ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ

0 1

ପାଇକମାଳ (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି| ସେଠାରେ ଟେମରି ଗ୍ରାମପଞ୍ଚାୟତ ଖୁର୍ଷାପାଲି ଏବଂ ଧାନ୍ଦୁପାଳି ଗ୍ରାମର ମିଶି ୩ ଶହ କାର୍ଡ ବଣ୍ଟନ କରାଗଲା | ଖୁର୍ଷାପାଳି ୧୫୦ ଓ ଧାନ୍ଦୁପାଲି ଗ୍ରାମର ୧୫୦ ଲୋକଙ୍କୁ କାର୍ଡ ବଣ୍ଟନ କରାଯାଇଛି.ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ସୁଷମା ବାରିକ ଆଶାକର୍ମୀ କୁମୋଦିନି ସାହୁ, ଯୋଗାଣ ସହାୟକ ମିଲିମା ପାଣିଗ୍ରାହୀ, ଗ୍ରାମ ରୋଜଗାର ସେବକ ସୁରୁଚି ମିର୍ଧା, ଖୁର୍ଷାପାଳି ଶିକ୍ଷକ ଜୟଦେବ ଡୁଡୁକା ଏବଂ ଟେମରି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଯୁଧିଷ୍ଠିର ଯୋଶୀ ଏବଂ ଉପେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ |

Leave A Reply

Your email address will not be published.