ମହିଳା ସଶକ୍ତିକରଣ ବିନା ରାଜ୍ୟର ବିକାଶ ନିରର୍ଥକ : ମନ୍ତୀ ପ୍ରତାପ ଜେନା।

ମାହାଙ୍ଗା ବ୍ଲକ୍ ରାହାଣିଆ ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍ଘାଟନ ସହ ସ୍ୱୟଂସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ। ମାହାଙ୍ଗା(ସପ୍ତଜ୍ୟୋତି ରାଉଳ): ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଗୁଡିକ ଲୋକାର୍ପିତ…

ଅତିରିକ୍ତ ଜିଲ୍ଲାପାଳଙ୍କ ମୋହନା ଗସ୍ତ : ୧୦ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା…

ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିଶାଳ ଶୋଭଯାତ୍ରା

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଠାରେ ଅଖିଲ ଭାରତ କୃଷକ ମହାସଭା ବିଭିନ୍ନ ଶ୍ରମିକ ସଙ୍ଗଠନ ମାନକଂତରଫରୁ ଗୂଣପୁର ନୁଆ ବସଷ୍ଟାଣ୍ଡ ଠାରୁ ସିପିଆଇ ଏମଏଲ ଜିଲ୍ଲା ସମ୍ପାଦକ ତ୍ରିପତି ଗୋମଙ୍ଗଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଉପ ଜିଲ୍ଲାପାଳଙ୍କ…

କଲ୍ୟାଣସିଂହପୁର ଲ୍ୟାମ୍ପ କର୍ମଚାରୀ ଙ୍କ ଧାରଣା

କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି ର କର୍ମଚାରୀ ୫ଦଫା ଦାବୀ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ଓଡିଶା ସମବାୟ ସମିତି ର ମହାସଂଘର ସମ୍ପାଦକ ନିଲମ୍ବର ନାୟକ ଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ…

ରନ୍ଧନ ଗ୍ୟାସର ଦରବୃଦ୍ଧି ବିରୁଦ୍ଧରେ ବିଜେଡି ପକ୍ଷରୁ ବ୍ଳକ ଘେରାଉ ।

କଲ୍ୟାସିଂହପୁର: ପ୍ରଦିପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ସଦରରେ ଥିବା ଶିବ ମନ୍ଦିର ଠାରୁ ଯୁବ ବିଜେଡି ପକ୍ଷରୁ ବିଜୁ ଛାତ୍ର ସଭାପତି ଙ୍କ ନେତୃତ୍ଵ ରେ ଡିଜେଲ, ରନ୍ଧନଗ୍ଯାସ, ବିଦ୍ୟୁତ ର ଅତ୍ଯଧିକ ଦର ଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ରାଜ୍ଯ ବ୍ୟାପି…

ଡୁଡୁକାବାହାଲ ଠାରେ ନୂତନ ଶାଖା ପୋଷ୍ଟ ଅଫିସ ଉଦଘାଟିତ।

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶିପୁର ବ୍ଲକ ନୂତନ ଭାବେ ଗଠିତ ହୋଇଥିବା ଡୁଡୁକାବାହାଲ ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ଏକ ନୂଆ ଶାଖା ପୋଷ୍ଟ ଅଫିସ ଉଦଘାଟିତ ହୋଇ ଯାଇଛି।ଏହି ଉଦଘାଟନ ଉତ୍ସବରେ ଡୁଡୁକାବାହାଲ ସରପଞ୍ଚ ପାଟ ମାଝୀ ଦ୍ଵିପପ୍ରଜଳନ କରି ରିବନକାଟି ଶୁଭ…

ବାଲୁଗାଁ ପିକ୍ ନିକ୍ ଗାଡି ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ।

ତିନି ମୃତକ ଛାତ୍ରଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର(ଶାସକ ପ୍ରଶାସକ): ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ବାଲୁଗାଁ ପିକ୍ ନିକ୍ ଗାଡି ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ।

ତିନି ମୃତକ ଛାତ୍ରଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର(ଶାସକ ପ୍ରଶାସକ) :ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ…

“ଶାସକ ପ୍ରଶାସକ”ରେ ଖବର ପରିବେଷଣ ପରେ ଆରମ୍ଭ ହେଲା ରକ୍ଷଣାବେକ୍ଷଣ କାମ

ଠିକାଦାର ନିମ୍ନମାନର କାମ ଚଲାଇଥିବା ନେଇ ଅଭିଯୋଗ : କର୍ତ୍ତୃପକ୍ଷ ତଦାରଖ କରିବାକୁ ଦାବି ପଦ୍ମପୁର(ଶାସକପ୍ରଶାସକ)- ରାସ୍ତା ତିଆରି ପରେ ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ପୄକ୍ତ ଠିକା ସଂସ୍ଥା ଉପରେ ଥିଲେ ମଧ୍ୟ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହେବା ପରେ ଶାସକପ୍ରଶାସକ ରେ ଖବର ପରିବେଷଣ…

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭୋଟର ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଭୋଟର ସଚେତନତା ପାଇଁ ଏକ ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେକ୍ଟର ଶ୍ରୀ ରାଜେନ୍ଦ୍ର ଭୂୟାଁ ଏବଂ ମାଧ୍ୟମିକ…