Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ କୃଷି ଉଦ୍ୟୋଗ ନିମନ୍ତେ ବ୍ୟାପକ ସୁଯୋଗ ରହିଛି: ମନ୍ତ୍ରୀ ଡ. ସାହୁ
ଆପିକଲର ନୂଆ ୱେବସାଇଟ ଲୋକାର୍ପିତ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ସୁଯୋଗ ରହିଛିା ଏହା ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ସହିତ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ…
ରକ୍ଷକ ସାଜିଲା ଭକ୍ଷକ: ଜଙ୍ଗଲ ବିଭାଗ କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ରେଙ୍ଗାଲି ବନବିଭାଗ କର୍ମଚାରୀଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଙ୍ଗଲ ଓ ପଶୁପକ୍ଷୀ ରକ୍ଷା କରିବା ପାଇଁ ନିୟୋଜିତ କର୍ମଚାରୀ ଏବେ ଜଙ୍ଗଲ ଧ୍ୱଂସ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଏଭଳି ଅଭିଯୋଗ ଆସିଛି ରେଙ୍ଗାଲି ବନବିଭାଗ ରେ…
ଶିଶୁ ଯୌନ ଉତ୍ପୀଡ଼ନ ମାମଲା ରୋକିବା ପାଇଁ ତାଲିମ ଶିବିର
ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ସମ୍ବଲପୁର ଠାରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ରୋକିବା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ନେଇ ବିଶେଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜେଜେବି ସଭ୍ୟ ମାନଙ୍କୁ କିଭଳି…
ପଦ୍ମପୁରକୁ ମରୁଡି ଅଂଚଳ ଘୋଷଣା ଦାବି
ଝାରବନ୍ଧ-ମନୋହର ଦାଶ-ଶ୍ରାବଣ ସରିବାକୁ ବସିଲାଣି କିନ୍ତୁ ବର୍ଷା ର ଦେଖା ନାହିଁ।କେତେକ ସ୍ଥାନରେ ଅଳ୍ପ ପରିମାଣ ର ବର୍ଷା ହୋଇଥିବା ବେଳେ ପଦ୍ମପୁର,ଝାରବନ୍ଧ,ପାଇକମାଲ,ବିଜେପୁର,ସୋହେଲା,ଗାଇସିଲେଟ ପ୍ରଭୁତି ବ୍ଲକ ର ଗ୍ରାମ ମାନଙ୍କରେ ଆଦୌ ବର୍ଷା ହୋଇ ନାହିଁ।ଘନ ଘନ ବିଦ୍ୟୁତ କାଟ ଓ ଲୋ…
ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା
୫ଜଣ ଉପସଭାପତି, ୨ ଜଣ ସାଧାରଣ ସଂପାଦକ, ୫ ଜଣ ସଂପାଦକ, ୧ କୋଷାଧ୍ୟକ୍ଷ, ୧ କାର୍ଯ୍ୟାଳୟ ସଂପାଦକପଦାଧିକାରୀ ନାମ ତାଲିକା ଘୋଷଣା
୪ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୧୭ ଜଣ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ
ସଂଖ୍ୟାଲଘୁ ସଂପ୍ରଦାୟର ସାମୁହିକ ବିକାଶ ପାଇଁ ମୋଦି…
ସୋଆ ବୈଜ୍ଞାନିକଙ୍କୁ ଜାତୀୟ ପୁରସ୍କାର
ଭୁବନେଶ୍ୱର, (ଶାସକ ପ୍ରଶାସକ): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ୨୦୧୯ ମସିହା ପାଇଁ ଡକ୍ଟର ଜେ.ଭେଙ୍କଟେଶ୍ୱରଲୁ ପୁରସ୍କାର ପ୍ରଦାନ କରାଯାଇଛି । ଶୁଷ୍କାଂଚଳ କୃଷି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର…
ରାୟଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଚଳିତ ବର୍ଷର ବାର୍ଷିକ…
ରାବଗୁଡ଼ା ଗାଁକୁ ସଂଯୋଗ ହୋଇପାରୁନାହିଁ ସଡ଼କ, ଘଟିଲା ଅଘଟଣ
ଆମ୍ବୁଲାନ୍ସ ଆସିବା ଗାଁକୁ ଦିବାସପନ , ଭାରରେ ବୁହାହୋଇ ଗଲାବେଳେ ବାଟରେ ଚାଲିଗଲା ପ୍ରାଣ !
କଲ୍ୟାସିଂହପୁର/ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ଅନ୍ତର୍ଗତ ଧାମୁଣି ପୋଙ୍ଗା ପଞ୍ଚାୟତ ରାବ ଗୁଡା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକି ବ୍ଲକ ରେ ଚାଞ୍ଚଲ୍ୟ…
ସର୍ଗିଜୁରୀ ଠାରେ ବିଜେପି ପକ୍ଷରୁ ଅଟଳ ଜୀଙ୍କ ତିରୋଧାନ ଦିବସ ପାଳିତ ।
ପଦ୍ମପୁର(ଶାସକପ୍ରଶାସକ)- ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମ ଠାରେ ଭାରତୀୟ ଜନତାପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରିକେଲ ମଣ୍ଡଳ ସଭାପତି ଶ୍ରୀ ସୌକିଲାଲ ସାହାଙ୍କ ନେତୃତ୍ବରେ ଓ ଜିଲ୍ଲା ଉପ ସଭାପତି ଶ୍ରୀ…
ଭୁବନେଶ୍ୱର-ନୟାଗଡ଼ ଟାଉନ ଏବଂ ପୁରୀ-ଦୁର୍ଗ ବିଶେଷ ଟ୍ରେନ ସେବା ପୁନଃ ଚଳାଚଳ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଯାତ୍ରୀମାନଙ୍କ ସୁବିଧା ପାଇଁ, ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସ୍ପେଶାଲ ଓ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଟ୍ରେନ ର ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି |08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ 21 ଅଗଷ୍ଟ, 2021 ଠାରୁ ଏବଂ…