Sign in
Sign in
Recover your password.
A password will be e-mailed to you.
ସଂଗ୍ରାମ ଜେନାଙ୍କ ସର୍ବଦଳୀୟ ସ୍ମୃତିସଭା ଆୟୋଜିତ
ଦଳମତ ନିର୍ବିଶେଷରେ ସଂଗ୍ରାମ ଜେନା ଥିଲେ ସମସ୍ତଙ୍କର ପ୍ରିୟ ପାତ୍ର: ମନ୍ତ୍ରୀ ଡ଼. ଅରୁଣ ସାହୁ
ତାଙ୍କର ବିୟୋଗ ବିଶ୍ୱାସ କରି ହେଉନାହିଁ : ଡ. ଏ ଚେଲା କୁମାର
ସଂଗ୍ରାମ ଜେନା ଓଡ଼ିଶାରେ କଂଗ୍ରେସର ସମ୍ଭାବନା ଥିଲେ-ନିରଞ୍ଜନ
ସଂଗ୍ରାମର ଅଧୁରା ସ୍ୱପ୍ନକୁ ପୁରଣ କରିବା…
ସାରକୁ ନେଇ ବିଜେଡିର ଧାରଣା ପ୍ରସଙ୍ଗରେ ମିଥ୍ୟାକୁ ସତ୍ୟରେ ପରିଣତ କରିବାର ହୀନ ପ୍ରୟାସ : ବିଜେପି
ଭୁବନେଶ୍ୱର:ବିଧାନସଭା ମୈାସୁମୀ ଅଧିବେସନ ଆଜିଠୁ ଆରମ୍ଭ ହୋଇଛି । ଶାସକ ଦଳ ଭାବେ ଶାସକ ବିଜେଡି ବିଭିନ୍ନ ବିଷୟ ପ୍ରସଙ୍ଗରେ ବିଧାନସଭା ଗୃହ ମଧ୍ୟରେ ଆଲୋଚନା କରିବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଶାସକ ବିଜେଡି ବିଧାନସଭା ଗୃହ ବାହାରେ ଆନେ୍ଦାଳନ କରୁଛି । ଓଡଶାବାସୀଙ୍କ ସମସ୍ୟାର…
୪ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର : ଆୟକର ବିଭାଗରେ ୩୬ ଜଣ ପ୍ରଧାନ ଆୟକର ଆୟୁକ୍ତଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୪ ବରିଷ୍ଠ ଓଡ଼ିଆ ଅଧିକାରୀ | ଭାରତୀୟ ରାଜସ୍ବ ସେବାର ଯେଉଁ ୪ ଜଣ ବରିଷ୍ଠ ଓଡ଼ିଆ ଅଧିକାରୀ ଏହି ପଦୋନ୍ନତି ପାଇଛନ୍ତି ସେମାନେ ହେଲେ…
ପୂର୍ବତଟ ରେଳପଥ ଦ୍ୱାରା ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ 94.26 ନିୟୁତ ଟନ ପଣ୍ୟ ପରିବହନ |
ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ତଥା ଏପ୍ରିଲ ପହିଲା ଠାରୁ ଅଗଷ୍ଟ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଦ୍ୱାରା 94.26 ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି ଯାହାକି ପୂର୍ବ ଆର୍ଥିକ ବର୍ଷର ପ୍ରଥମ ପଞ୍ଚମାସ ମଧ୍ୟରେ ପରିବହନ କରାଯାଇଥିବା 72.32…
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ।
ପଦ୍ମପୁର(ଶାସକପ୍ରଶାସକ)-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଶ୍ରୀଯୁକ୍ତ କାଳୀଚରଣ ଦୁବେ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ଦୁବେ ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଖଏରାରେ ସିନିୟର ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକ ଭାବରେ…
ପଦ୍ମପୁର ରେ ବିଜେପି କୁ ଜବରଦସ୍ତ ଝଟକା
https://youtu.be/3iy-pWbbL8I
ଜବରଦସ୍ତ ବିଜେପିରେ ସାମିଲ କରାଇ ଥିବା ଅଭିଯୋଗ
ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ବିଧାୟକ ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ ଙ୍କର ପୁଅ ସୁକାନ୍ତ ବାରିକ ଙ୍କୁ ଆଜି ବିଜେପିର କିଛି କର୍ମକର୍ତ୍ତା ମାନେ ପ୍ରବର୍ତ୍ତାଇ ବିଜେପିରେ ସାଂସଦ ଶ୍ରୀ…
କଂଗ୍ରେସ ଦେଶର ସଂପତି ତିଆରି କଲା, ମୋଦି ତାକୁ ବିକିଲେ : କଂଗ୍ରେସ
ଭୁବନେଶ୍ବର – ୨୦୧୪ ମସିହା ପାଖରୁ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଳାଶୟ କେବନ୍ ଦେଶରେ ମିଛ ବିକ୍ରୀ କରିବାଲିଲେ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ମୋଦିଙ୍କର ଯେତେଗୁଡ଼ିଏ ଭିଡିଓ ବା ସାମାଜିକ ଗଣମାଧ୍ୟମରେ ତାଙ୍କ କଥାକୁ ଯଦି ବିଚାରକୁ ନେବେ ସେ ଯାହା…
୪୭ ପରିବାରକୁ ଗୋଟିଏ ସୋଲାର ପାଣି ଟାଙ୍କି : ଗାଁକୁ ନାହିଁ ପକ୍କା ରାସ୍ତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମୟରେ ଲାଗି ରହିଛି ବହୁ ସମସ୍ୟା। ସରକାରୀ ସ୍ତରରେ ହେଉ କି ରାଜନେତାଙ୍କ ସ୍ତରରେ ଅଞ୍ଚଳର ବିକାଶ ହୋଇପାରୁନି। ଯେମିତି କି ସବୁ ଯୋଜନା କଥାରେ ହିଁ ରହି ଯାଉଛି।…
ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର ମହାନ କଣ୍ଠଶିଳ୍ପୀ , ତବଲା ବାଦକ ପଣ୍ଡିତ ଶିରୋମଣୀ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ରାଜ୍ୟ ସ୍ତରରେ ଭୁବନେଶ୍ୱର ସ୍ଥିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶିଷ୍ଠ ଓଡିଶୀ କଣ୍ଠ ସଙ୍ଗୀତ ଭାବେ ଓଡିଶା ସଙ୍ଗୀତ ନାଟକ…
କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କଲେ ଉତ୍ତର ବିଧାୟକ
ଭୁବନେଶ୍ଵରରୁ ଚକ୍ରଧର ମାଝି : ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ, ୱାର୍ଡ ନମ୍ବର ୯ ଓ ୧୧ରେ ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର କରକମଳରେ ଉଦଘାଟିତ ହୋଇଯାଇଛି । "ଏହି…