Sign in
Sign in
Recover your password.
A password will be e-mailed to you.
ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ନୂଆପଡ଼ା ଭାୟା ପଦ୍ମପୁର ବରଗଡ଼ ନୂତନ ରେଲ ଲାଇନ୍ ସଂଯୋଗ ଦାବି ;…
ଝାରବନ୍ଧ-ମନୋହର ଦାଶ: ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩ ଦିନିଆ ଓଡିଶା ଗସ୍ତ ଆସିଥିବା ବେଳେ ତାଙ୍କୁ ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା…
ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ କରିବ-ଧର୍ମେନ୍ଦ୍ର ପ୍ରଧାନ
ଆଇଆଇଟି ଭୁବନେଶ୍ୱରର ଲେକ୍ଚରହଲ୍ ଏବଂ ଛାତ୍ରାବାସର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଆଇଆଇଟି ଭୁବନେଶ୍ୱର ଏବଂ ଏସଡିଆଇ ଭୁବନେଶ୍ୱର ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର, – ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ…
ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ ତମ ଜୟନ୍ତୀ
ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ , ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ…
ପଦ୍ମପୁରରେ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକ
ବରଗଡ/ପଦ୍ମପୁର: ଆଜି ପଦ୍ମପୁର ନିର୍ବାଚନ ମଣ୍ଡଲିର ରାଜବୋରାସମ୍ବର୍ ବ୍ଲକ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଯୁବ ଜନତାଦଳର ସମସ୍ତ ସଦସ୍ୟଙ୍କୁ ନେଇ ବିଜୁ ଯୁବ ଜନତାଦଳ ରାଜବୋରାସମ୍ବର୍ ବ୍ଲକ ସଭାପତି ମନୋରଞ୍ଜନ ପୁରୋହିତ ଙ୍କ ସଭାପତିତ୍ବ ରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…
ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ମୃତକଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ୱର:ଗତକାଲି ବାଣପୁର ର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ରେ ଗୁରୁତର ଆହତ ଜଣେ ବ୍ୟକ୍ତି ଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।…
ସାରା ଦେଶରେ ପ୍ରଥମ : ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା
ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବଣ୍ଡା ଜନଜାତି ର ମହିଳା ଶୁକ୍ରୀ ଧାଙ୍ଗଡା ମାଝୀ ହେଲେ ପ୍ରଥମ ହିତାଧିକାରୀ
ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ ଵି ବାଧକ ନ ହେଉ – ମୁଖ୍ୟମନ୍ତ୍ରୀ
ମା ମାନଙ୍କ ପାଇଁ…
ଯୁବକ ନିଖୋଜ, ଥାନାରେ ଲିଖିତ ଅଭିଯୋଗ
କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଲକ୍ଷ୍ମୀପୁର ଗାଁର ମୃତ ହରି କାଶୀ ଙ୍କ ଚତୁର୍ଥ ପୁଅ ଦେବେନ୍ଦ୍ର କାଶୀ ନିଖୋଜ ଥିବା ନେଇ ବଡଭାଇ ଅର୍ଜୁନ କାଶୀ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି । ଲିଖିତ ଅନୁଯାୟୀ ଦେବେନ୍ଦ୍ର କାଶୀ…
ଅମର ଆତ୍ମାର ସଦ୍ ଗତି କାମନା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ଦଶପଲ୍ଲା ବିଧାୟକ
ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ଜାକେଡ଼ା ପଞ୍ଚାୟତ ର ପ୍ରଥମ ସରପଞ୍ଚ ଚିନ୍ତାମଣି ସାହୁ ଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି।ସେ ଜଣେ କର୍ତ୍ତବ୍ୟରତ , ନ୍ୟାୟ ବନ୍ତ,ସମାଜସେବୀ, ପରୋପକାରୀ,ଏବଂ ପାରା ଢିପି ଓ ରଗଡ଼ି ସାହି ଠାକୁର ମଠ ପରିଚାଳନା କମିଟି ର ସଭାପତି ଥିଲେ।ଏଭଳି ଜଣେ…
ବିସ୍ମୟ ବାଳକ ଦେବୀଦତ୍ତଙ୍କୁ ଉତ୍କଳ ଆଲୁମିନା ପକ୍ଷରୁ ସମ୍ବର୍ଦ୍ଧନା
କାଶୀପୁର/ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶପୁର ବ୍ଲକ ଅଧିନସ୍ଥ ନୂଆପଡ଼ାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଦ୍ୱିତୀୟ ଶ୍ରେଣୀର ଛାତ୍ର ତଥା ସାତ ବର୍ଷର ବିସ୍ମୟ ବାଳକ ଶ୍ରୀମାନ୍ ଦେବୀଦତ୍ତ ମହାଙ୍କୁଡ଼ ଏକ ଅଦ୍ଭୁତପୂର୍ବ ସଫଳତା ହାସଳ କରିଛନ୍ତି । ସେ ସର୍ବକନିଷ୍ଠ ବାଳକ…
ଅତାବିରା ବ୍ଲକ ଫଟୋଗ୍ରାଫର ସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ
ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଗୁରୁବାର ଅଗଷ୍ଟ ମାସ ୧୯ ତାରିଖ ଥିଲା ବିଶ୍ୱ ଫଟୋଗ୍ରାଫି ଦିବସ ।ଫଟୋଗ୍ରାଫି ହେଉଛି ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ।ବିଶ୍ୱର ପୁରୁଣା ସ୍ମୃତିକୁ ଲୋକଲୋଚନ କୁ ଆଣି ରୋମାନ୍ଥନ କରିବା କଲା ଥାଏ ଫଟୋଗ୍ରାଫର ହାତରେ। ପୁୁଣା ସ୍ମୃତି କୁ ତା କେମେରାରେ କଏଦ କରି…