ଜଳିଗଲା କଣ୍ଟେନର ଗାଡି, ଦୁଇ ଗୁରୁତର

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଗତ କାଲି ରାତି ଏକ କଣ୍ଟେନର ଗାଡି ଜଳି ଯାଇଛି | ଦୁଇଜଣ କୈାଣସି କାରଣରୁ ଗାଡ଼ିରୁ ଖସିପଡିଥିଲେ | ଯାହାଫଳରେ ଦୁଇଜଣ ତଳେ ପଡି ଯାଇଥିଲେ | ଏହା ସହିତ ସେହି ବାଇକ ଟି ଘୋସାଡି ହୋଇ ଯାଇ କଣ୍ଟେନର ତଳେ ପସି ଯାଇଥିଲା| ଗାଡି ଯାହାଫଳ ରେ ସେହି କଣ୍ଟେନର ଗାଡି ର ଆଗ ପାଶ ନିଆ ଲାଗିଯାଇଥିଲା ଏହି ଘଟଣାରେ ଗତକାଲି ସାଢେ ୧୦ ସମୟ ହୋଇଥିଲା କଣ୍ଟେନର ଗାଡି ନମ୍ବ ହେଲା ଟିଏନ୍୨୩ସିପି ୯୯୭୪ ଏହି ଗାଡ଼ି ଟି ଉତ୍କଳ ଆଲୁମିନା ଯାଉଥିବା ଯାହା ସୂଚନା ମିଳିଛି ସେହି ପରି ଦୁଇ ବାଇକ ଆରୋହି ହେଲେ ଦୋରାଗୁଡା ଥାନା ଅଧୀନ କାଲି ଗ୍ରାମର ସନ୍ତୋଷ ନାୟକ ଓ ଅନ୍ୟ ରତ ନାୟକ ଏହା ପରେ ସହି ଦୁଇ ଗୁରୁତ୍ଵ ଦୁଇ ଜଣ କୁ ଓଷାପଡା ଉକ୍ରଳ ଆଲୁମିନିୟମ ସ୍ବାସ୍ଥା କେଦ୍ରରେ ଭତି କରା ଯାଇଥିଲା ଏହା ପରେ ତାଙ୍କୁ ଦୁଇ ଙ୍କୁ କୋରାପୁଟ ଜିଲ୍ଳା ମୁଖ୍ଯ ସ୍ବାସ୍ଥା କେଦ୍ର ପଠାଇଥିଲେ ଓ ଏହା ସହିତ ଦୁଘଟଣା ସ୍ଥଳରେ ଖଵର ପାଇ ଉତ୍କଳ ଆଲୁମିନା ଦମକଳ ଗାଡି ଆସି ନିଆକୁ ଆୟତ କରିଥିଲେ ଏହା ସହିତ ଟିକିରି ପୋଲିସ ମଧ୍ୟ ଉପସ୍ଥିତ ରହିଥିଲେ |

Leave A Reply

Your email address will not be published.