Sign in
Sign in
Recover your password.
A password will be e-mailed to you.
ମାହେଶ୍ୱରୀ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର )- ବୃକ୍ଷ ହିଁ ଜୀବନ, ବୃକ୍ଷ ନ ଥିଲେ କିଛି ନାହିଁ, ବୃକ୍ଷ ହିଁ ଜୀବନ ବୃକ୍ଷ ନ ଥିଲେ କିଛି ନାହିଁ ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସାମାଜିକ ଦାୟିତ୍ୱ କୁ ନିର୍ବାହ ପୂର୍ବକ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମାହେଶ୍ୱରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ…
ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟ ରେ ସଂସ୍କୃତ ଦିବସ ପାଳିତ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ କୋଭିଡ ନିୟମ ପାଳନ କରି ସଂସ୍କୃତ ଦିବସ ପାଳିତ ହେଇ ଯାଇଛି। ଏହି ଉପଲକ୍ଷେ ପ୍ରଥମେ ଏକ ଶାନ୍ତି ହୋମ ଯଜ୍ଞ ମୁଖ୍ୟ ଅତିଥି ସେବାଶ୍ରୀ ଭୋଇ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼ ଙ୍କ କର କମଳ ରେ କରା…
ଭାରସାମ୍ୟ ହରାଇ ଓଲଟିଲା ବୁଲେରୋ : ୧୦ବର୍ଷର ବାଳିକାର ମୃତ୍ୟୁ,୪ ଜଣ ଆହତ
କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେର ଓଲଟିବାରୁ ଘଟଣା ସ୍ଥଳରେ ୧୦ବର୍ଷର ବାଳିକା ରୁପା ଜିରାକା ଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ…
ଡାକଡେରା ନକଆଉଟ ଫୁଟବଲ ପ୍ରତିଯୋଗିତା ୨୦୨୧ ଉଦଯାପିତ
https://www.youtube.com/watch?v=wfsWrXOJRF4
ସମ୍ବଲପୁର /ରମାକାନ୍ତ ବିଶ୍ବାଳ -ଜୁଯୋମୁରା ବ୍ଳକ ଜୟନ୍ତପୁର ପଞ୍ଚାୟତ ର ମାଁ ମେଟାକାନି ଫୁଟବଲ ଆସୋସିଏସନ (ଡାକଡେରା ) ପକ୍ଷରୁ ନକ ଆଉଟ ଫୁଟବଲ ପ୍ରତିଯୋଗିତା ୨୦୨୧ ଉଦଯାପିତ ହୋଇଯାଇଛି । ଏହି ଫୁଟବଳ ପ୍ରତିଯୋଗିତା ଟି ଡାକଡେରା ଫୁଟବଲ…
ସମ୍ବଲପୁର ରେଡକ୍ରସ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟି ବୈଠକ
ସମ୍ବଲପୁର/-ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲାରେ ରେଡକ୍ରସ ପାଇଁ ଅଧିକ ପାଣ୍ଠି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ଜିଲ୍ଲା ରେ ରକ୍ତର ଅଭାବ ଦୁର ପାଇଁ ସବୁ ମହାବିଦ୍ୟାଳୟ ମାନଙ୍କରେ ବର୍ଷକ ୨ ଥର ରକ୍ତଦାନ ଶିବିର ଆୟୋଜନ କରିବାକୁ ଜିଲା ରେଡକ୍ରସ ସୋସାଇଟି ର…
ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ଦାବି
ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ସୁନ୍ଦରଗଡ଼ ରେ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି କୋଶଲ ସେନା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି । କୋଶଲ ସେନା ର ସଭ୍ୟ ମାନେ ସମଲେଶ୍ବରୀ ମନ୍ଦିର ଠାରୁ ଏକ ବାଇକ ସୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ…
ଚାଷୀ କଲେ ନିଜ ଅଞ୍ଚଳ କେନାଲ ମରାମତି
ସମ୍ବଲପୁର-ରମାକାନ୍ତ ବିଶ୍ବାଳ: ନିଜ ଅଞ୍ଚଳର ଚାଷ ଜମି ଦେଇ ଯାଇଥିବା କେନାଲ ମରାମତି କଲେ ଚାଷୀ । ବାରମ୍ବାର ସରକାର ଙ୍କ ସହ ପ୍ରଶାସନ କୁ ଯେତେ ଗୁହାରି କଲେ ବି କେହି ନଶୁଣିବାରୁ ଆଜି ଚାଷୀ ମାନେ କରିଛନ୍ତି କେନାଲ ମରାମତି । ଏଭଲି କିଛି ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ମହାନଗର ନିଗମ ର…
ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ କୋରାପୁଟ ଓ ମାଲକାନଗିରି ଗସ୍ତ
କୋରାପୁଟ ଠାରେ ମାଛରା ଗଭୀର ନଳକୂପ ପ୍ରକଳ୍ପର ଶୁଭ ଉଦ୍ଘାଟନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କ୍ରମରେ ଆଜି କୋରାପୁଟ ଜିଲ୍ଲାର ମାଛରା ଗ୍ରାମ ପରିଦର୍ଶନ କରି ସେଠାରେ ବିଜୁ…
ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା ପ୍ରତିବାଦରେ ପଶ୍ଚିମ ଓଡିଶା କଳାକାର ମହାସଂଘ ର ବିକ୍ଷୋଭ
ସମ୍ବଲପୁର-ରମାକାନ୍ତ ବିଶ୍ବାଳ: ରାଜ୍ୟ ର ପ୍ରଥମ ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା କୁ ଚକ୍ରାନ୍ତ କରାଯାଉଥିବା ପ୍ରତିବାଦରେ ସମ୍ବଲପୁର ରେ ଜନଅସନ୍ତୋସ ତେଜିବାରେ ଲାଗିଛି । ସମ୍ବଲପୁର ଜିଲ୍ଲା ର ଗର୍ବ ଗୌରବ ଏହି ପ୍ରଥମ ଦୂରଦର୍ଶନ କେନ୍ଦ୍ର କୁ ବନ୍ଦ କରାଯିବା ଚକ୍ରାନ୍ତ କୁ ବିରୋଧ କରି…
ଅବକାରୀ ବିଭାଗର ଚଢାଉ,୩୩ କେଜି ୬୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ ସହ ଦୁଇ ଗିରଫ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଓଡ଼ିଶା ଓ ଛତିଶଗଡ଼ ସିମାନ୍ତବର୍ତୀ ଅଞ୍ଚଳ ହୋଇଥିବା କାରଣରୁ ଅବାଧରେ ଗଞ୍ଜେଇ ଚୋରାଚାଲାଣ ତଥା ବିକ୍ରି ହେଉଛି । ଗଞ୍ଜେଇ ଗଛ୍ଛିତ ରଖି ବିକ୍ରି ଅଭିଯୋଗ ହେବାପରେ ଆଜି ପାଇକମାଲ…