୩କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଚୋରାଚାଲାଣ ବେଲେ ଧରିଲା ଏସଟିଏଫ,ଜଣେ ଅଟକ ।

0

ପଦ୍ମପୁର :ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ । ପଦ୍ମପୁର ବନଖଣ୍ଡ ଗାଇସିଲାଟ କେନ୍ଦୁଭଟା ଛକ ନିକଟରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନୂ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ । ଉକ୍ତ ବ୍ୟକ୍ତି ଠାରୁ ଜବତ ହାତୀ ଦାନ୍ତର ଓଜନ ୩ କେଜି ୩୫୦ ଗ୍ରାମ ଓ ସେ ବଲାଙ୍ଗୀର ପଟରୁ ଚୋରା ଚାଲାଣ କରୁଥିବା ଜଣାପଡିଛି। ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.