ରଘୁରାମ ମଛଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋରାପୁଟ ଲମତାପୁଟର ନିଲମ୍ବିତ ବିଜେଡି ନେତା ରଘୁରାମ ମଛଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ବିଜେଡି | ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରଘୁରାମଙ୍କ ଉପରୁ ପୂର୍ବରୁ ବିଜେଡି କୋରାପୁଟ ୟୁନିଟ ପକ୍ଷରୁ ଜାରି ହୋଇଥିବା ନିଲମ୍ବନ ଆଦେଶ ତତ୍କାଳ ପ୍ରତ୍ୟାହାର କରାଗଲା ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ( ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |

Leave A Reply

Your email address will not be published.