ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ସାମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ ହୋଇଅଛି। ତୀର୍ଥକ୍ଷେତ୍ର ଉପକାଗଙ୍ଗା ସ୍ଥିତ କବାଟଦୋର ଠାର ସଙ୍ଘ ର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ସଭାପତି ଶ୍ରୀ ବିସିକେଶନ ପଣ୍ଡା ସଭାକାର୍ଯ୍ୟ ଟି ତୁଲାଇଥିବା ବେଳେ ସମ୍ପାଦକ ଶ୍ରୀ ଭାଗ୍ୟବାନ ମାଝୀ,ସହ ସମ୍ପାଦକ ଶ୍ରୀ ଉପେନ୍ଦ୍ର ବାଗ,ସହ କୋଷାଧ୍ୟକ୍ଷ ଶ୍ରୀ ଗଣେଶଚନ୍ଦ୍ର ବାଗ,ବରିଷ୍ଠ ସାମ୍ବାଦିକ ମୀନକେତନ ନାଏକ,ଅଜିତ ବେହେରା,ଖିରସିନ୍ଧୁ ନାଏକ,ଚନ୍ଦ୍ର ପଟେଲ,କାର୍ତ୍ତିକ ମହାନନ୍ଦ, ସର୍ବେଶ୍ୱର ମାଝୀ, ମୁନା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ କିଭଳି ଭାବରେ ଲୋକଙ୍କ ସହିତ ଜଡିତ ରହି ଲୋକଙ୍କ ବିଭିନ୍ନ ସମସ୍ୟା ର ସମାଧାନ ହେବ ସେସବୁ ଉପରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post