Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର :ଭାରତୀୟ ହକିକୁ ଓଡିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ…
କ୍ରୀଡା ଭିତ୍ତିଭୂମି ଓ ବାଣିଜ୍ୟ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସହମତି
ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ…
ଭୁବନେଶ୍ୱରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ ପ୍ରଶିକ୍ଷଣ ଶିବିର |
ଭୁବନେଶ୍ୱର: ଡିସେମ୍ବର, 2021 ରେ ଅନୁଷ୍ଠିତ ହେବାକୁ ଥିବା ସିନିୟର ନ୍ୟାସନାଲ କବାଡି ଚାମ୍ପିଅନସିପକୁ ଦୃଷ୍ଟିରେ ରଖି ଭାରତୀୟ ରେଳ କ୍ରୀଡା ପ୍ରୋତ୍ସାହନ ବୋର୍ଡ (ଆଇଆରଏସପିବି) ଭୁବନେଶ୍ୱରର ପୂର୍ବ ତଟ ରେଳପଥ ଇନଡୋର ଷ୍ଟାଡିୟମରେ ଏହାର ମହିଳା କବାଡି ଦଳ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ…
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ମରୁଡି ଅଞ୍ଚଳ ପରିଦର୍ଶନ:ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀ ।
ପଦ୍ମପୁର(ଶାସକପ୍ରଶାସକ)-ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ପଦ୍ମପୁର ସବ ଡିଭିଜନର ଝାରବନ୍ଧ, ପାଇକମାଲ, ପଦ୍ମପୁର, ବିଜେପୁର, ଗାଇସିଲେଟ ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ଦେଖା ଦେଇଛି । ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସି ସାରିଲେଣି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ…
ଦିବ୍ୟାଙ୍ଗ ଛାତ୍ରୀଙ୍କୁ ହୁଇଲ୍ ଚେୟାର ପ୍ରଦାନ କଲେ ଅଚ୍ୟୁତ ସାମନ୍ତ
ବାରିପଦା/ ଶାସକ ପ୍ରଶାସକ: କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦିନିକିଆ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ ଅବସରରେ ମୟୂରଭଞ୍ଜ ଦିବ୍ୟାଙ୍ଗ ଛାତ୍ରୀ ସୁଭଦ୍ରା ଗୁମଜିରାଙ୍କୁ ବ୍ୟକ୍ତିଗତ ଭେଟିଥିଲେ। ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ତେରଣ୍ଟା ଗ୍ରାମର…
ଧର୍ମପ୍ରାଣ ମହିଳା ମତାଜୀ ମଳିକଙ୍କ ସ୍ମୃତିଚାରଣ ସଭା ।
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ବୋଡକ ଗ୍ରାମ ପଞ୍ଚାୟତ ଅଣ୍ଡରାଇ ଗ୍ରାମର ମନମୋହନ ମଳିକଙ୍କ ଧର୍ମପତ୍ନୀ ଅଞ୍ଚଳର ମହିୟସୀ ମହିଳା ସ୍ୱର୍ଗତା ମାତାଜୀ ମଲିକଙ୍କ ଏକାଦଶାହ ଅବସରରେ ତାଙ୍କ ବାସ ଭବନ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଜିଲ୍ଲାର ବହୁ…
୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଦ୍ଵିତୀୟ ଡୋଜ୍ ଟୀକାକରଣ :: ସୋମବାର ଦିନ ଜିଲ୍ଲାର ୨୧ ଟି କେନ୍ଦ୍ରରେ ୩…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତି ମାନଙ୍କ ନିମନ୍ତେ ପ୍ରଥମ ଡୋଜ୍ କୋଭିଡ୍ ଟୀକା ନେବାର ୮୪ ଦିନ ପରେ ଦ୍ଵିତୀୟ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏଥିପାଇଁ ୪ଟି କେନ୍ଦ୍ର…
ଭଦ୍ରକରେ ଉଦଘାଟନ ହେଲା ସେଲଫି ପଏଣ୍ଟ ‘ ଆଇ ଲଭ ଭଦ୍ରକ ‘
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ସହରକୁ ସରସ ସୁନ୍ଦର କରିବା ପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିଙ୍କ ଉଦ୍ୟମ ଏବେ ପ୍ରଶଂସନୀୟ । ବିଧାୟକ ଭାବେ ବିଜୟ ହେବାପରେ ଭଦ୍ରକ ସହରକୁ ସୁନ୍ଦର ଓ ସ୍ମାର୍ଟ ସିଟି କରିବାର ସ୍ଵପ୍ନ ଦେଖିଛନ୍ତି ବିଧାୟକ ସଂଜୀବ ମଲ୍ଲିକ। ଏପରି ଅବସ୍ଥାରେ ଏବେ ତାଙ୍କ…
ପାଟଣାଗଡ଼ ଏନ୍ଏସି ପକ୍ଷରୁ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଐତିହାସିକ ପାଟଣାଗଡ଼ ସୌନ୍ଦର୍ଯ୍ୟ ଓ ଶ୍ରୀବୃଦ୍ଧି କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଅନୁରୋଧ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ):ପାଟଣାଗଡ଼ ଉପଖଣ୍ଡର ସଦର ମହକୁମା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଆଜି ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି | ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ…
ଡାଃ ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରମ୍ପରିକ ଔଷଧ ଏବଂ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ଦକ୍ଷତା କ୍ଷେତ୍ରରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ. ସୀତାପୁର ଗ୍ରାମର ବାସିନ୍ଦା ଡାଃ ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ…
ସେପ୍ଟେମ୍ବର ପାଇଁ ଅନଲକ ଗାଇଡ୍ଲାଇନ : ସପ୍ତାହାନ୍ତ ସଟଡାଉନ ହଟିଲା, ପୌରାଞ୍ଚଳରେ ନାଇଟ କର୍ଫ୍ୟୁ
ସେପ୍ଟେମ୍ବର ପାଇଁ ଅନଲକ ଗାଇଡ୍ଲାଇନ ଘୋଷିତ | ସପ୍ତାହାନ୍ତ ସଟଡାଉନ ହଟିଲା, ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ | | ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା | ବାହାଘର ବ୍ରତଘର ଓ ଅନ୍ତ୍ୟେଷ୍ଟିରେ ୨୫୦ ଲୋକଙ୍କୁ ଅନୁମତି ଦିଆଯାଇଛି | ଅନୁମତି ନେଇ ବାଜା ଲାଇଟ ଓ…