସଚେତନତା ସୃଷ୍ଟି ନହେଲେ ମାନବ ଜାତି ପାଇଁ ଅଦ୍ଭୁତପୂର୍ବ ବିପଦ ମାଡି ଆସିବ " ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବିଭୂତି ପତିଙ୍କ ପୁସ୍ତକ ‘ସୂନ୍ ସିଜିନ୍’ ବା ଅଚେତ ଋତୁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ବିଶିଷ୍ଟ…

ବିଫଳ ରାୟଗଡା ଶ୍ରମ ବିଭାଗ – ବିଜେପି

ରାୟଗଡା/ ସରୋଜ ସାହୁ) – ରାୟଗଡା ଜିଲ୍ଲାରୁ ପ୍ରତିଦିନ ଦାଦନ ଖଟିବା ପାଇଁ ଶ୍ରମିକ ମାନେ ବାହାର ରାଜ୍ୟକୁ ବିନା ପଂଜିକରଣ ରେ ଯାଉଛନ୍ତି । ଦାଲାଲ ମାନଙ୍କ ମାଧ୍ୟମରେ ଯାଉଥିଲେ ମଧ୍ୟ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ । ଶେଷରେ ଦାଦନ ହୋଇ ଯାଇ ଶବ ହୋଇ ଫେରୁଛନ୍ତି ଶ୍ରମିକ ମାନେ । ଗତ…

ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା – ୪ମୃତ ୨ ଗୁରୁତର

ରାୟଗଡା (ସରୋଜ ସାହୁ ) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବାଦଳା ନିକଟସ୍ଥ ମଂଜୁରକୁପା ଠାରେ ସଡକ ଦୁର୍ଘଟଣା ଘଟିିଛି । ଏକ ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ…

ରାଜ୍ୟ ସଂଗ୍ରହାଳୟ ଆୟୋଜନ କରିବ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଭ୍ରାମ୍ୟମାଣ ପ୍ରଦର୍ଶନୀ

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବ ଏହି ପ୍ରଦର୍ଶନୀ ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସ୍ୱାଧୀନତା ସଂଗ୍ରାମୀ ଓ ମୁକ୍ତି ଆନ୍ଦୋଳନରେ ବିଶେଷ ଘଟଣାଗୁଡ଼ିକୁ ନେଇ ବିଶେଷ ପ୍ରଦର୍ଶନୀ ଆୟୋଜନ ସହ ସମଗ୍ର ରାଜ୍ୟରେ…

ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ସୋନେପୁର ପ୍ରକାଶ ହାତୀ:  ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଶୁରକ୍ଷା ବିଭାଗ ଦ୍ୱରା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆବୋଲି ସୁନୀଲ ନରୱେଣେ ଯୋଗଦେଇ ଆଶୀର୍ବାଦ ଯୋଜନା ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଯେଉଁ ମାନେ ନିଜ ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ସେହିମାନଙ୍କୁ…

ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ କୃତଜ୍ଞତା

ବଲାଙ୍ଗୀର (ନିରୋଜ ମିଶ୍ର): ଓଡିଶାରେ କ୍ରୀଡାର ଭିତ୍ତିଭୂମି ଓ କ୍ରୀଡାବିତ୍‌ ମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇ ୬୯୩ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ଯାହା ବଲାଙ୍ଗିର ଜିଲ୍ଲାର କଂଟାବାଂଜି ଠାରେ ୬…

ଅନଲାଇନ ପାଠ: ପାହାଡ ଉପରେ କୁଡିଆ ବନାଇ ପଢୁଛନ୍ତି କୁନି ଛାତ୍ର ଶୁଭମ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ବୟସ। ପାଠ ପଢା ଲାଗି ପହାଡ ଉପରେ ନିଜ ବାପାଙ୍କ ସହାୟତାରେ କୁଡିଆ ବନାଇ ପାଠ ପଢୁଛନ୍ତି ଛାତ୍ର। କରୋନା କାଳରେ ସରକାର ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାପଢାକୁ ଗୁରୁତ୍ବର ଦେଇଛନ୍ତି।ଉପାନ୍ତ ଅଞ୍ଚଳ ରାୟଗଡା…

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟ ରେ ରାମମୂର୍ତ୍ତି ଦୋରା ଙ୍କ ସ୍ମୃତି ସଭା ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ବରଗଡ଼ ଅନୁକୂଲ୍ୟ ରେ ଶ୍ରୀ ରାମମୂର୍ତ୍ତି ଦୋରା ଙ୍କର ସ୍ମୃତି ରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଯୁକ୍ତ…

ଗାଇସିଲାଟ ବ୍ଲକ ସ୍ବାଧିନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ) ବରଗଡ ଜିଲ୍ଲା ଗାଇସିଲାଟ ରାଜିବ ଭ ବନ ଠାରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରିୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାରେ ଗାଇସିଲାଟ ବିଡିଓ ପ୍ରବିଣ କୁମାର ବଣୁଆଁ. ତହସିଲଦାର ସରିତା…