Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା…
ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ତରଫରୁ ଅନଲାଇନ୍ ମାଧ୍ୟମରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା…
ବିଜେପି ନେତାଙ୍କ ଗଞ୍ଜାମ ବିରୋଧି ମନ୍ତବ୍ୟକୁ ଲୋକେ ଭୁଲିନାହାନ୍ତି: ବିଜେଡି
ଭୁବନେଶ୍ୱର: କୋଭିଡ ସଂକ୍ରମଣ ଗତବର୍ଷ ଯେତେବେଳେ ସର୍ବୋଚ୍ଚ ସ୍ତରରେ ଥିଲା ସେତେବେଳେ ଗଞ୍ଜାମ ଜିଲ୍ଲାକୁ କାହିଁକି ଅଧିକ ଡାକ୍ତର ପଠାଯାଉଛି ବୋଲି ବିଜେପି ନେତା ଭୃଗୁ ବକ୍ସିପାତ୍ର ଦେଇଥିବା ଗଞ୍ଜାମ ଲୋକଙ୍କ ସ୍ୱାର୍ଥ ବିରୋଧି ମନ୍ତବ୍ୟକୁ ଜିଲ୍ଲାବାସୀ ଭୁଲି ନଥିବା କହିଛନ୍ତି ବିଜେଡି…
ବ୍ରହ୍ମପୁରଠାରେ ବିଜେଡି ବିଧାୟକଙ୍କ ଅସ୍ଥାୟୀ ହୋଟେଲରେ ମୈାଜ ମଜଲିସ୍ କରିବା ଜନବିରୋଧୀ : ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର:ଓଡିଶା ପ୍ରଦେଶରେ ଆସନ୍ନ ମରୁଡି କାରଣରୁ ଆଜି ଚାଷୀକୁଳ ଚିନ୍ତାଗ୍ରସ୍ତ । ଅନ୍ୟ ପଟେ ଶାସକ ବିଜେଡି ନିଜ ଦଳୀୟ ବିଧାୟକଙ୍କୁ ନେଇ ମୈାଜ ମଜଲିସରେ ବ୍ୟସ୍ତ । ନିଜ ମୈାଜ ମଜଲିସ୍ ପାଇଁ ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ଅଧିକାରକୁ ଜଳାଞ୍ଜଳୀ ଦେଇ ଶାସକ ବିଜେଡିର ଏଭଳି ଆଭିମୁଖ୍ୟକୁ…
ମୋହନା ଏମକେସିଜି ବିଦ୍ୟାଳୟ ସଂପାଦକଙ୍କ ମନମାନୀ ଓ ଦୁର୍ନିତୀ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଠାରେ ରହିଥିବା ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ବହିସ୍କୃତ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ଏବଂ ସମ୍ପୃକ୍ତ ବିଦ୍ୟାଳୟର ପରିଚାଳନାରେ…
ଶ୍ରୀନଗର ସିଆରପିଏଫ ଶିବିରରୁ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ,ରାୟଗଡକୁ ଶୁଭେଚ୍ଛା ଓ ସାଧୁବାଦ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସହର ସ୍ଥିତ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ଅଗଷ୍ଟ 21 ତାରିଖରେ ସ୍ଥାନୀୟ ସି.ଆର୍.ପି.ଏଫ୍. ଶିବିର ଯାଇ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଯବାନ ମାନଙ୍କୁ ନିଜ ହାତ ତିଆରି…
ପଦ୍ମପୁର ମରୁଡି ଅଞ୍ଚଳ ଗସ୍ତରେ ବିଜେପି ଟିମ ।
ପଦ୍ମପୁର(ଶାସକପ୍ରଶାସକ)-ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ପଦ୍ମପୁର ଗସ୍ତରେ ଆସୁଥିବା ନେଇ ବିଜେପି କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଶନିବାର ଦିନ ୧୧ ଘଣ୍ଟା ସମୟରେ ବିଜେପି ବିଧାୟକ…
ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ: ଜଙ୍ଗଲ ବିଭାଗ ଦ୍ଵାରା କରାଯାଇଛି ଲୋକଙ୍କୁ ସଚେତନ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ଅବସ୍ଥିତ ଗ୍ରାମ ଗୁଡ଼ିକ ରେ ଗତ ତିନିଦିନ ହେବ ଦୁଇଗୋଟି ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ହାତୀ ଦୁଇଟି ମିଠାପଲି ଗ୍ରାମ ନିକଟରେ ଥିବା ଜଙ୍ଗଲରେ…
ସମ ଅଲ୍ଲ୍ଟିମେଟ ମେଡିକେୟାର ରେ ପ୍ରଥମ ଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଚିକିତ୍ସା ଆରମ୍ଭ କରାଯାଇଛି | ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର…
୧୪୦୩ କିଲୋ ୨୦୦ ଗ୍ରାମ୍ ଭାଙ୍ଗ , ଗାଡି ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ଵରେ ଏଏସଆଇ ପୀତବାସ ଶତପଥୀ ଓ ତାଙ୍କ ଟିମ କମଳାପୁର ଚେକ୍ ଗେଟ ନିକଟରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ ମିନି ଟ୍ରକକୁ…
ଶିକ୍ଷକ ନକଲି !
ସମ୍ବଲପୁର/ରମାକାନ୍ତ ବିଶ୍ବାଳ:ସମ୍ବଲପୁର ଜିଲ୍ଲା ରେ ଜାଲ ସାଟିଫିକେଟ ଦେଇ ଚାକିରୀ କରିଥିବା ନକଲି ଶିକ୍ଷକ ଙ୍କ ଗୋଟିଏ ପରେ ଗୋଟିଏ ତାଲିକା ସାମନା କୁ ଆସୁଛି । ଜିଲ୍ଲାର ଜୁଯୋମୁରା ବ୍ଳକର ଜୁଯୋମୁରା ହାଇସ୍କୁଲର ମନୋରଞ୍ଜନ ଦେହୁରୀ ନାମକ ଜଣେ ଖେଲ ଶିକ୍ଷକ ଚାକିରୀ କରିବା ସମୟରେ ଯୁକ୍ତ ଦୁଇ…