ସ୍ଥାନୀୟ ଜନସାଧାରଣଙ୍କୁ ସୁସ୍ଥ ରଖିବାକୁ ଆଦିତ୍ୟ ଆଲୁମିନିୟମର ପ୍ରୟାସ

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲା ରେଙ୍ଗାଳି ବ୍ଲକ ଜନସାଧାରଣଙ୍କ ସହିତ ନିଜକୁ ସକ୍ରିୟ ଭାବରେ ନିୟୋଜିତ କରିଛି ଏବଂ ସରକାରଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ…

ଭୀମ ଭୋଇ ମେଡିକାଲ ପରିଦର୍ଶନ କଲେ ସଙ୍ଗୀତା : ଅବ୍ୟବସ୍ଥା ସୁଧାରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଦେଲେ ୭ ଦିନର ମହଲତ

ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ସମୀକ୍ଷା ବୈଠକ ପରେ ଭୀମ ଭୋଇ ମେଡିକାଲକୁ ପରିଦର୍ଶନରେ ଯାଇଥିଲେ । ଏମ୍‌ସିଏଚ ବିଲ୍ଡିଂର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କ ସୁବିଧା ଅସୁବିଧା ବୁଝି ଅସଲ ସ୍ଥିତି ପରଖି ଥିଲେ । ସ୍ୱାସ୍ଥ୍ୟ…

ରାୟଗଡ଼ ଏମ୍ଆର୍ଟ୍ ସେଣ୍ଟର ଫର ଆର୍ଟସ୍ ଏଣ୍ଡ କଲଚର୍ ଅଫ୍ ଇଣ୍ଡିଆର ଶୁଭ ଉଦଘାଟନ

ରାୟଗଡ଼ରୁ ସରୋଜ କୁମାର ସାହୁ: ଏମ୍ଆର୍ଟ୍ ସେଣ୍ଟର ଫର୍ ଆର୍ଟସ୍ ଏଣ୍ଡ୍ କଲଚର୍ ଅଫ୍ ଇଣ୍ଡିଆ, ରାୟଗଡ଼ ତରଫରୁ ବିଦ୍ୟା ନଗର ସ୍ଥିତ ସଂସ୍କୃତି ଭବନ ଠାରେ ଶ୍ରୀ ମାନବାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଙ୍କ ସଭାପତିତ୍ବରେ ଶୁଭ ଉଦଘାଟନ ସହ ଏକ…

ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ, ପାଓନିଅରର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି | କିଛି ଦିନ ଧରି ଅସୁସ୍ଥ ରହିବ ପରେ  ଗତକାଲି ରାତିରେ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଥିବା ତାଙ୍କ ପୁତ୍ର କୁଶନ ମିତ୍ର  ଟୁଇଟ…

“ଶାସକ ପ୍ରଶାସକ”ରେ ଖବର ପ୍ରସାରିତ ହେବା ପରେ ତତ୍ପରତା ଦେଖାଇଲେ ଗାଇସିଲାଟ ବିଡ଼ିଓ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବୁଧବାର ଅଚାନକ ପରିଦର୍ଶନ ପାଇଁ ପହଞ୍ଚିଥିଲେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ। ଶୌଚାଳୟ ଉଦଘାଟନ ପାଇଁ କଣ ମହୁରତ ଖୋଜା ଚାଲିଛି!! ଶିର୍ଷକ ଏକ ଖବର…

ଓଡ଼ଗାଁ କଲେଜ +୩ କଳା, ବିଜ୍ଞାନ ଓ ସମ୍ମାନ ସିଟସଂଖ୍ୟାବୃଦ୍ଧି

ଅର୍ଥନୀତି , ମନୋବିଜ୍ଞାନ, ସମାଜବିଜ୍ଞାନ ବିଭାଗରେ ସମ୍ମାନ ଖୋଲିଲା ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ +୩ ବିଜ୍ଞାନ ଓ କଳା ବିଭାଗରେ ସିଟସଂଖ୍ୟା ବୃଦ୍ଧି ପାଇଥିବା ସହିତ କେତେକ ସମ୍ମାନ ଶ୍ରେଣୀରେ ସିଟ ବୃଦ୍ଧି ହୋଇଥିବାରୁ ଅଂଚଳ…

ଅନ୍ୟକୁ ବଂଚାଇ ଏବେ ନିଜେ ହନ୍ତସନ୍ତ : କିଡ଼ିନି ପ୍ରଦାନ କରି ଚଂଚକତାର ଶିକାର ରଜତ !

ପରିବାର ସହ ଓଡ଼ଗାଁ ଥାନା ଆଗରେ ଧାରଣା ଦେଲେ ଓଡ଼ଗାଁ(ଶ୍ରୀକାନ୍ତ କୁମାରମିଶ୍ର):ଓଡ଼ଗାଁ ବ୍ଲକ କୁରାଳ ପଂଚାୟତ ଗଡ଼ସାହିର ରଜତ ନାୟକ(୪୩) ପରିବାରର ଅଗୋଚରରେକିଡ଼ିନ ପ୍ରଦାନ କରି ନ୍ୟାୟ ନପାଇବାରୁ ଆଜିଓଡ଼ଗାଁ ଆଦର୍ଶ ଥାନା ଫାଟକସାମ୍ନାରେ ନିଜ ପରିବାର ସହ ଧାରଣାରେ ବସିଥିଲେ । ରୋଜଗାର…

ରାୟଗଡ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲ୍ଲାପାଳ

ରାୟଗଡ(ସରୋଜ କୁମାର ସାହୁ ) ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ବାଇସିଂ ଗ୍ରାମପଂଚାୟତ ଗସ୍ତ କରି ସେଠାରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ପାଠର ଶିକ୍ଷଣୀୟ…

ଶ୍ରେଷ୍ଠ ଜାତୀୟ ମିଲ୍ସ ମ୍ୟାନେଜର ସମ୍ମାନରେ ସମ୍ମାନିତ ହେଲେ ଜେକେ କାଗଜ କଳର ଉପ-ସଭାପତି

ରାୟଗଡ(ସରୋଜ କୁମାର ସାହୁ ): ଜେକେ କଗାଜ କଳର ଉପ-ସଭାପତି (କାର୍ମିକ) ଶ୍ରୀ ବିନୟ ଦ୍ୱିବେଦୀଙ୍କୁ ଜାତୀୟ ମିଲ୍ସ ମ୍ୟାନେଜର ବର୍ଷ ୨୦୨୦-୨୧ ଆୱାର୍ଡ ପାଇଁ ୱାର୍ଲଡ କ୍ୱାଲିଟି କଂଗ୍ରେସ, ମୁମ୍ବାଇ ଦ୍ୱାରା ଉତ୍ପାଦନ କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମଟି…

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

 ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଓ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ତାପସ କୁମାର ସାହାଙ୍କ ଅବସର ଗ୍ରହଣ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଅଧିକାରୀ ଭାବରେ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପଠାଣି ରାଉତଙ୍କ ଅତିରିକ୍ତ ଦାୟିତ୍ଵ ଗ୍ରହଣ…