ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢାଟାଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଯଶୋବନ୍ତୀ ବାଗ ‘ଗାଁ ହେଲେ ସଫେଇ ରୋଗ ଯିବ ଦୂରେଇ’ ନାରାକୁ ପାଥେୟ କରି ତା-୨୧-୧୧-୨୧ ରିଖ ଦିନ ନିଜ ଗାଁର କିଛି ମହିଲା ଓ ବୟସ୍କ ଲୋକମାନଙ୍କୁ ସଚେତନ କରି ନଳକୂପ ଓ ରାସ୍ତା ପାର୍ଶ୍ୱ କୁ ସଫେଇ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post