ଶାସକ ପ୍ରଶାସକ ରେ ଖୁଲାସା ପରେ ପଶିଲା ଛନକା

ପଞ୍ଚାୟତ ପ୍ରଶାସନ ହିତାଧିକାରୀଙ୍କ ଘରକୁ କଲେ ଅନ୍ଧାରୀ ବିଜେ ଆବାସ ଯୋଜନାର ଫଳକକୁ ଖୋଲା ଗଲା ରାତାରାତି                                                                       ଖବର ପ୍ରକାଶ ପାଇବା ପରେ ପଦ୍ମପୁର(ଶାସକପ୍ରଶାସକ)- ଆବାସ ଯୋଜନାକୁ ନେଇ ବର୍ତ୍ତମାନ…

ପରାଜୟ ଭୟରେ ବିଜେପିର ମନଗଢା ବିବୃତ୍ତି: ବିଜେଡି

ଭୁବନେଶ୍ୱର: ୨୦୧୯ର ସାଧାରଣ ନିର୍ବାଚନ ଏବଂ ପରବର୍ତ୍ତୀ ସମସ୍ତ ଉପନିର୍ବାଚନରେ ହାରିବା ଭଳି ରାଜ୍ୟ ବିଜେପିକୁ ଏବେ ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଜଳ ଜଳ ହୋଇ ଦିଶିଲାଣି । ତେଣୁ ପରାଜୟ ଭୟରେ ସେମାନେ ଏପରି ଭିତ୍ତିହୀନ ଏବଂ ମନଗଢା ବିବୃତ୍ତିର ଆଶ୍ରୟ ନେଉଥିବା କହିଛନ୍ତି ବିଜେଡି…

ବିଜେପି ନେତାଙ୍କ ବିବୃତ୍ତିରେ ଓଡିଆ ଲୋକେ ଅପମାନିତ: ବିଜେଡି

ଭୁବନେଶ୍ୱର: ବିଜେପି ନେତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ତାଙ୍କର ମାନସିକ ସନ୍ତୁଳନ ହରାଇଛନ୍ତି ଏବଂ ସେଥିପାଇଁ ଏଭଳି ମିଥ୍ୟା, ଭିତ୍ତିହୀନ, ଅଯଥା ଅଭିଯୋଗ ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ତାଙ୍କର ବୌଦ୍ଧିକ ଦେବାଳିଆ ପଣକୁ ପ୍ରକାଶ କରୁଛି ।ଏହା କରିବାବେଳେ ସେ ଓଡିଆ ଜାତି ଏବଂ ଓଡିଆ…

ପ୍ରେମ ପରେ ପ୍ରତାରଣା: ପ୍ରେମିକଙ୍କୁ ବିଷଦେଇ ମାରିଦେଲା ପ୍ରେମିକ

ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଜଣେ ଯୁବତୀ କୁ ପ୍ରେମ ପରେ ପ୍ରତାରଣା କରି ବିଷ ଦେଇ ମାରିଦେବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଦେଓଗାଁ ବ୍ଲକ ଅନ୍ତର୍ଗତ ଅଫାମରା ଗାଁର ରଜତ ପଧାନ ଉକ୍ତ ଗ୍ରାମର ସୌଦାମିନୀ ନାଏକଙ୍କୁ ପ୍ରେମ ପରେ ପ୍ରତାରଣା ଦେଇ ବିଷ ପିଆଇ ମାରିଦେଇଥିବା ପ୍ରେମିକାର…

ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଆଜାଦୀକା ଅମୃତ ମହୋତ୍ସବ

ରାୟଗଡରୁ ସରୋଜ କୁମାର ସାହୁ: ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୁର୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀକି ଅମୃତ ମହୋତ୍ସବ ପାଳିତ ହେଉଛି । ଏହି ଅବସରରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣଳୟର ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା…

୫-ଟି ରେ ସ୍କୁଲ ରୂପାନ୍ତରଣ ଦେଶରେ ପ୍ରଥମ: ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସବୁ ସରକାରୀ ଉଚ୍ଚ ବିଦ୍ୟାଳୟର…

ତୃତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ ,ପରିବର୍ତ୍ତନ ପ୍ରତି ଆଗ୍ରହ ହିଁ ଛାତ୍ରଛାତ୍ରୀ ଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ :ମୁଖ୍ୟମନ୍ତ୍ରୀ ସ୍କୁଲ ପରିବେଶ ର ରୂପାନ୍ତର ,ପାଠ…

ବିଜେପି ଓ କଂଗ୍ରେସର 30 ଜଣ ଯୁବ ନେତା ବିଜେଡିରେ ଯୋଗ ଦେଲେ

ଭୁବନେଶ୍ୱର : ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରଠାରେ ବିଜେପି ଓ କଂଗ୍ରେସର 30 ଜଣ ଯୁବ ନେତା ବିଜେଡିରେ ଯୋଗ ଦେଇଛନ୍ତି। ସମସ୍ତେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର । ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ…

ମିଠା ଦୋକାନୀଙ୍କୁ ୭୨ ଲକ୍ଷ ଜିଏସଟି ନୋଟିସ

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ):-ସାଇବର କ୍ରାଇମ ର ନୂଆ ଚିତ୍ର | ଗରିବ ଖଟିଖିଆ ମିଠା ଜଳଖିଆ ଦୋକାନୀ ଙ୍କୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିକ୍ରୀକର ବିଭାଗ ପକ୍ଷରୁ ୭୨ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିବା ନୋଟିସ ଜାରି.ଏଭଳି ଠକେଇ ର ଶିକାର ହୋଇଛନ୍ତି ଧାମନଗର ବ୍ଲକ କୋଠାର ଗ୍ରାମର ଅଭିଜିତ…

କଫସିରପ ଓ ଅପମିଶ୍ରିତ ନିଶାଦ୍ରବ୍ୟ ସହିତ ଯୁବକ ଗିରଫ

ଶତ ଚେଷ୍ଟା ସତ୍ତ୍ୱେ ଲାଗିପାରୁନାହିଁ ଲଗାମ ବରଗଡ :- କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ତଥା ଅବକାରୀ ବିଭାଗ ବିପୁଳ ପରିମାଣରେ ପ୍ରତିବନ୍ଧିତ ମାଦକଦ୍ରଵ ଜବତ କରୁଛି । ହେଲେ ମାଦକଦ୍ରବ୍ୟ ର କାରବାର କରୁଥିବା ଅସାଧୁ ,ମୁନାଫଖୋର ବ୍ୟବସାୟୀ ମାନଙ୍କର…

ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ଦାବି, ଦସ୍ତଖତ ଅଭିଯାନ ଚଳାଇଲା କୋଶଳ ସେନା

ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ତେଜିଲା ସୁନ୍ଦରଗଡରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ଦାବି । ମଙ୍ଗଳବାର ଏନେଇ କୋଶଳ ସେନା ପକ୍ଷରୁ ସମ୍ବଲପୁରରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ସେନାର ସଦସ୍ୟମାନେ ପୂଜାର୍ଚ୍ଚନା କରିବା ପରେ…