Sign in
Sign in
Recover your password.
A password will be e-mailed to you.
ଆମର ଇତିହାସକୁ ଅବଲୋକନ କରି ଆଗାମୀ ଦିନର ପଥ ପ୍ରସ୍ତୁତ କରିବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ
“ଦେଖୋ ଅପନା ଦେଶ୍” ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ/ଭୁବନେଶ୍ୱର- ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ସମୟରେ ଆମର ଇତିହାସ, ଆମର ଉପôତି ଏବଂ ପୂର୍ବପୁରୁଷଙ୍କ ବିଚାରଧାରାକୁ ଅବଲୋକନ କରି ଆଗାମୀ ୭୫ ବର୍ଷ ପର୍ଯ୍ୟନ୍ତ ପଥ ପ୍ରସ୍ତୁତ କରିବାକୁ ପଡିବ ବୋଲି…
ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ ତାଲିମ୍ ଶିବିର
ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସିମିଳି ସାହି କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ ତାଲିମ୍ ଶିବିର ଭର୍ଚୁଆଲ ମିଟିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…
ବଡ଼ବିଲରେ ହେବ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଚମ୍ପୁଆ ବିଧାୟିକା ଓ…
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ମ୍ୟୁନିସିପାଲିଟିରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏ ନେଇ ଆୟୋଜିତ ଏକ ଧନ୍ୟବାଦ ସଭା…
ଛାତ୍ରଛାତ୍ରୀମାନେ ଦୁର୍ବଳ ବର୍ଗ ପ୍ରତି ସକାରାତ୍ମକ ଭାବନା ରଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ
କିଟ୍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗୁଣାତ୍ମକ ଶିକ୍ଷା ଓ ଗବେଷଣାର ଧାରା ବଜାୟ ରଖି ଭାରତକୁ ବିଶ୍ୱସ୍ତରରେ ଜ୍ଞାନ ଅର୍ଥନୀତିରେ ଶୀର୍ଷ ପହଞ୍ଚାଇବା ଦିଗରେ କାର୍ଯ୍ୟ କରି ଆସିଥିବା କିଟ୍ ବିଶ୍ୱବିଦ୍ୟାଳୟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି…
ଆସନ୍ତା ୧୯ରୁ ଦେଶବ୍ୟାପୀ ‘ଜନ ଆଶୀର୍ବାଦ ଯାତ୍ରା’
ଆସନ୍ତା ୧୯ରେ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏବଂ ବୈଷ୍ଣବ
ଭୁବନେଶ୍ୱର: ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’କୁ ପାଥେୟ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । ବର୍ତମାନ କେନ୍ଦ୍ର…
ପ୍ରକାଶ ପାଇଲା ଯୁକ୍ତ-୨ କଳା ବିଭାଗର ପରୀକ୍ଷା ଫଳ
ଭୁବନେଶ୍ୱର :ଆଜି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ଯୁକ୍ତ -୨ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛିାବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତିା ସମଗ୍ର ରାଜ୍ୟରେ ୧୧୯୫ ମହାବିଦ୍ୟାଳୟର ୨ ଲକ୍ଷ ୨୦…
ଦେବେନ୍ଦ୍ର ମହାପାତ୍ରଙ୍କ ବିୟୋଗ ସମାଜ ପାଇଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି : ସମୀର ମହାନ୍ତି
ରାଜ୍ୟ ବିଜେପିର ପ୍ରଥମ ସାଧାରଣ ସଂପାଦକ (ସଂଗଠନ) ତଥା ଉତ୍କଳ ପ୍ରାନ୍ତର ପୂର୍ବତନ ସହ କାର୍ଯ୍ୟବାହ ଦେେବେନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର,:ରାଜ୍ୟ ବିଜେପିର ପ୍ରଥମ ସାଧାରଣ ସଂପାଦକ (ସଂଗଠନ) ତଥା ଉକ୍ରଳ ପ୍ରାନ୍ତର ପୂର୍ବତନ ସହ କାର୍ଯ୍ୟବାହ ଶ୍ରୀ…
ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ପ୍ରିତମ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ,…
ଦେଉଳଗାଁରେ ହସ୍ତତନ୍ତ ଦିବସ ପାଳିତ
ପାଟଣାଗଡ଼ (ଯତୀନ୍ଦ୍ର ନନ୍ଦ )- ନାବାର୍ଡ ବଲାଙ୍ଗୀର ତରଫରୁ ଦେଉଳଗାଁ ଠାରେ ଜାତୀୟ ହସ୍ତତନ୍ତ ଦିବସ ଏବଂ ପ୍ରଶିକ୍ଷଣ ଶିବିର ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି!ଦେବଦର୍ତ୍ତ କ୍ଳବର ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଓଡିଶା ହସ୍ତତନ୍ତ ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ, ମୁଖ୍ୟ ପରିଚାଳନା…
ନୂତନ ଉପଖଣ୍ଡସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଇଁ ବିଧାୟକଙ୍କ ଦ୍ୱାରା ଭୂମି ପୂଜନ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ନୂତନ ଉପଖଣ୍ଡ ସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଟଣାଗଡ଼ ସ୍ଥିତ ରାମପାଲି ଠାରେ ଯୁବ ବିଧାୟକ ଶ୍ରୀ ସରୋଜ ମେହେରଙ୍କର କରକମଳରେ ଭୂମି ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି |ଏହି ଅନୁଷ୍ଠିତ ଭୂମି…