ରେଙ୍ଗାଲି/ସନ୍ଦୀପ ଶର୍ମା:ଆଜି ଅପରାହ୍ନ ୪:୩୦ଟା ସମୟରେ ପରମାଣପୂର ପଟୁ ବାମରା ଅଭିମୁଖେ ଦ୍ରୁତ ଗତି ରେ ଆସୁଥିବା ନାଲିରଙ୍ଗ ର ଏକ ମାରୁତି ସୁଇଫ୍ଟ କାର ଓଡି-୧୫-ଟି-୩୨୮୮ କାର ଲୁହାଖଣ୍ଡି ବ୍ରିଜ ପାଖରେ ହଟାତ ଭାରସମୟ ହରାଇ ବ୍ରିଜ ତଳକୁ ଖସିଯାଇଥିଲା l ଗାଡିଟି ବ୍ରିଜ ତଳକୁ ଖସିଯାଇ ରାସ୍ତା ପାର୍ଶ୍ୱ ରେ ଥିବା ପିଲର ଓ ଗଛ ରେ ପିଟିହୋଇ କ୍ଷତିଗ୍ରସ୍ତ ହୋଇଛି l କାର ରେ ୩ଜଣ ଯାତ୍ରୀ ବସିଥିବାବେଳେ ୨ଜଣଙ୍କ ଦେହରେ ଅଳ୍ପ ଖଣ୍ଡିଆ ଖାବରା ହୋଇଥିଲା ଏବଂ ଅନ୍ୟ ଜଣଙ୍କ କାର ଚାଳକ ସୁରକ୍ଷା ଆୟାର ବ୍ୟାଗ ପ୍ରୟୋଗ ରେ ସୁରକ୍ଷିତ ଥିବା ସୂଚନା ରହିଛି
Sign in
Sign in
Recover your password.
A password will be e-mailed to you.