କୋଟିଆ ପ୍ରସଙ୍ଗରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ପିସିସି ସଭାପତି

ଭୁବନେଶ୍ୱର- ଗତକାଲି ଦଳମତ ନିର୍ବିଶେଷରେ ଯେଉଁଭଳି ଭାବରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ କୋରାପୁଟ ଜିଲ୍ଳାର ବିଧାୟକବନ୍ଧୁ ଏବଂ ରାଜ୍ୟ ପ୍ରଶାସନ କୋରାପୁଟର କୋଟିଆ ବିବାଦ ପ୍ରସଙ୍ଗରେ ମିଳିତ ଭାବରେ ଆନ୍ଧ୍ର ପ୍ରଶାସନ ଓ ରାଜନେତା ମାନଙ୍କୁ ପ୍ରତିହିତ କଲେ ତାହାହିଁ ସମୟ ଓ…

ହାଲକା ମନ୍ତବ୍ୟ ପାଇଁ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ସୁପର୍ନୋଙ୍କ ପରାମର୍ଶ

"ଭାରତ ଦ୍ୱାରା ଉପହାର ସୂତ୍ରରେ ନିର୍ମିତ ଆଫଗାନିସ୍ତାନ ପାର୍ଲାମେଂଟର ଭାଗ୍ୟ ବିଷୟରେ କହିଥିଲେ ଭଲ ହୋଇଥାନ୍ତା" ଆଫଗାନିସ୍ଥାନ ପ୍ରସଙ୍ଗରେ ତାତ୍ସଲ୍ୟସୂଚକ ମନ୍ତବ୍ୟ ଦେଇଥିଲେ ବରୁଣ ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଫଗାନିସ୍ଥାନ ପ୍ରସଙ୍ଗରେ ଅତ୍ୟନ୍ତ ହାଲ୍କା ମନ୍ତବ୍ୟ ଦେଇଥିବା ଯୋଗୁ…

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ମିତ ତିନିଗୋଟି ପ୍ରକଳ୍ପର ଉଦଘାଟନ କଲେ ମନ୍ତ୍ରୀ ସୁଶାନ୍ତ ସିଂ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଓଡ଼ିଶା ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁଶାନ୍ତ ସିଂ । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କପସିଲା ଠାରେ ନବନିର୍ମିତ କଲ୍ୟାଣ ମଣ୍ଡପ,ଓ୍ବାର୍ଡ…

ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ କର୍ମୀ

ସ୍ଵାଗତ ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରତୁଣ୍ଡା ପଞ୍ଚାୟତ ର ପଚାଷରୁ ଉର୍ଦ୍ବ ସଂଖ୍ୟାରେ , କଂଗ୍ରେସ ଓ ବିଜେପି ର ପୁରୁଷ ଓ ମହିଳା କର୍ମୀ ମାନେ ସେମାନଙ୍କର ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଜି…

୭୫ତମ ସ୍ୱାଧୀନତା ଦିବସ ଅଵସରରେ ଶ୍ରଦ୍ଧା କ୍ଲିନିକ୍ ଉଦଘାଟିତ

ସୁବର୍ଣ୍ଣପୁର /ପ୍ରକାଶ କୁମାର ହାତୀ : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୭୫ତମ ସ୍ବଧିନତା ଦିବସ ପାଳନ ସହ ଶ୍ରଦ୍ଧା କ୍ଲିନିକ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ପାର୍ଥ ପ୍ରତିମ ପଣ୍ଡା ଜାତୀୟ ପତାକା ଉତ୍ତୋଳନ…

ସାବାସ ଦୀପା : ତେଲେଙ୍ଗାନା ରାଜ୍ୟରୁ ଉଦ୍ଧାର ହେଲେ ନୂଆପଡା ଜିଲ୍ଲାର ୨୩ ପ୍ରବାସୀ ଶ୍ରମିକ

ଦୀପାଙ୍କ ପ୍ରଶଂସା କଲେ ତେଲେଙ୍ଗାନା ପୋଲିସ ବରଗଡ଼ (ଶାସକ ପ୍ରଶାସକ) : ଓଡ଼ିଶାର ଟ୍ୱିଟର ଗାର୍ଲ ଭାବରେ ପରିଚିତ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକଙ୍କ ପ୍ରୟାସ ଦ୍ୱାରା ଓଡ଼ିଶାର ବିଭିନ୍ନ ବର୍ଗରେ ଲୋକେ ସହାୟତା ପାଇଆସୁଛନ୍ତି | ଏହି…

ଭିଜିଲାନ୍ସ ଜାଲରେ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶ

ପଦ୍ମପୁର(ଶାସକପ୍ରଶାସକ)-ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସ ରେ ଏକକାଳୀନ ଭାବରେ ଭିଜିଲାନ୍ସର ଦୁଇଟି ଟିମ ଚଢା କରିଥିଲେ । ବରଗଡ଼ ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ…

ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ସମୟସୀମା ଅଗଷ୍ଟ ୨୩କୁ ବୃଦ୍ଧି

ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଂଜୀକରଣର ସମୟସୀମାକୁ ବୃଦ୍ଧି କରାଯାଇଛିା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଗଷ୍ଟ ୧୬ ତାରିଖ ଶେଷ ତାରିଖ ଥିବାବେଳେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ…

ବିଦ୍ୟୁତ ଠିକାଦାର ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ୱେକା ( ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ସଂଘ ) ର ଏକ ସାଧାରଣ ସଭା ସଂଘର ସଭାପତି ବିଜୟ ପରିଡାଙ୍କ ସଭାପତିତ୍ୱ ରେ ସମ୍ବଲପୁର ୱେଲକମ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ସର୍ବ ସମ୍ମତି କ୍ରମେ ସଂଘର ନିର୍ବାଚନ ଅନୁଷ୍ଠିତ କରିବା ପlଇଁ…

ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହିତ ଏବଂ ରୋଜଗାର…