ପାଟଣାଗଡ ବିଧାୟକଙ୍କ ଉପସ୍ଥିତିରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ଙ୍କ ବିଜେଡିରେ ଯୋଗଦାନ

ପାଟଣାଗଡ/ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ମୁହାଁ ହେଉଛନ୍ତି l କିଛି ଦିନ ତଳେ ପାଟଣାଗଡ଼ ବ୍ଲକ ଫଟlମୁଣ୍ଡା ପଞ୍ଚାୟତର ୬୮ ବିଜେପି କର୍ମୀ ବିଜେଡି ରେ ଯୋଗଦାନ କରିଥିଲେ l ଓଡ଼ିଶାର ପ୍ରିୟ ପ୍ରିୟ…

କଂଟାବାଂଜି ବିଧାୟକ ସାଲୁଜାଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ

କଂଟାବାଂଜି/ବଲାଙ୍ଗୀର/ ନିରୋଜ ମିଶ୍ର: କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଗୁରୁବାର ଦିନ ସ୍ଥାନୀୟ ଏନ୍‌ଏସି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାବନ ମଣ୍ଡଳୀର କଂଟାବାଂଜି ଏନ୍‌ଏସି,…

SCBରେ ୯ଟି ଏକ୍‌ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ : ପୂର୍ବ ଭାରତର ସବୁଠାରୁ ବଡ ଏକ୍‌ମୋ ୟୁନିଟ୍‌

  ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ - ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ମାଗଣା ଏକ୍‌ମୋ ଚିକିତ୍ସା ଦେବାରେ ସରକାରୀ ଭାବରେ ଏହା ଦେଶରେ ପ୍ରଥମ ଓ ସର୍ବବୃହତ। ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କୋଭିଡ ନିୟମ ପାଳନ…

ଚାରିଜଣ ଜୁଆଡି ସହ ନଗଦ ୧୬୯୦୦ ଟଙ୍କା ଜବତ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଥାନା ଅଧିନସ୍ଥ ଗ୍ରାମାଞ୍ଚଳ ମାନଙ୍କରେ ତାସ ର ଜୁଆଖେଳ ଆସର ବ୍ୟାପିବାରେ ଲାଗିଛି l ଏ ପଟେ ସଟ୍ଟା ସେପଟେ ତାସ ର ଜୁଆଖେଳ ରେ ଅନେକ ଲୋକ ଧ୍ୱଂସ ହେଇ ସାରିଲାଣି l ଗତକାଲି ପଦ୍ମପୁର ସହରଠାରୁ ଅନତି ଦୂରରେ ଥିବା ମହୁଲପାଲି ଗ୍ରାମରେ ଏକ ନିରୋଳା ସ୍ଥାନରେ ତାସ…

ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର(ନିରୋଜ ମିଶ୍ର) - ଦଳର ପ୍ରତ୍ୟେକ ସଦସ୍ୟ ନିଜ ପଦ ପଦବୀ ଭୁଲି ଲୋକଙ୍କ ପାଇଁ କାମ କରୁଥିବା ବେଳେ ନିଜ ଭିତରେ ଥିବା ସେବା ମନୋଭାବକୁ ଜାଗ୍ରତ କରନ୍ତୁ । ଆଗାମୀ ଦିନରେ କୌଣସି ପ୍ରକାର ପ୍ରାର୍ଥୀ ଚୟନ ହେଉ କି ମନୋନୟନ ହେଉ ସବୁବେଳେ ପ୍ରାର୍ଥୀ ସାଧାରଣ ଲୋକଙ୍କ ଦ୍ୱାରା କେତେ…

ତୋଡ଼ିଗାଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୂଆଗାଁ/(ସୁବ୍ରତ ପରିଡ଼ା) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ପଞ୍ଚାୟତ ରେ ଥିବା ତୋଡି ଗାଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବେରୁଆଁ ବାରି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର…

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷୀତ ଜଗର୍ସ ପାର୍କ

ବଲାଙ୍ଗୀର/ନିରୋଜ ମିଶ୍ର : ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ ଆଜି ସଂନ୍ଧ୍ୟାରେ ଲୋକାର୍ପିତ ହୋଇଯାଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଫିତା କାଟି ଏହାକୁ ଲୋକାର୍ପିତ କରିଛନ୍ତି । ଏହି ପାର୍କକୁ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ସହିତ ଯୋଗ ଶିକ୍ଷା ଓ ସଭା ସମିତି ପାଇଁ ମଧ୍ୟ ବ୍ୟବହାର କରାଯାଇ…

ଲାୟନ୍ସ କ୍ଲବ୍ ଅଫ୍ ହୀରାକୁଦ ରୋୟଲ୍ସର ସମାବର୍ତ୍ତନ ଉତ୍ସବ

ସମ୍ବଲପୁର-ରମାକାନ୍ତ ବିଶ୍ବାଳ : ଲାୟନ୍ସ କ୍ଲବ୍ ଅଫ୍ ହୀରାକୁଦ ରୋୟଲ୍ସ ତରଫରୁ ସମାବର୍ତ୍ତନ ଉତ୍ସବ ସ୍ଥାନୀୟ ଲରପଙ୍କ ସ୍ଥିତ କଳ୍ପତରୁ ସେବାଶ୍ରମରେ ନିରାଡ଼ମ୍ବର ଭାବେ ଆଶ୍ରମର ଅନ୍ତେବାସୀମାନଙ୍କ ସହ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ଡିଷ୍ଟିକ୍ଟ ଗଭର୍ନର ଲାୟନ୍ ବେଣୁ…

ମଦ ଦୋକାନ ବିରୋଧରେ ଆନ୍ଦୋଳନ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ହୀରାକୁଦ ସହର ର ୧୧ ନମର ୱାର୍ଡବାସୀ ନିଜ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ବିରୋଧକରି ପ୍ରଶାସନ ନିକଟରେ ଫେରାଦ କରିଛନ୍ତି । ହୀରାକୁଦ ଶକ୍ତିନଗର ଅଞ୍ଚଳ ଭଲି ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ସେମାନେ ଦୄଡ ବିରୋଧ କରି ଏଥିପାଇଁ ଜନ ଆନ୍ଦୋଳନ ତ୍ରିବତର…

କଳାମାଟିଆ ଶହୀଦ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା ଦାବି

ଅଲ ଇଣ୍ଡିଆ ଡି.ୱାଇ.ଓ. ଉଦ୍ୟୋଗରେ ମୋଟର-ସାଇକେଲ ଶୋଭାଯାତ୍ରା । ବଡ଼ଚଣା/ ପ୍ରଫୁଲ୍ଲ ସାହୁ: ଭାରତଛାଡ଼ ଆନ୍ଦୋଳନରେ ରକ୍ତସ୍ୱାକ୍ଷ୍ୟର ବହନ କାରି ବରୀର କଳାମାଟିଆ ଶହୀଦ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରିବା, ଶହୀଦ ପୀଠରେ ଶହୀଦ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରିବା, ଶହୀଦ ପୀଠର…