Sign in
Sign in
Recover your password.
A password will be e-mailed to you.
କ୍ରାନ୍ତି ଓଡିଶା ର ସ୍ବ-ନକ୍ଷତ୍ର ଉତ୍ସବ ପାଳନ
ପଦ୍ମପୁର:-ଦିର୍ଘ ୬ ବର୍ଷ ଧରି କଟକ ରୁ ପ୍ରକାଶ ପାଇଆସୁଥିବା କ୍ରାନ୍ତି ଓଡିଶା ର ସ୍ବ-ନକ୍ଷତ୍ର ଦିବସ ନିଜ କାର୍ଯ୍ୟାଳୟ ର ମିଟିଙ୍ଗ ହଲ ଠାରେ ପାଳିତ ହୋଇଯାଇଛି l ବର୍ତ୍ତମାନ ଯୁଗ କୁ ଦୃଷ୍ଟି କୁ ନେଇ ଦୁଇ ବର୍ଷ ହେବ ଡିଜିଟାଲ ଭାବେ କ୍ରାନ୍ତିଓଡିଶା ଅନବରତ ପ୍ରକାଶିତ ହୋଇଚାଲିବା ସହିତ…
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ମାଗଣା କର୍କଟରୋଗ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁରଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନୁକୂଲ୍ୟ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ସ୍ୱାସ୍ଥ୍ୟ ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇ ର ପ୍ରଖ୍ୟାତ କର୍କଟ ରୋଗ…
ମାଛ ଓ ପରିବା ବିକାଳିଙ୍କ ପାଇଁ ଭେଣ୍ଡିଂ ଜୋନ ଉଦଘାଟନ କଲେ ନରସିଂହ
ସହର ମଧ୍ୟରେ ନିର୍ମାଣ ହେବ ୩ଟି ଶୌଚାଳୟ ଓ ୫ଟି ପରିଶ୍ରାଗାର
ବଲାଙ୍ଗିର(ନିରୋଜ ମିଶ୍ର)- ବଲାଙ୍ଗିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ଘାଟର ଉନ୍ନତିକରଣ ତଥା ପ୍ରସସ୍ତିକରଣ ପାଇଁ ସହର ମଧ୍ୟରେ ଗତ ଦେଢ ବର୍ଷ ହେଲା ଅନେକ ଛୋଟ ଛୋଟ ଉଠା ଦୋକାନୀ ତଥା ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ।…
ଝୁଣା ଧୂପ ସୁଗନ୍ଧିତ ଫୁଲରେ ମହକୁଛି ବୀରନରସିଂହପୁର ଦକ୍ଷୀଣକାଳୀ ପୀଠ
ପୁରୀ/ଚନ୍ଦନପୁର(ଅନିମେଶ ପଟ୍ଟନାୟକ) : କମ୍ପୁଛି ପୁରା ବୀରନରସିଂହପୁର ଗାଁ । ଗୁଞ୍ଜରିତ ହେଉଛି ମନ୍ତ୍ର ତନ୍ତ୍ରରେ ଭରା ମା ଦକ୍ଷୀଣକାଳୀଙ୍କ ଚଣ୍ଡୀପାଠ । ବିମୋହିତ କରୁଛି ଝୁଣା, ଧୂପ, ଘଣ୍ଟ ଘଣ୍ଟା ସହିତ ପୂଜା ମନ୍ତ୍ର । ମାଆଙ୍କ କରୁଣା, କୃପା ଟିକିଏ ପାଇଁ କୋଣ କୋଣରୁ ଧାଇଁଆସୁଛନ୍ତି ଭକ୍ତ…
ପୁଣି ଡାଲମିଆ ସିମେଣ୍ଟ ଭାରତର ଖଣି ସଂପ୍ରସାରଣ ଜନ ଶୁଣାଣୀ ସଂମ୍ପୂର୍ଣ୍ଣ ବିଫଳ
ଲୋକଙ୍କ ପ୍ରଶ୍ନରେ କମ୍ପାନୀ ପ୍ରଶାସନ ଘାଏଲ
ଅଞ୍ଚଳର ବିକାଶ ନାହିଁତ କମ୍ପାନୀ କାହା ପାଇଁ
ସରଳ ଆଦିବାସୀଙ୍କ ସରଳତାର ସୁଯୋଗ ନେଉଛି କମ୍ପାନୀ
ଆଦିବାସୀଙ୍କ ଉପରେ କମ୍ପାନୀର ରାଜ ଆଉ କେତେ ଦିନ ?
https://www.youtube.com/watch?v=-8D_ccj3Xoo…
ବଢୁଛି କେନ୍ଦୁପତ୍ର ଦଲାଲଙ୍କ ଦୌରାତ୍ମ୍ୟ , ଏସିଏଫଙ୍କ ଗାଡି ଉପରେ ଆକ୍ରମଣ : ଗୋଟିଏ ପିକ ଅପ ଭ୍ୟାନ ସହ ଡ୍ରାଇଭର ଅଟକ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ କେନ୍ଦୁପତ୍ର ଚୋରା ଚାଲାଣ ବଢିବା ସହିତ ମାଫିଆଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି। କେନ୍ଦୁପତ୍ର ମାଫିଆଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ମାଫିଆ ମାନେ ଭୟଭିତ କରାଇ କେନ୍ଦୁପତ୍ର ବ୍ୟାପକ ଚୋରା…
ନିଶା ଚେର ଯାଉଛି ମାଡି, କବଳିତ ହେଉଛନ୍ତି ଯୁବପିଢୀ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡର ଗାଇସିଲାଟ ବ୍ଳକ ବରଗଡ଼ ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ସିମାନ୍ତ ଅବସ୍ଥିତ । ଗାଇସିଲାଟ ଥାନା ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ନିଶା ବେପାରୀ । ସାଧାରଣତଃ ମଦ,ଗଞ୍ଜେଇ ତା ସହ ବିଭିନ୍ନ ଔଷଧକୁ ନିଶା ଭାବରେ ବ୍ୟବହାର କରିବା ପାଇଁ ଯୁବ ପିଢିକୁ…
ଜୀବନ ରକ୍ଷକ ସାଜିଲେ ନେତାଜୀ କ୍ଳବ ର ସଦସ୍ୟ
ପଦ୍ମପୁର(ଶାସକ ପ୍ରଶାସକ)-ରକ୍ତ ଦାନ ମହତ ଦାନ, କଥା ରେ ଅଛି ରକ୍ତଦାନ କଲେ ମହତ ଦାନ ବୋଲି କୁହା ଯାଇଥାଏ।ବର୍ତ୍ତମାନ ରକ୍ତ ର ଅଭାବ ଦେଖା ଦେଉଛି କିଛି ଦିନ ତଳେ ବରଗଡ ଖେଦାପାଲି ହସ୍ପିଟାଲ ରେ ଜଣେ ମହିଳା ଙ୍କୁ ରକ୍ତ ଲାଗୁଥିବା ବେଳେ ରକ୍ତ ନ ମିଳିବାରୁ ଶେଷରେ ତାଙ୍କ ସ୍ୱାମୀ ବରଗଡ ମାଁ…
ଆଦିବାସୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ: ବିଜେପି
ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଆଦିବାସୀମାନଙ୍କ ଅର୍ଥନୈତିକ ବିକାଶର ବାଧକ ସାଜିଛନ୍ତି ରାଜ୍ୟ ସରକାର
ଖଣିଜ ପାଣ୍ଠିକୁ ଦଳୀୟ କାର୍ଯ୍ୟ ଓ ନେତାଙ୍କ ପାଇଁ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର
ଭୂବନେଶ୍ୱର :ନିଜ ଐତିହ୍ୟ ଏବଂ ସଂସ୍କୃତି ପାଇଁ…
ଗୁରୁ ଦିବସ ପୂର୍ବରୁ କେନ୍ଦ୍ରର ସବୁ ସ୍କୁଲ ଶିକ୍ଷକଙ୍କୁ ଟିକାକରଣ ନିଷ୍ପତି : ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର…
ଦେଶରେ ସମସ୍ତ ସ୍କୁଲ ଶିକ୍ଷକଙ୍କୁ ଟିକାକରଣ କରାଇବା ପାଇଁ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର – ଗୁରୁ ଦିବସ ପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋଭିଡ୍ ଟିକା ଦେବା ପାଇଁ ରାଜ୍ୟ ମାନଙ୍କୁ ମିଳୁଥିବା ଟିକା ବ୍ୟତିତ…