ବରଗଡ ଜିଲ୍ଲାର ଟାମ୍ପରସରା ଗ୍ରାମରେ ବିରଲ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ସମ୍ବଲପୁର-ରମାକାନ୍ତ ବିଶ୍ବାଳ - ଅଗାଧ ସମୁଦ୍ର ପରି ପୃଥିବୀ ଟା ମଧ୍ୟ ବିଶାଲ ।କେଉଁଠି ଆରମ୍ଭ ହୋଇ କେଉଁଠି ଶେଷ ହୋଇଛି ତାର ଠିକଣା ନାହିଁ ।ଏ ସାରା ବିଶ୍ୱ ଟି ମନୁଷ୍ୟ ପଶୁପକ୍ଷି କିଟ ପତଙ୍ଗ ବାୟୁ ଜଲ ଆକାଶ ଏବଂ ବୃକ୍ଷଲତା କୁ ନେଇ ଗଠିତ । ଶତକଡା ସତୁରୀ ଭାଗ ଜଲ ଥିବାବେଲେ କେବଲ ତିରିଶ…

ସଦୟ ହେବେ କି ପ୍ରଶାସନ, ଜରିପାଲ ତଳେ ବିତୁଛି ଜୀବନ

ନୂଆଗାଁ/(ସୁବ୍ରତ ପରିଡ଼ା): ସରକାରଙ୍କ ତରଫରୁ ଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଯୋଜନା ପ୍ରଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଓ ଅର୍ଥ ଲୋଭ ପାଇଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି।ଏଭଳି ଏକ…

ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ

https://youtu.be/wGAdlwjQF6s ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହ ଠାରେ ଆଜି ନିଖିଳ ଉତ୍କଳ ସଂସ୍କୃତ ମହାସଂଘ ଅନ୍ତର୍ଗତ ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ଦିବସ…

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ସଭାଗୃହରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ନେତା ଓ କର୍ମୀ ମାନେ ଏକତ୍ରିତ…

ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ୱର୍ଗୀୟ ସଂଗ୍ରାମ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ୱର୍ଗୀୟ ସଂଗ୍ରାମ ଜେନାଙ୍କ ଅକାଳ ବିୟୋଗରେ ରାଜ୍ୟ କଂଗ୍ରେସ ମର୍ମାହତ ହୋଇ ପଡ଼ିଥିଲେ। ଏହା ଫଳରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସ୍ୱର୍ଗୀୟ ଜେନାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ…

ଲୋକମାନଙ୍କ ସମସ୍ୟା ବୁଝିବା ସହ ମାସ୍କ ବଣ୍ଟନ କଲେ ବିଧାୟକ

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା କଲ୍ୟାଣ ମଣ୍ଡପ ଠାରେ ଜନ ଶୁଣାଣି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଭିନ୍ନ…

ରେଢ଼ାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପରିସରରେ ଶିଶୁ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଶିଶୁ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି।ସମ୍ବଲପୁର ସ୍ବେଚ୍ଛାସେବୀ ସଂସ୍ଥା ୱାଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଶିଶୁ ସୁରକ୍ଷା ସଂପର୍କିତ ଏକ ସଚେତନତା ରଥ…

ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟକର ବିଭାଗ ତରଫରୁ ସାଇକେଲ ରାଲି

ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆୟକର ବିଭାଗ, ଓଡ଼ିଶା ତରଫରୁ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲାା ପ୍ରାୟ ୨୫୦ ଜଣ ଏହି ସାଇକେଲ ରାଲିରେ ଯୋଗ ଦେଇଥିଲୋ ଆୟକର ବିଭାଗର ଅଧିକାରୀ, କର୍ମଚାରୀମାନଙ୍କ ସମେତ ବିଭିନ୍ନ ସଂଗଠନର…

ବିଏସଏନଏଲରୁ ମୁଁହ ଫେରାଉଛନ୍ତି ଗ୍ରାହକ, ନେଟୱାର୍କ ରହୁନି : ଅଧିକା ଟାୱାର ପ୍ରତିଷ୍ଠା କରାଯାଉ- ପ୍ରଶାନ୍ତ ପାଢ଼ୀ ।

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମୟଥିଲ। ଗୋଟିଏ ବିଏସଏନଏଲ ଲାଣ୍ଡ ଲାଇନ ନେବାକୁ ମାସ ମାସ ଅପେକ୍ଷା କରିବାକୁ ପଡୁଥିଲା। ମୋବାଇଲ ଆସିବା ପରେ ସିମ ପାଇବା ବି ଏତେ ସହଜ ନ ଥିଲା। ସମସ୍ତେ ବିଏସଏନଏଲ ସେବା ଉପରେ ନିର୍ଭରଶୀଳ ଥିଲେ। ଏବେ କିନ୍ତୁ ପରିବର୍ତ୍ତିତ ପରିସ୍ଥିତି ରେ ଗ୍ରାହକ…

ଭିନ୍ନକ୍ଷମ ମେଧାବୀ ଛାତ୍ରୀଙ୍କୁ ହ୍ବିଇଲ ଚେୟାର ପ୍ରଦାନ କଲେ ମହେନ୍ଦ୍ର ବଢେଇ ।

ପଦ୍ମପୁର(ଶାସକପ୍ରଶାସକ)-ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଥଣ୍ଡା ପାନୀୟ ଜଳ ର ବ୍ୟବସ୍ଥା ସହ ଉଦଘାଟନ ଉତ୍ସବ ରେ ଡେଲାଙ୍ଗ ତହସିଲଦାର ଶ୍ରୀମାନ ମହେନ୍ଦ୍ର ବଢ଼େଇ ଆସିଥିବା ସମୟରେ ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋଢ଼ା ଗ୍ରାମ ପରିଦର୍ଶନ ସମୟରେ ସେଇ ଗ୍ରାମର ଚାଷୀ…