Sign in
Sign in
Recover your password.
A password will be e-mailed to you.
କୁଚିଣ୍ଡା ଉପଖଣ୍ଡ କୁ ଆଦିବାସୀ ଜିଲ୍ଲାର ମାନ୍ୟତା, ରେଳ ସଂଯୋଗ ଏବଂ ବାମରା କୁ ଏନ୍ ଏ ସି ଘୋଷଣା ଦାବୀ
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ୭୫ତମ ସ୍ଵାଧୀନତା ଦିବସ ଅବସରରେ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ପରିସରରେ କୁଚିଣ୍ଡା ଡିଭିଜନ ୨୦୩୫ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l କୁଚିଣ୍ଡା କୁ ଆଦିବାସୀ ଜିଲ୍ଲା ର ମାନ୍ୟତା ଓ ଶିକ୍ଷା ସ୍ୱାସ୍ଥ୍ୟ, କୃଷି, ଗମନାଗମନ ଆଦି ବିଭିନ୍ନ ମୌଳିକ…
ଟାଟା ପାଓ୍ବାର ଓଡିଶା କୁ ଆସିବା ପରେ ବିଦ୍ୟୁତ ଠିକାଦାର ମାନଙ୍କ ରୋଜଗାର ଠପ
ସମ୍ବଲପୁର/-ରମାକାନ୍ତ ବିଶ୍ବାଳ:ଟାଟା ପାଓ୍ବାର ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ଙ୍କୁ ଅଣଦେଖା କରୁଛି । ଓଡିଶାରେ ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ସରକାର ଟାଟା ପାଓ୍ଵାର କୁ ଦ୍ବାୟିତ୍ବ ଦେବାପରେ କମ୍ପାନୀ ନିଜର ମନମାନି କରୁଛି । ପୁର୍ଵରୁ ଓ୍ଵେକ୍ସୋ ପାଓ୍ବାର ଥିବା ସମୟରେ ଠିକାଦାର…
ପୁର୍ବତଟ ରେଲୱେ ପକ୍ଷରୁ ରେଳ ଚଳାଚଳ ପାଇଁ ସୂଚନା
ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ପୁର୍ବତଟ ରେଲୱେ ପକ୍ଷରୁ ପୁରୀ-ଦୁର୍ଗ ରେଲ ସେବା ପୁଣି ଆରମ୍ଭ କରିବା ନେଇ ସୁଚନା ଦିଆଯାଇଛି । ଏହି ରେଲସେବା ଟି ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆସନ୍ତା 21 ତାରିଖରୁ ଆରମ୍ଭ ହେବ । ଏହି 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ସେବା ପୁରୀ ରୁ 21 ଅଗଷ୍ଟ,…
ନବୀନଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବିରେ ସମଲେଇ ପୀଠ ରୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ
ବହୁ ସଂଖ୍ୟା ରେ ଜନସାଧାରଣ ହେଲେ ସାମିଲ, ପ୍ରଥମ ଦିନ ରେ ୨୦ ହଜାର ରୁ ଉର୍ଦ୍ଧ ଦେଲେ ଦସ୍ତଖତ I
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : "ସ୍କାନ" ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ "ଭାରତ ରତ୍ନ" ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ…
ନିଷ୍ଠା ପରିବାର ତରଫରୁ ଗାଇସିମା ଶିବ ମନ୍ଦିର ରେ ରକ୍ତ ଦାନ ଶିବିର : ୫୨ୟୁନିଟ୍ ରକ୍ତ ସଂଗୃହୀତ
ବରଗଡ :- ଆଜି ଶ୍ରାବଣ ର ଶେଷ ସୋମବାର ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ନିଷ୍ଠା ପରିବାର ଆନୁକଲ୍ୟରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ପୀଠ, ଗାଇସିମା ଧାମ ମନ୍ଦିର ପରିସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ଡାକ୍ତର ଅଜିତ ଦର୍ଜି…
ଝାମୀ ଗ୍ରାମରେ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ପ୍ରଗତି" ମହିଳା ସଂଗଠନ ପାରଳାଖେମୁଣ୍ଡି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅକୁଣ୍ଠ ସହଯୋଗରେ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନା ରାଲି କାର୍ଯ୍ୟକ୍ରମ ଗୁମ୍ମା ବ୍ଳକ ଝାମୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପଣ୍ଡିତ…
ଶ୍ରାବଣ ଶେଷ ସୋମବାରରେ ହରିଶଙ୍କର ପୀଠରେ ଭକ୍ତଙ୍କ ଭିଡ଼
ବଲାଙ୍ଗୀର(ନିରୋଜ ମିଶ୍ର) : ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ହୋଇଥିବା ଯୋଗୁ ହରିଶଙ୍କର ବାବାଙ୍କ ଦର୍ଶନ କରିବା ସକାଶେ ବହୁ ଦୂର ଦୂରାନ୍ତରରୁ ଭକ୍ତ ମାନେ…
ପାଣ୍ଡିଆନଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ : ଉନ୍ନୟନମୁଳକ କାର୍ଯ୍ୟର କଲେ ସମୀକ୍ଷା
୩୯ଟି ସ୍କୁଲର ରୂପାନ୍ତରୀକରଣ କାମ ସଂପୂର୍ଣ୍ଣ, ୨୧ରୁ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ
ଭିଡ଼ିଓ କଲ୍ ଯୋଗେ ପିଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ।
ତାରାତାରିଣୀ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ନଭେମ୍ଭର ସୁଦ୍ଧା ସଂପୂର୍ଣ୍ଣ ହେବ
ହିଞ୍ଜିଳି /ବ୍ରହ୍ମପୁର…
ବିଜେପି ଗଡରେ ବିଜେଡିର ଶଙ୍ଖନାଦ :: ଶତାଧିକ ବିଜେପି କର୍ମୀ ବିଜେଡି ଦଳରେ ସାମିଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବିଜେପି ଦଳର ଗଡ଼ ଭାବେ ପରିଚିତ କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ପଞ୍ଚାୟତ ଅଞ୍ଚଳର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜେଡି ଦଳରେ ଯୋଗ ଦେଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ…
ବୌଦ୍ଧିକ ଦିବ୍ୟାଙ୍ଗ ମାନଙ୍କୁ ଶିକ୍ଷଣୀୟ ଉପକରଣ ବଣ୍ଟନ l
ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାରେ ଥିବା ବୌଦ୍ଧିକ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଶିକ୍ଷଣୀୟ ଉପକରଣ (ଟି.ଏଲ୍.ଏମ୍) କୀଟ ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ…