Sign in
Sign in
Recover your password.
A password will be e-mailed to you.
ଅବିଚାରିତ ଶିଳ୍ପ ପ୍ରତିଷ୍ଠାର ସାଇଡ ଏଫେକ୍ଟ :ସମ୍ବଲପୁର ଜିଲ୍ଲାର ବିଭିନ୍ନରେ ବ୍ଳକ୍ ରେ ମରୁଡିର ପଦଧ୍ୱନି
ଶ୍ରାବଣ ମାସରେ ବର୍ଷା ନାହିଁ ଶୁଖିଲା ପଡିଛି ବିଲ ।
କେଭେ ହେବା ଆଉ ପାନୀର ବର୍ଷାସୁଖି ଗଲାନ ଖେତ ନଲିଆସବୁ ଆଡେ ହେଲା ପାନୀର ଅଭାବମୁଡେ ହାତ ଦେଇ ବସିଛେ ହଳିଆଖରା ଦେଖି ତାର ବଢୁଛେ ଚିନ୍ତାବର୍ଷା ହେବା ବଳି ଆଉ ନାଇଁନ ଆଶା*
ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ସମ୍ବଲପୁର ଜିଲ୍ଲାର ସମସ୍ତ…
ବିଜେପି ନେତ୍ରୀ ଇରାନୀ ରାୟଙ୍କର ଆରମ୍ଭ ହେଲା ପଂଚାୟତ ପରିକ୍ରମା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜେପି ନେତ୍ରୀ ଇରାନୀ ରାୟ ଆଜି ଓଡ଼ଗାଁ ବ୍ଲକର ଗୈାଡ଼ପୁଟ ଓ ରଙ୍ଗଣିପାଟଣା ପଂଚାୟତର ଜାମୁସାହି, ଗୋଡ଼ିପଲ୍ଲୀ ଓ ରଙ୍ଗଣୀପାଟଣା ଗାଁର ବିଭିନ୍ନ ଘରକୁ ଘର ବୁଲି ପରିବାର ସଦସ୍ୟ ମାନଙ୍କୁ ଭେଟିବା ସହିତ ସେମାନଙ୍କର ସମସ୍ୟା ସମ୍ପର୍କରେ…
‘‘ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାର ବ୍ୟବହାର ଏକ ଅଭିନବ ପଦକ୍ଷେପ’’: ଅରୁଣ
ସୁନ୍ଦରଗଡ଼ରେ ‘ସ୍ପିରୁଲିନାଯୁକ୍ତ ଚିକି’ ପ୍ରସ୍ତୁତି ୟୁନିଟକୁ ଉଦଘାଟନ କଲେ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି। ସଦର ବ୍ଲକ୍ ଅନ୍ତର୍ଗତ ରଙ୍ଗାଢ଼ିପାଠାରେ ଏଥିପାଇଁ ଏକ ଚିକି ପ୍ରସ୍ତୁତି ୟୁନିଟର ଶୁଭାରମ୍ଭ…
ଓଡ଼ଗାଁ ଏନଏସିରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡ଼ିୟମ : ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ବିଜେଡ଼ିର ଶୋଭାଯାତ୍ରା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଦ୍ୱାରା ୫ ଗୋଟି ଇଣ୍ଡୋର ଷ୍ଟାଡିୟମ ଯୋଗାଇ ଦିଆ ଯାଇଥିବା ବେଳେ ଓଡ଼ଗାଁ ବ୍ଳକରେ ଗୋଟିଏ ଇଣ୍ଡୋର ଷ୍ଟାଡ଼ିୟମ ନିର୍ମାଣ କରାଯିବ ବୋଲି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ ସାହୁ ସୂଚନା…
ପଂଚାୟତ ନିର୍ବାଚନରେ ବିଜେଡିର ୨୭% ପ୍ରାର୍ଥୀ ସଂରକ୍ଷଣକୁ ମିଛ କହିଲା ବିଜେପି
ଓଡିଶାବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରୁବିଜେଡି- ପିତାମ୍ବର ଆଚାର୍ଯ୍ୟ
ଭୁବନେଶ୍ୱର– ପୂର୍ବରୁ ରାଜ୍ୟରେ ପଂଚାୟତ ଏବଂ ପୌର ନିର୍ବାଚନରେ ଓବିସି ଏବଂ ଏସଇବିିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଥିଲା ବେଳେ ରାଜ୍ୟ ସରକାର ନିଜ ଅପାରଗତା କାରଣରୁଏହାକୁ ରକ୍ଷା କରିପାରିଲେ…
ରାଜ୍ୟ ସରକାରଙ୍କ ଦ୍ୱାରା ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣକୁ ସ୍ୱାଗତ
ନିର୍ଦ୍ଧାରିତ ସମୟ ସୀମା ଭିତରେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ
ବରଗଡ :-ବରଗଡ ଜିଲ୍ଲାବାସୀ ତଥା ସମଗ୍ର ପଶ୍ଚିମାଞ୍ଚଳର ଦୀର୍ଘଦିନର ଦାବୀକୁ ଗ୍ରହଣ କରି ବରଗଡରେ କ୍ୟାନ୍ସର ହସପିଟାଲ ସ୍ଥାପନା କରିବାକୁ ଓଡିଶା ସରକାର ନୀତିଗତ ନିଷ୍ପତ୍ତି ନେଇଥିବାରୁ ଜନସାଧାରଣ ଏହାକୁ…
ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ପ୍ରଦାନ ପାଇଁ ସମଲେଇ ପୀଠ ରୁ ଆରମ୍ଭ ହେବ ଦସ୍ତଖତ ଅଭିଯାନ
https://www.youtube.com/watch?v=qNnnMm6NzFg
ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଚିନ୍ତାଧାରା ଓ଼ ତତ୍ୱ ର ବାସ୍ତବ ରୂପ ଦେଶବାସୀ ତଥା ବିଶ୍ୱବାସୀ ଙ୍କ ମନ ଜିଣିବାରେ ସକ୍ଷମ ହୋଇଛି ଏବଂ ତାଙ୍କ ବ୍ୟକ୍ତିତ୍ୱ ର ମହନନୀୟତା, ଭିନ୍ନ ଦୃଷ୍ଟିଭଙ୍ଗୀ…
ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଜୟପୁର ଗ୍ରାମବାସୀ
ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଜୟପୁର ଗ୍ରାମବାସୀ ବିଦ୍ୟାଳୟ ବନ୍ଦ ନ ହେବାପାଇଁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ସୀମାନ୍ତ ରେ ଥିବା ହରିପୁର ପଞ୍ଚାୟତ ର ଜୟପୁର ଗ୍ରାମରେ ୨୦୧୨…
ଶ୍ରୀ ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ : ବିଜେଡି
ପଛୁଆ ବର୍ଗ ସ୍ଥାନ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ସୁଦୁ ଗପ
ଭୁବନେଶ୍ୱର: "ବିଜେପି ନେତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ ଏବଂ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ ।" ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦ୍ୱାରା ପଛୁଆ ବର୍ଗ ପାଇଁ ୨୭%…
ହଟିଲା ସ୍ଵର୍ଗଦ୍ଵାରରେ ଶବ ଦାହ କଟକଣା; ୧୬ରୁ ଜିଲ୍ଲା ବାହାର ଲୋକଙ୍କୁ ଅନୁମତି
ପୁରୀ/ଅନିମେଶ ପଟ୍ଟନାୟକ : ଚଳିତ ମାସ ୧୬ ତାରିଖ ପରଠୁ ସ୍ଵର୍ଗଦ୍ଵାରରେ ଜିଲ୍ଲା ବାହାର ଲୋକଙ୍କ ଶବ ସତ୍କାରକୁ ଅନୁମତି । ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରିଛି ଜିଲ୍ଲା ପ୍ରଶାସନ । ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣ…