ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ପରିସରରେ ସ୍ଵାଧୀନତା ଦିବସ ପାଳତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଣିପେଣ୍ଠ ସ୍ଥିତ "ନିୟତି" ପରିସରରେ ୭୫ତମ ସ୍ଵାଧୀନତା ଦିବସ ପାଳନ ହୋଇସାରିଛି ।ଏହି ଶୁଭ ଅବସରରେ ଗଜପତି ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ହରିମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପତାକା ଉତୋଳନ କରି ଭିନ୍ନକ୍ଷମ ପିଲାଙ୍କୁ ସମାଜର…

କାଲିଠୁ ଜଗା ଦର୍ଶନ କରିବେ ପୁରୀବାସୀ

ପୁରୀ/ଅନିମେଶ ପଟ୍ଟନାୟକ: କାଲିଠୁ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ ପୁରୀବାସୀ । ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତ୍ୟେକ ୱାର୍ଡରେ ଦିଆଯାଇଛି ଟୋକେନ । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଶେଷରେ ଖୋଲିବ ସାଆନ୍ତଙ୍କ ଦୁଆର । ଦର୍ଶନ ଦେବେ ସାଧାରଣ…

ପାରଳାଖେମୁଣ୍ଡି ଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୧ ପାଳିତ

https://www.youtube.com/watch?v=hazKjRRWbPY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ବିଭାଗ ଆନୁକୂଲ୍ୟରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ…

ପୁରୀ: ୭୫ ତମ ସ୍ବାଧୀନତା ଦିବସ ପାଳିତ

ପୁରୀ/ଅନିମେଶ ପଟ୍ଟନାୟକ : ଜିଲ୍ଲା ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ତାଳବଣିଆ ସ୍ଥିତ ଇନଡୋର ଷ୍ଟାଡିୟମ ପଡିଆ ପରିସରରେ ଅନୁଷ୍ଠିତ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ।…

ସ୍ବାଧୀନତା ଦିବସରେ ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୄକ୍ଷରୋପଣ

ପଦ୍ମପୁର(ଶାସକପ୍ରଶାସକ)- ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଏନଏସି ପୂର୍ବତନ ଅଧ୍ୟକ୍ଷ…

ଉତ୍ସର୍ଗୀକୃତ ସେବା ପାଇଁ ସ୍ୱାଧୀନତା ଦିବସରେ ସମ୍ମାନିତ ହେଲେ ତିନି କୋଭିଡ଼ ଯୋଦ୍ଧା ।

ପଦ୍ମପୁର(ଶାସକ ପ୍ରଶାସକ)- ୭୫ ତମ ସ୍ବାଧିନତା ଦିବସ ଅବସରରେ ଆଜି ବରଗଡ ଜଜ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ରାଜ୍ୟ ସରକାର ଙ୍କ ଅର୍ଥମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ଯୋଗଦାନ କରି ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ…

ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ୭୫ତମ ସ୍ଵାଧିନତା ଦିବସ କୋବିଡ଼ କଟକଣା ଭିତରେ ପାଳନ କରାଯାଇଛି । ପଦ୍ମପୁର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ସମାରୋହରେ ଉପଖଣ୍ଡ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର…

ଡି.ଏସ.ପି ପ୍ରଦୀପ ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର

ଝାରବନ୍ଧ-ମନୋହର ଦାଶ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପୂର୍ବତନ ଉପଖଣ୍ଡ ପୋଲିସ ଅଧିକାରୀ ତଥା ବର୍ତମାନ ର ସମ୍ବଲପୁର ଉପ ଆରକ୍ଷୀଅଧିକ୍ଷକ ପ୍ରଦୀପ କୁମାର ସାହୁ ଙ୍କୁ ଉଲ୍ଳେଖନିୟ ତଥା ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନ ଜନକ ପୋଲିସ ପଦକ ପ୍ରଦାନ କରାଯାଇଥିବାରୁ ଜିଲ୍ଲା ପୋଲିସ ବିଭାଗ ତରଫ…

ସାରା ଦେଶରେ ପ୍ରଥମ,ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ: ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୭୫ତମ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା। ପରିବାର ପାଇଁ ପ୍ରତି ବର୍ଷ ପାଞ୍ଚ ଲକ୍ଷ…

ରିକୋଭରି ନାଁରେ ଟ୍ରକକୁ ଅଟକ ରଖିବା ଅଭିଯୋଗରେ ୨ ଗିରଫ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ରାସ୍ତାରେ ଟ୍ରକକୁ ଅଟକାଇ ରିକୋଭରି ନାଁରେ ଟ୍ରକ ମାଲିକ ଙ୍କୁ ହଇରାଣ ଓ ଗାଲିଗୁଲଜ କରିବା ଅଭିଯୋଗ ରେ ୨ ଜଣ ଅପରାଧୀ କୁ ଗିରଫ କରିଛି ଜମନକିରା ପୋଲିସ । ଏହି ଅପରାଧୀ ମାନେ ବେଆଇନ ଭାବରେ ଟ୍ରକକୁ ଅଟକାଇ ଟ୍ରକ ମାଲିକ ଙ୍କୁ ରିକୋଭରି ନାଁରେ ଧମକ ଚମକ…