ଦୋକାନ ର ତାଲା ଭାଙ୍ଗି ଚୋରି କରିଲେ।

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ପଞ୍ଚାୟତ ଚଣ୍ଡୀଭଟା ଗ୍ରାମ ରେ ଏକ ଗ୍ରୋସେରି ଦୋକାନ ର ଗତ କାଲି ରାତି ରେ ତାଲା ଭାଙ୍ଗି ଭିତର କୁ ପଶି କେତେକ ସାମଗ୍ରୀ ଚୋରି କରିନେଇ ପଳାଇ ଯାଇଥିଲେ।ଏ ସମ୍ପର୍କରେ ଦୋକାନ ମାଲିକ ଆଜି ୨୩/୮ ଦିନ ସୁଶାନ୍ତ…

ସ୍କୁଲ ରୂପାନ୍ତରଣ : ଦ୍ବିତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି, ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ହକିରେ ଅଲମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ- ମୁଖ୍ୟମନ୍ତ୍ରୀ ସ୍କୁଲ ରୂପାନ୍ତରୀକରଣ ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି : ଛାତ୍ରଛାତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ)…

କୋଭିଡ୍ ମହାମାରୀରେ ଉକ୍ରୃଷ୍ଟ ସେବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର : କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍ କୋଭିଡ୍-୧୯” କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ…

ବିଇଓ ଙ୍କର ଗାଡ଼ିରେ ଦୁର୍ଘଟଣା ଗ୍ରସ୍ତ ବୃଦ୍ଧ ଙ୍କର ଅବସ୍ଥା ଗମ୍ଭୀର !

ବର୍ତ୍ତମାନ ସୁଦ୍ଧା କୋଣସି ମାମଲା ହୋଇନି, ସ୍ୱଳ୍ପ କିଛି ଟଙ୍କା ଦେଇ ମାମଲା ଚପେଇ ଦେବାକୁ ଉଦ୍ୟମ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଶିକ୍ଷା ଅଧିକାର ଶ୍ରୀ ଚୁଡାମଣି ବାରିକ ଗତ ଶନିବାର ଦିନ ପାଇକମାଲ ହାଇ ସ୍କୁଲରୁ ନିଜର କାର ଧରି ବାହାରୁ ଥିବା ସମୟରେ ଗୋଟିକ ବାଇକ ଚାଳକ ସହିତ…

ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧିରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା

ଗ୍ରାମ ପଞ୍ଚାୟତରେ ନିୟୋଜିତ ହେଲେ ବିଜିନେଟ୍ କରେସ୍ପଣ୍ଡେଣ୍ଟ ଏଜେଣ୍ଟ (ବ୍ୟାଙ୍କ ସଖୀ) ବର୍ତ୍ତମାନ ସୁଦ୍ଧା ୧୨୫୨ ମିଶନ ଶକ୍ତି "ବ୍ୟାଙ୍କ ସଖୀ'ଙ୍କ ଦ୍ୱାରା ୨୩୦ କୋଟି ଟଙ୍କାର ଅର୍ଥ କାରବାର ଭୁବନେଶ୍ୱର(ଶାସକ ପ୍ରଶାସକ) : କଟକ ଜିଲ୍ଲା ନରସିଂହପୁର ବ୍ଲକ୍ର କାଠଖୁଣ୍ଟା ଗାଁର…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର କୃଷକ କ୍ଷତିଗ୍ରସ୍ତ

କୃଷକଙ୍କ ଦାବି ପୂରଣ ପର୍ଯ୍ୟନ୍ତ ବିଜେଡି ଲଢେଇ ଜାରି ରଖିବ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ଦାବି ସମାଧାନ ନହେବା କାରଣରୁ ଓଡିଶାର ଲକ୍ଷ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ବୀମା କମ୍ପାନୀଗୁଡିକ ଦ୍ୱାରା ୧୦୦୦ କୋଟିରୁ…

ବିପୁଳ ମାତ୍ରାରେ ନିଶା ଇଂଜେକସନ , ନିଶା ବଟିକା ଓ କଫସିରଫ ଜବତ

ଚେର ଲମ୍ବିଛି କଳିକତାକୁ, ଦୁଇ ଗିରଫ ଓ ଜଣେ ଫେରାର ବରଗଡ :- ବରଗଡ଼ ଜିଲ୍ଲାରେ ଜୋରସୋରରେ ଚାଲିଛି ଅବୈଧ ନିଶା କାରବାର । ମୂଖ୍ୟତଃ ଯୁବସମାଜ କୁ ଟାର୍ଗେଟ କରି କିଛି ଅସାଧୁ , ମୁନାଫାଖୋର ବ୍ୟବସାୟୀ ସାମାନ୍ୟ ଅର୍ଥ ଲୋଭରେ ଯୁବସମାଜ କୁ ନିଶାସକ୍ତ କରାଇ ପଙ୍ଗୁ କରିଦେବାର ପ୍ରୟାସ ଜାରୀ…

ସୁବଳ ସାହୁଙ୍କ ପରିବାରକୁ ଆହୁରି ଏକ ଆଘାତ: ଆର ପାରିରେ ସୁବଳ ଙ୍କର ପୁତୁରା ମହେଶ

ବରଗଡ :- ସ୍ବର୍ଗତ ସୁବଳ ସାହୁଙ୍କ ଶ୍ରାଦ୍ଧଦିବସରେ ପୁଣି ତାଙ୍କ ପରିବାର ପାଇଁ ଏକ ଅପୂରଣୀୟକ୍ଷତି ହୋଇଛି । ସୁବଳ ସାହୁଙ୍କ ପୁତୁରା ଶ୍ରୀ ମହେଶ କୁମାର ସାହୁ ଦୀର୍ଘଦିନ ଧରି ଅସୁସ୍ଥ ଥିବା ପରେ ଗତକାଲି ପ୍ରାଣତ୍ୟାଗ କରିଛନ୍ତି । ଆଜି ସକାଳେ ବରପାଲି ବିଜୁ ଜନତା ଦଳର ସକ୍ରିୟ ଯୁବନେତା ମହେଶ…

ଡାଲମିଆଁ ସିମେଣ୍ଟ ଭାରତର ଖଣି ସମ୍ପ୍ରସାରଣ ଜନ ଶୁଣାଣିକୁ ଲୋକଙ୍କ ସଂପୂର୍ଣ୍ଣ ବିରୋଧ

ସମ୍ବଲପୁର-/ରମାକାନ୍ତ ବିଶ୍ବାଳ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଳକ କୁକୁଡା ଗ୍ରାମ ପଞ୍ଚାୟତ ଲାଞ୍ଚିବେର୍ଣ୍ଣା ଠାରେ ଡାଲମିଆଁ ସିମେଣ୍ଟ ଭାରତ ଲିମିଟେଡ କାରଖାନାର ପାଇଁ ଆବଶ୍ୟକ କରୁଥିବା କଞ୍ଚାମାଲ ଲାଇମ୍ସି ଷ୍ଟୋନ ଖଣି ସମ୍ପ୍ରସାରଣ ପାଇଁ ଲାଞ୍ଜିବେର୍ଣ୍ଣା ଅଞ୍ଚଳରର 717.10, ସେ…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ(ଅନିମେଶ ପଟ୍ଟନାୟକ) : ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ । ଦିର୍ଘ ଦିନ ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସେପଟେ ଆଜିଠାରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସାଧାରଣ ଭକ୍ତମାନେ…