Sign in
Sign in
Recover your password.
A password will be e-mailed to you.
ଗର୍ଜ୍ଜିଲା ବିଜେଡି : ଓଡ଼ିଶାର ଚାଷୀଙ୍କ ପ୍ରତି ଅବହେଳା ଓ ସାର ଯୋଗାଣରେ ବିଳମ୍ବକୁ ନେଇ ପ୍ରତିବାଦ
ରାଜଭବନ ସମ୍ମୁଖରେ ବିକ୍ଷୋଭ , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର /ଚକ୍ରଧର ମାଝୀ : କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ…
“ଶାସକ ପ୍ରଶାସକ” ରେ ଖବର ପରେ…..
ସିଆରପିଏଫ ପକ୍ଷରୁ ଡମ୍ବଲିମା ଗାଁକୁ ଯୋଗାଗଲା ଶୁଦ୍ଧ ପାନୀୟ ଜଳ
କଲ୍ୟାଣସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଡମ୍ବଲିମା ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ବହୁଦିନ ଧରି ପାନୀୟ ଜଳ ସମସ୍ୟାରେ…
ଭୋଟ୍ ବ୍ୟାଂକ ନାଁରେ ବିଜେଡିର ରାଜନୀତିକୁ ବିଜେପି ତରଫରୁ ବିରୋଧ କରାଯିବ : ମୋହନ ମାଝୀ
ଆସନ୍ତା କାଲିଠୁ ମୈାସୁମୀ ବିଧାନସଭା ଅଧିବେସନ, ବିଜେପି ବିଧାୟକ ଦଳ ବୈଠକ
ଭୁବନେଶ୍ୱର : ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୈାସୁମୀ ଅଧିବେସନରେ ଆଲୋଚନା କରିବ । ଚଳିତ ବିଧାନସଭା ଅଧିବେଶନରେ…
ସମ୍ଭାବ୍ୟ ମରୁଡି ପରିସ୍ଥିତି ସମୀକ୍ଷା: ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବା ସହିତ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ
୭ ଦିନ ମଧ୍ୟରେ ସବୁ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଗୁରୁତ୍ବ ଦିଅ,…
ଦେବୋତ୍ତର ପଡିଆରେ ଜୋର ଜବରଦସ୍ତ ଶ୍ମଶାନ ଘର ନିର୍ମାଣକୁ ବିରୋଧ
ତହସିଲଦାରଙ୍କୁ ଭେଟି ଦେଲେ ଅଭିଯୋଗ କଲେ ନୂଆଁରାଇପୁର ଗ୍ରାମବାସୀ
ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ପଞ୍ଚାୟତ ଅଧିନ ନୂଆଁରାଇପୁର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ନୂଆଗାଁ ତହସିଲଦାରଙ୍କୁ ଭେଟି ନିଜ ଗ୍ରାମର ସମସ୍ୟା ବିଷୟରେ ଅବଗତ କରାଇବା ସହ…
ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ସରକାରୀ ନିର୍ଦ୍ଦେଶ ମୁତାବକ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ -୨୦୨୧ ମହା ଆଡ଼ମ୍ବର ସହ କୋଭିଡ -୧୯ରେ ପାଳିତ ହୋଇଯାଇଛି I ସକାଳ ୪.୩୦ ମି.ସମୟରେ ରାମଧୁନ ସହ ସକାଳ ୭.୩୦ ମି. ସମୟରେ ନିର୍ବାହୀ ଅଧିକାରୀଣି ଶ୍ରୀମତୀ…
ପଦ୍ମପୁର ଉପଖଣ୍ଡ ରେ ଲାଇଟ ଓ ସାଉଣ୍ଡ କୁ ଅନୁମତି ପ୍ରଦାନ ପାଇଁ ଉପଜିଲ୍ଲାପାଳ ଙ୍କ ଠାରେ ଦାବିପତ୍ର
ପଦ୍ମପୁର(ଶାସକପ୍ରଶାସକ)- କରୋନା ମହାମାରୀ ଲୋକଙ୍କ ଜୀବନ ଯାପନ ଉପରେ ପ୍ରଭାବ ପକାଇଛି । କରୋନା ଯୋଗୁଁ କିଛି ଲୋକ ବ୍ୟବସାୟ ହରାଇଛନ୍ତି । ଗତ ଦୁଇ ବର୍ଷ ହେଲା ସାରା ଭାରତରେ ଲକଡାଉନ ସଟଡାଉନ ସହିତ ବିଭିନ୍ନ ପ୍ରକାର କଟକଣା ଲାଗି ରହିଛି ଯାହା ଫଳରେ ଗତ ଦୁଇ ବର୍ଷ ହେଲା ଓଡିଶାରେ ମଧ୍ୟ କଟକଣା…
ନୂଆଗାଁ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ମନୋନୀତ ହେଲେ ସଞ୍ଜୟ
ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା କୃଷି ବିଭାଗ ସଭା ଗୃହରେ ବ୍ଲକ୍ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ କରାଯାଇଥିଲା।ଉକ୍ତ ସଭାରେ ବ୍ଲକ୍ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ,ବ୍ଲକ୍ ସହକାରୀ…
କୁଚିଣ୍ଡା ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ବିଜେପିର ବିକ୍ଷୋଭ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ବରଗଡ଼ ଜିଲ୍ଲାର ୫ପୋଲିସ କର୍ମଚାରୀ ପୁରସ୍କୃତ।
ଝାରବନ୍ଧ-ମନୋହର ଦାଶ:ଓଡ଼ିଶା ପୋଲିସ ର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ବରଗଡ଼ ଜିଲ୍ଲାର୫ଜଣ ପୋଲିସ କର୍ମଚାରୀ ରାଉରକେଲା ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମପୁର ର ପୂର୍ବତନ…